Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଲମ କ୍ୟାପ୍‌ରେ କାହିଁକି ଥାଏ କଣା ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର: ବଲ୍ ପେନ୍ କିମ୍ବା ଇଙ୍କ୍ ପେନ୍‌ରେ ଲେଖିବା ସମୟରେ ଆମେ ଅଳ୍ପ ବହୁତ କେହିନା କେହି କ୍ୟାପ ଚୋବାଇଥାଉ । ଏ କଥା ସତ ଯେ, ଏହି ଅଭ୍ୟାସ ସମସ୍ତଙ୍କର ନଥାଏ । ତେବେ ଅନେକ ଲୋକ ହୁଏ ତ ପିଲାଦିନେ କିମ୍ବା ଯୁବାବସ୍ଥାରେ ଏପରି କରିଥାଇପାରନ୍ତି । ଏମିତି ଅନେକ କମ୍ପାନୀର କଲମ ରହିଛି,…

କରୌଲି ଦଙ୍ଗା ସ୍ଥଳ ଯିବା ଆଗରୁ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଉଠାଇ ନେଲା ପୋଲିିସ

ଭୁବନେଶ୍ୱର: ରାଜସ୍ଥାନର ଦଙ୍ଗା ପ୍ରପୀଡ଼ିତ କରୌଲିକୁ ଯିବା ସମୟରେ ବିଜେପି ଜାତୀୟ ଯୁବ ମୋର୍ଚ୍ଚା ସଭାପତି ତଥା ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପୋଲିସ ଉଠାଇ ନେଇଛି । ତେଜସ୍ୱୀ ବିଜେପି କର୍ମକର୍ତ୍ତାଙ୍କ ସହ କରୌଲି ଅଭିମୁଖେ ଯିବା ବେଳେ ରାସ୍ତାରେ ଦୁସୁଆ ସୀମାରେ ତାଙ୍କୁ ରାଜସ୍ଥାନ ପୋଲିସ…

ଜୋମାଟୋ ବୟ ପାଇଁ ଫଣ୍ଡ ଯୋଗାଡ କରି ବାଇକ କିଣାଇଲେ ରାଜସ୍ଥାନର ଆଦିତ୍ୟ

ଭିଲାୱାଡା: ରାଜସ୍ଥାନର ଭିଲାୱାଡାର ୧୮ ବର୍ଷୀୟ ଆଦିତ୍ୟ ଶର୍ମା ଜୋମାଟୋରେ କୋଲ୍ଡ ଡ୍ରିଙ୍କସ ଅର୍ଡର ଦେଇଥିଲେ । ଏହାର ଡେଲିଭର ବୟ ପ୍ରଚଣ୍ଡ ଖରା (୪୨ ଡିଗୀ)ରେ ସାଇକେଲ ଚଲାଇ ଏହାକୁ ଆଣି ଦେଇଥିଲା । ଏହା ଦେଖି ଆଦିତ୍ୟଙ୍କ ମନ ତରଳିଗଲା । ସେ ଡେଲିଭର ବୟ ସହ କଥା ହେବାକୁ ଜାଣିପାରିଲା ଯେ, ସେ…

ଜହ୍ନରୁ ଚୋରୀ କରିବା ଲକ୍ଷ୍ୟରେ ଚୀନ, ରୁଷ

ମସ୍କୋ: ପୃଥିବୀ ପରେ ମଙ୍ଗଳ ଏବଂ ଚନ୍ଦ୍ରର ପ୍ରାକୃତିକ ସମ୍ପଦ ଉପରେ ରୁଷ ଓ ଚୀନର ଲୋଲୁପ ଆଖି ପଡିଛି । ଆମେରିକା ଗୋଇନ୍ଦା ବିଭାଗ ଏବଂ ସ୍ପେଶ ଆଣ୍ଡ କାଉଂଟର ସ୍ପେଶର ବରିଷ୍ଠ ରକ୍ଷା ବିଶ୍ଲେଷକ କୀଥ ରାଇଡର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ଚୀନ ଓ ରୁଷ ମିଳିତ ଭାବେ ମହାକାଶରେ…

ମୋବାଇଲ ଫ୍ଲାସ ଲାଇଟ୍ ଜଳାଇ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ଛାତ୍ରଛାତ୍ରୀ

ଥିରୁଅନନ୍ତପୁରମ: ପରୀକ୍ଷାରେ ବଡ ବିଭ୍ରାଟ । ପରୀକ୍ଷା ହଲ ଭିତରେ ମୋବାଇଲ ଧରି ବିଦ୍ୟାର୍ଥୀ ପ୍ରଶ୍ନ ପତ୍ରରର ଉତ୍ତର ଲେଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ । ଏର୍ଣ୍ଣାକୁଲମର ମହାରାଜା କଲେଜରେ ବିଜୁଳି ବିଭ୍ରାଟ ପରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫୋନ୍…

ନ୍ୟୁୟର୍କରେ ଫୁଟିଲା ଗୁଳି, ୧୬ ଆହତ

ନ୍ୟୁୟର୍କ: ମଙ୍ଗଳବାର ଆମେରିକାର ନ୍ୟୁୟର୍କର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରୁକଲିନ୍ ଷ୍ଟେସନରେ ଏହି ଘଟଣା ଘଟିଛି । ଘଟଣା ପରେ ଯେତେବେଳେ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ସେତେବେଳେ କିଛି…

ଉଦ୍ଦେଶ୍ୟ ପୂରଣ ନହେବା ଯାଏ ରୁଷ ସାମରିକ ଆକ୍ରମଣ ଜାରି ରଖିବ: ପୁଟିନ

ମସ୍କୋ: ଗୋଟିଏ ପଟେ ରୁଷ ବିରୋଧରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦୁର୍ବଳ କରିବାରୁ ଆମେରିକା ସମେତ ଅନେକ ଦେଶ ପ୍ରୟାସ କରୁଛନ୍ତି । ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା ଯେମିତି କୌଣସି ପ୍ରଭାବ ପକାଉନି । ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ,…

ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତା ପଶିଲା, ଏସଓପି ପାଇଁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ୱର: ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତି ଗଲେ କେନ୍ଦ୍ର ସରକାର । ଗୃହ ସଚିବ ଏନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଚିଠି ଲେଖି ଚିନ୍ତା ଜତାଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ରୋପୱେ ଗୁଡ଼ିକର ତୁରନ୍ତ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…

ପରିସ୍ରା କରି ବୋତଲରେ ରଖିଥିଲେ ପିଇବା ପାଇଁ ଦେଓଘର ରୋପୱେରେ ଫସିଥିବା ଯାତ୍ରୀ

ଦେଓଘର: ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ ପରେ କିଛି ଅସହଜ କଥା ପଦାକୁ ଆସିଛି । ରୋପୱେ ମଝି ରାସ୍ତାରେ ଫସିଥିବା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜୀବନ୍ତ ଉଦ୍ଧାର ହୋଇଥିବା ଲୋକେ ପ୍ରକୃତିସ୍ଥ ହେବା ପରେ ବଖାଣିଛନ୍ତି ତାଙ୍କ ଅନୁଭୂତି । ମଝି ଆକାଶରେ ଫସିଥିବା…

ଖରଗୋନ ହିଂସା: ଭୁଲ ଫଟୋ ଶେୟାର କରି ଫସିଲେ ଦିଗବିଜୟ

ଭୋପାଳ: ଖରଗୋନ ହିଂସା ମାମଲାରେ ଭୁଲ ଫଟୋ ଶେୟାର କରି ଫସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଦିଗବିଜୟ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଯୁବକ ଏକ ମସଜିଦ ଉପରେ ହାତରେ ପତାକା ଧରି ଚଢ଼ୁଛି । ଖଣ୍ଡା, ଲାଠି ନେଇ…