Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ଅଗ୍ନିବୀର ନିଯୁକ୍ତି ନେଇ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇ ପହିଲାରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଭିତରେ ଭାରତୀୟ ସେନା ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଜୁଲାଇରେ ଆରମ୍ଭ ହେବ ପଞ୍ଜିକରଣ । ଅଷ୍ଟମ ଓ ଦଶମ ଉତ୍ତୀର୍ଣ୍ଣ ଯୁବକ ଓ ଯୁବତୀ ଏଥିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ୪ ବର୍ଷ ପାଇଁ ବୈଧ ରହିବ । ଅଗ୍ନିବୀରଙ୍କୁ କୌଣସି ପେନସନ୍…

ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାକାଣ୍ଡରେ ଦୁଃଖି ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।  ସୋମବାର ଏହି ପ୍ରସଙ୍ଗରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିବା ସହିତ ଏହି ଅଗ୍ନିବୀର ଅବସର ନେଲା ପରେ ତାଙ୍କ ଦ୍ୱାରା ପରିଚାଳିତ…

ଉପରମୁହାଁ କରୋନା: ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁୟାୟୀ, ସୋମବାର ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ କୁ ବୃଦ୍ଧି ପାଇଛି। ଏବଂ ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪…

ଚତୁର୍ଥ ଥର ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି। ସକାଳ ୧୧ଟା ୫ ମିନିଟରେ କଡା ସୁରକ୍ଷା ମଧ୍ୟରେ ଆସି ଦିଲ୍ଲୀର ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଇଡି ମୁଖ୍ୟାଳୟରେ…

ଅଗ୍ନିପଥକୁ ବିରୋଧ: ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ନେଇ କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସଂଗଠନ ଏହି ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଆଜି ସୋମବାର ଦେଖିବାକୁ ମିଳିଛି। ହିଂସା ଏବଂ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

୧୩ ବର୍ଷର ସର୍ବ କନିଷ୍ଠ ପିତାର ଦୁଃଖଭରା ସତ୍ୟ କାହାଣୀ

ଲଣ୍ଡନ: ପିତୃ ଦିବସରେ ଆମେ ଆମ ଜନ୍ମଦାତାଙ୍କୁ ମନେ ପକାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲଣ୍ଡନର ୧୩ ବର୍ଷ ବୟସ୍କ ଛୋଟ ପିଲାଟିଏ କିପରି ସର୍ବ କନିଷ୍ଠ ବାପା ହୋଇଥିଲା । ଏଲଫି ପ୍ୟାଟେନଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା, ତାଙ୍କ ଘରକୁ ଜଣେ ୧୫ ବର୍ଷର ଝିଅ(କାଳ୍ପନିକ…

ଝିଅ ନୁହେଁ ‘ବମ୍ବଲ’ରେ ଘର ଖୋଜୁଛନ୍ତି ପୁଅ

ଭୁବନେଶ୍ୱର: ଚିରାଚରିତ ପ୍ରେମରୁ ମନ ଭରିଗଲେ କିମ୍ବା ଫ୍ରେଣ୍ଡସ ୱିଥ ବେନିଫିଟ୍ସ(କେବଳ ଶାରୀରିକ ସଂପର୍କ) ନଚେତ୍ ୱାନ ନାଇଟ ଷ୍ଟାଣ୍ଡ ପାଇଁ ଲୋକେ ଅନଲାଇନ ଡେଟିଂ ଆପ୍ ବ୍ୟବହାର କରନ୍ତି । କିଛି ଥାଆନ୍ତି କେବଳ ଗପ ପାଇଁ ବ୍ୟବହାର କରନ୍ତି । ସେ ଯାହା ବି ହେଉ ପୁରୁଷ ନାରୀ ଭିତରେ ଥିବା…

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ…

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା, ଏତଲାରେ ନାଁ ଥିଲେ ହୋଇପାରିବନି ନିଯୁକ୍ତି

ନୂଆଦିଲ୍ଲୀ: ବିବାଦ, ବିରୋଧ ସତ୍ତ୍ୱେ ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ଯୋଜନା । ଏଫଆଇଆରରେ ନାଁ ଥିଲେ ଆପଣ ହୋଇ ପାରିବେନି ଅଗ୍ନିବୀର । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନ କରୁଥିବା ବେଳେ ‘ଅଗ୍ନିପଥ’ କଂଗ୍ରେସ ଆରମ୍ଭ କରିଛି ସତ୍ୟାଗ୍ରହ ।…