Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଞ୍ଚମ ଦିନ ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିବାରୁ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି (ଜୁନ୍ ୨୧) ପୁଣି ଥରେ ହାଜର ହେବାକୁ ଇଡି ସମନ କରିଛି । ଅର୍ଥାତ ପଞ୍ଚମ ଦିନ ପାଇଁ ରାହୁଲ ଗାନ୍ଧୀ ଇଡି ଆଗରେ ହାଜର ହେବେ । ଇତି ମଧ୍ୟରେ ଚାରି ଦିନରେ ୪୦ ଘଣ୍ଟାରୁ ଅଧିକ ସମୟ ହେବ ରାହୁଲ ଗାନ୍ଧୀ ଇଡି ଜେରାକୁ ସାମ୍ନା କରି ସାରିଛନ୍ତି।…

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ମେଣ୍ଟ ସରକାରକୁ ଝଟକା ଦେଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପରେ ମହା ବିକାଶ ଅଘାଡ଼ି ସରକାରକୁ ପୁଣିଥରେ ଏକ ବଡ଼ ଧରଣର ଝଟକା ଲାଗିଛି । ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ବିଜେପି ଉଦ୍ଧବ ସରକାରଙ୍କୁ ଟେନସନ ଦେଇଛି। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ​​ବିଜେପିର ପାଞ୍ଚ  ଜଣ ପ୍ରାର୍ଥୀ…

ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ତିଆରି କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

ହମିରପୁର:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ସର୍ବୋତମ ଅଗ୍ନିବୀର କରିବାର କଳ୍ପନା ରହିଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।…

ମାଲେସିଆରେ ରଜ ମହୋତ୍ସବ, ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି ।  ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ । ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ…

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟୁଇଟ…

ଆସନ୍ତାକାଲି ଯୋଗ ଦିବସକୁ ସଫଳ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଆସନ୍ତାକାଲି, ୨୧  ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ ।  ‘ମାନବିକତା ପାଇଁ ଯୋଗ' ବିଷୟବସ୍ତୁ ଦ୍ୱାରା…

ରାଷ୍ଟ୍ରପତି ନିର୍ବାଚନ: ଶରଦ, ଫାରୁକ ପରେ ମନା କଲେ ଗୋପାଳକୃଷ୍ଣ

ନୂଆଦିଲ୍ଲୀ: ଜୁଲାଇରେ ଭାରତର ନୂତନ ରାଷ୍ଟ୍ରପତି ନିର୍ବାଚନ ହେବ । ତେବେ ଏ ନେଇ ସୋମବାର ବିରୋଧୀ ଦଳଗୁଡିକୁ ବଡ ଝଟକା ଲାଗିଛି । ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ମନା କରି ଦେଇଛନ୍ତି । ତାଙ୍କ ପୂର୍ବରୁ ଶରଦ ପାୱାର, ଏଚଡି ଦେବଗୌଡା ଓ ଫାରୁକ ଅବଦୁଲ୍ଲା…

ସିଦ୍ଧୁ ମୁସେୱାଲା ମର୍ଡର କେସ: ଧରା ପଡିଲେ ୨ଶାର୍ପ ଶୁଟର

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ମର୍ଡର କେସରେ ଦିଲ୍ଲୀ ପୋଲିସକୁ ବଡ ସଫଳତା ହାତ ଲାଗିଛି । ସୋମବାର ୨ ଶାର୍ପ ଶୁଟର ଏବଂ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ଶୁଟରଙ୍କ ନିକଟରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ ହୋଇଛି । ଆସନ୍ତୁ ଜାଣିବା ଗିରଫ ହୋଇଥିବା ଶୁଟରଙ୍କ ଯୋଜନା…

ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ସୋମବାର ପୋଲିସ ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଜବତ କରିଛି । ସନ୍ଦେହ କରାଯାଉଛି ପରିବାରର ସମସ୍ତ ସଦସ୍ୟ ଏକା ଥରକେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗଲି ଜିଲ୍ଲାର ମହିସାଲ୍ ସ୍ଥିତ ଘରୁ ମିଳିଛି…