Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ମାଣାଧୀନ ଗୋଦାମ ଘର କାନ୍ଥ ଭୁଶୁଡ଼ି ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି । କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ…

୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣର ଅଭିଯୁକ୍ତଙ୍କୁ କାନାଡାରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶିଖ ନେତା ରିପୁଦମନ ସିଂ ମାଲିକଙ୍କୁ ଆଜି କାନାଡାରେ ଗୁଳି କରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତାଙ୍କ ଘର ନିକଟରେ ୩ଟି ଗୁଳି ଫୁଟିବା ଶବ୍ଦ ଶୁଣା ଯାଇଥିଲା । କିଛି ସମୟ ପରେ ପୋଲିସ ତାଙ୍କ ମୃତ…

ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ-‘କୋଭିଡ ଟିକାକରଣ

ନୂଆଦିଲ୍ଲୀ:  ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ । ଆଜାଦୀ…

‘ଆଇ-ଟୁ-ୟୁ-ଟୁ’’ ଶିଖର ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  4ଟି ଦେଶ ଗୋଷ୍ଠୀ 'I2U2' ଶିଖର ସମ୍ମିଳନୀରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାୟର ଲାପିଡ ଏବଂ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ କଥା ଶୁଣିବା ସହ ମୋଦୀ କହିଛନ୍ତି ଯେ ଶକ୍ତି…

କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏବେ ୱାଇ ବଦଳରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସକୁ ଏହି ଦାୟିତ୍ୱ ପ୍ରଦାନ…

ସୁସ୍ମିତା ସେନଙ୍କୁ ବିବାହ କରିବେ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଳିତ ମୋଦି

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଲଳିତ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏନେଇ ଲଳିତ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମାଳଦ୍ବୀପ, ସର୍ଦିନିଆ ଗ୍ଲୋବାଲ ଟ୍ରିପ୍ ପରେ ଉଭୟ ଲଣ୍ଡନ ଫେରିଛନ୍ତି । ଏମିତି ୪ଟି ଫଟୋ…

କରୋନା ପରେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ୟୁନିଫିକେସନ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ…

ଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କରିଦେଲେ ୧ ମିଲିୟନ ଡଲାର । ଜାପାନର ୟୁନିଫିକେସନ୍ ଚର୍ଚ୍ଚର ହତ୍ୟାକାରୀଙ୍କ ମାଆ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି । ଜାପାନରେ ଏକାଧିକ ଗଣମାଧ୍ୟମ ରିପୋର୍ଟରେ…

ସୋନିଆଙ୍କୁ ଇଡିର ସମନ ପରେ ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜୁଲାଇ ୨୧ରେ ହାଜର ହୋଇ ପକ୍ଷ ରଖିବାକୁ ସମନ କରିଛି। ଏହି ଅବସରରେ କଂଗ୍ରେସ ଆଉ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ…