Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଲେ ପାକିସ୍ତାନ ଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର: ପାକିସ୍ତାନ ଅଧିକୃତ କଶ୍ମୀରର ମୁଜ୍ଜଫରାବାଦ ଦୁଷ୍କର୍ମ ପୀଡ଼ିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଛନ୍ତି । ପୀଡ଼ିତା ଜଣକ ଏକ ଭିଡିଓ ଜରିଆରେ ନିଜ ଦୁଃଖ କହି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୀବନ ରକ୍ଷା ଅନୁରୋଧ କରିଛନ୍ତି ।…

ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଫାୟାରିଂ: ୧୩ ଆହତ, ୨ ଗୁରୁତର

ବ୍ରୁକଲିନ: ଆମେରିକାର ନ୍ୟୁୟର୍କରେ ଥିବା ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଆଜି ଜଣେ ଆତତାୟୀ ମନଇଚ୍ଛା ଗୁଳି ଚାଳନା କରିଛି । ଏଥିରେ ୧୩ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯିବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ…

ଫିନଲାଣ୍ଡକୁ ଧମକ ଦେଲା ରୁଷ, ସୀମାରେ ନିୟୋଜିତ କଲା ସେନା

ମସ୍କୋ: ନିଜ ପଡୋଶୀ ଦେଶକୁ ନାଟୋରେ ସାମିଲ କରାଇ ନ ଦେବା ରୁଷ ଜିଦ ଧରିଛି । ୟୁକ୍ରେନ ପରେ ଫିନଲାଣ୍ଡ ନାଟୋ ପ୍ରତି ଆଗ୍ରହ ପ୍ରକାଶ କରିଛି । ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ ଏହା ସ୍ପଷ୍ଟ ଭାବେ ସୂଚନା ଦେଇ ସାରିଛନ୍ତି । ଏହା ପରେ ରୁଷିଆ ପକ୍ଷରୁ ଫିନଲାଣ୍ଡକୁ ଧମକ ଦିଆ ଯାଇଥିଲା ।…

ନୂଆ ବର୍ଷ ଆଗରୁ ଶ୍ରୀଲଙ୍କାକୁ ଭାରତ ଦେଲା ୧୧ ହଜାର ମେଟ୍ରିକ ଟନ୍ ଚାଉଳ

ଭୁବନେଶ୍ୱର: ଶ୍ରୀଲଙ୍କାର ଜଟିଳ ସ୍ଥିତିରେ ଦୃଢ଼ ଏବଂ ଅଟଳ ସାହାଯ୍ୟକାରୀ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ଭାରତ । ଦୁଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି ଏହି ଦ୍ୱୀପ ଦେଶ । ମଙ୍ଗଳବାର ଭାରତ ୧୧ ହଜାର ମେଟ୍ରିକ ଟନ୍ ଚାଉଳ ରପ୍ତାନୀ କରିଛି । ଦ୍ୱୀପ ଦେଶ ନୂଆ ବର୍ଷ ପାଳିବା…

ଲଟେରୀ ଟିକେଟ କିଣିବା ବେଳେ ଧକ୍କା ଯୋଗୁ ଜଣେ ମହିଳାଙ୍କ ବଦଳି ଗଲା ଭାଗ୍ୟ

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ଲାକୱାର୍ଡା ଏଡୱାଡ୍‌ର୍ସ ନାମକ ମହିଳା ଏକ ସୁପର ମାର୍କେଟରେ ଲଟେରୀ ଟିକେଟ କିଣିବାକୁ ଯାଇଥିଲେ । ସେ ତାଙ୍କ ମନପସନ୍ଦର ନମ୍ବରର ଟିକେଟ ଆଣିବାକୁ ଗଲା ବେଳେ ପଛ ପଟୁ ତାଙ୍କୁ କିଏ ଜଣେ ଧକ୍କା ଦେଇଥିଲା । ତାଙ୍କ…

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍…

୪୦ ବର୍ଷ ପରେ ୟୁପି ବିଧାନ ପରିଷଦ ନିର୍ବାଚନରେ ରେକର୍ଡ କଲା ବିଜେପି

ଲକ୍ଷ୍ନୌ: ଉତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିଜେପି ଇତିହାସ ରଚିଛି । ୪୦ ବର୍ଷ ପରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ପୂର୍ବରୁ ୧୯୮୨ରେ କଂଗ୍ରେସ ଏହି ସଫଳତା ହାସଲ କରିଥିଲା । ଏବେ ହୋଇଥିବା ୩୬ ସିଟ ପାଇଁ ନିର୍ବାଚନରେ ବିଜେପି ୩୩ରେ ବିଜୟୀ ହୋଇଛି । ଓଭରାଲ ଦଳ ୬୭ ଏମଏଲସି…

କରୋନାର ନୂଆ ଭାରିଆଣ୍ଟ XE କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ

ଦିଲ୍ଲୀ : କୋଭିଡର ନୂତନ ପ୍ରଜାତି ଏକ୍ସ ଇ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର…

ନୀତିଶଙ୍କ ସଭାସ୍ଥଳୀରୁ ୧୫ ଫୁଟ ଦୂରରେ ବଡ ଧରଣର ବିସ୍ଫୋରଣ

ନାଳନ୍ଦା:ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଅଳ୍ପକେ ଏକ ବଡ ବିସ୍ଫୋଣରରୁ ବର୍ତି ଯାଇଛନ୍ତି । ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ । ସେଠାରେ ସେ ସଭାସ୍ଥଳୀରେ ବସିଥିବା ବେଳେ ଏହାଠାରୁ ୧୫ ଫୁଟ ଦୂରତାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା ।…

କର୍ମଚାରୀଙ୍କୁ ୧୦୦ଟି କାର୍ ଉପହାର ଦେଲା ଚେନ୍ନାଇର ଆଇଟି କମ୍ପାନୀ

ଚେନ୍ନାଇ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବାସ୍ଥାକୁ ଆସିଗଲା । ପ୍ରଭାବିତଙ୍କ ସଂଖ୍ୟା ମାତ୍ରାଧିକ । ହେଲେ କିଛି ଅଣପ୍ରଭାବିତ ସଂସ୍ଥା ଏହି ଆଳରେ ଦରମା କାଟ୍ ସୁଯୋଗ ପାଇଗଲେ । କିନ୍ତୁ ଏମିତି କିଛି ସଂସ୍ଥା ଅଛନ୍ତି, ଏଭଳି ଦୁର୍ଦ୍ଦିନ ଭିତରେ ବି କର୍ମଚାରୀଙ୍କ…