Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ, ୩୩ ଜଣଙ୍କର ମୃତ୍ୟୁ

ପାଟଣା: ବିହାରର ୧୬ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟରେ…

ବିିରଳ କିଡ଼ନୀ ଅସ୍ତ୍ରୋପଚାର; ବାହାରିଲା ୨୦୬ ଖଣ୍ଡ ଷ୍ଟୋନ୍

ଭୁବନେଶ୍ୱର: କିଡ଼ନୀରୁ ବାହାରିଲା ୨୦୬ ଖଣ୍ଡ ଷ୍ଟୋନ । ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ କି ହୋଲ୍ ଅସ୍ତ୍ରୋପଚାରରୁ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୫୬ ବର୍ଷୀୟ ବୀରାମଲ୍ଲା ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ସିଟି କେୟୁବି ସ୍କାନ କରିବା ପରେ ବାଁ ପଟ କିଡନୀରେ କିଛି…

ଜେଲରୁ ବାହାରକୁ ଆସିଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଦୀର୍ଘ ଦିନ ପରେ ଜେଲ ବାହାରକୁ ଆସିଛନ୍ତି । ସିବିଆଇ ଅଦାଲତ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେଇଥିଲା । ଏହି ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତାଙ୍କ ଝିଅ ଶିନା ବୋରାଙ୍କୁ ୨୦୧୨ରେ…

ଆସନ୍ତୁ ଜାଣିବା କେଉଁ ଗ୍ରାମର ସମସ୍ତ ଲୋକଙ୍କ ସାଜ୍ଞା ସମାନ

ଯୋଧପୁର: ରାଜସ୍ଥାନର କରୌଲୀ, ଯୋଧପୁର ଓ ଭୀଲୱାଡା ଗ୍ରାମରେ ସାମ୍ପ୍ରଦାୟିକ ହିଂସା ବେଳେ ଏଠାରେ ଏପରି ଏକ ଗ୍ରାମ ଅଛି ଯାହାକି ସମସ୍ତ ଜାତିର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଛି । ଏହି ଗ୍ରାମର ଲୋକମାନେ ନିଜ ନାମ ଆଗରେ କୌଣସି ଜାତିର ସାଜ୍ଞା ଲଗାନ୍ତି ନାହିଁ । ସମସ୍ତଙ୍କ ନାମ ଶେଷରେ…

ବଢ଼ିଲା ଲାଲୁଙ୍କ ଅଡୁଆ: ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହେଲେ, ୧୫ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଲ୍ ମିଳିବାର ସପ୍ତାହେ ପରେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ । ବିହାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ…

ୱାର୍ଲଡ ବକ୍ସିଂ ଚାମ୍ପିଅନସିପ: ସ୍ୱର୍ଣ୍ଣ ଜିତିଲେ ଭାରତର ନିକହତ ଜରିନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଓ୍ୱାର୍ଲଡ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରିନ୍ ଇତିହାସ ରଚିଛନ୍ତି । ଫାଇନାଲ୍ ମୁକାବିଲାରେ ବିଜୟୀ ହେବା ସହ ନିଜ ନାଁରେ ସ୍ୱର୍ଣ୍ଣ ପଦକ କରିଛନ୍ତି । ୫୨ କିଲୋ ବର୍ଗରେ ନିକହତ ଥାଇଲାଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ୫-୦ରେ ହରାଇଥିଲେ । ପୁରା…

ଆଇଆଇଟି ମାଡ୍ରାସରେ 5ଜି ଟେଷ୍ଟର ସଫଳ ପରୀକ୍ଷଣ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ 5G କଲର ପ୍ରଥମ ସଫଳ ପରୀକ୍ଷା ଗୁରୁବାର ଶେଷ ହୋଇଛି । ଆଇଟି ଏବଂ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ଏହି 5G କଲ କରିଛନ୍ତି। ସମଗ୍ର ନେଟୱର୍କକୁ ଭାରତରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ବୋଲି ଟୁଇଟ୍ କରି ସେ କହିଛନ୍ତି । ଟେଲିକମ୍…

ବନ୍ୟା ପାଣିରେ ଓଦା ହୋଇଯିବେ ବୋଲି କର୍ମଚାରୀଙ୍କ ପିଠିରେ ପାରି ହେଲେ ବିଜେପି ବିଧାୟକ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁଦ୍ଦର୍ଶା ଦେଖିବାକୁ ଜମୁଛି ନେତାଙ୍କ ଭିଡ଼ । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ପାଣି ଜୋତାରେ ଲାଗିଲେ ଖରାପ ହୋଇଯିବ ଚିନ୍ତା କରି ଜଣେ ବିଜେପି ବିଧାୟକ…

ମହିଳା ନ୍ୟୁଜ ଆଙ୍କରଙ୍କୁ ମୁହଁ ଘୋଡ଼ାଇ ଖବର ପରିବେଶଣ ପାଇଁ ନିର୍ଦ୍ଦେଶ ଦେଲା ତାଲିବାନ

କାବୁଲ: ଇଲେକ୍ଟ୍ରୋନିକ୍ସ ମିଡିଆରେ ମୁହଁ ଘୋଡ଼ାଇ ନ୍ୟୁଜ ପଢ଼ିବାକୁ ନିର୍ଦ୍ଦେଶ। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର ଦିନ ଏପରି ଏକ ନିର୍ଦ୍ଦେଶ ଦେଇଛି ଟିଭି ଚ୍ୟାନେଲ ମାନଙ୍କୁ । ତାଲିବାନ ନ୍ୟୁଜ୍ ଚ୍ୟାନେଲ ଏପରି ଏକ ନିର୍ଦ୍ଦେଶ ଆସିଛି ବୋଲି ଟୁଇଟ୍ କରି ଜଣାଇଛନ୍ତି । ତେଣୁ…

ପେଗାସସ ମାମଲାରେ ଆଜି ତଦନ୍ତକାରୀ ଟିମର ରିପୋର୍ଟ ଉପରେ ଆସିପାରେ ରାୟ

ନୂଆଦିଲ୍ଲୀ: ପେଗାସସ ସ୍ପାଏଓ୍ୱୟାର ମାମଲାରେ ତିନି ଜଣିଆ କମିଟି ଦେଇଥିବା ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି। ଏହି କମିଟି ଚଳିତ ବର୍ଷ ଜାନୁଆରି ମାସରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟର ପୂର୍ବତନ…