Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିମାଳୟର ଆଉ ଏକ ରହସ୍ୟମୟ ସ୍ଥାନ ଜ୍ଞାନଗଂଜ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ଆସେ ନାହିଁ । ହିମାଳୟ ପାଦ ଦେଶରେ ଥିବା ଏହି ରହସ୍ୟମୟ ସ୍ଥାନର ନାମ ହେଲା ଜ୍ଞାନଗଂଜ ମଠ । ଏହା ଅଂଚଳର ଅନ୍ୟ ନାମ ହେଲା ଶାଂଗ୍ରୀଲା ଓ ଶମ୍ଭାଲା । ସାଧାରଣ…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

କାଳି ଫିଲ୍ମ ବିବାଦ: ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀ: ଥମୁନି ‘କାଳି’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ…

ଦେଶର ବୟୋଜ୍ୟେଷ୍ଠ ବାଘ ରାଜାର ମୃତ୍ୟୁ

କୋଲକାତା: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ ବାଘ ରାଜାର ପଶ୍ଚିମବଙ୍ଗରେ ମୃତ୍ୟୁ ଘଟିଛି । ୨୩ ଅଗଷ୍ଟରେ ରାଜାର ଜନ୍ମ ଦିନ ଥିଲା । ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ମୃତ୍ୟୁ ବେଳକୁ ରାଜାର ବୟସ ୨୬ ବର୍ଷ ୧୦ ମାସ ୧୮ ଦିନ ଥିଲା…

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯…

ଜାପାନରେ ଶିଂଜୋ ଆବେଙ୍କ ପାର୍ଟି ଜିତିଲା ନିର୍ବାଚନ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ଲିବରେଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଆଜି ନିର୍ବାଚନରେ ବିଜୟ ହାସଲ କରିଛି । ୨ ଦିନ ତଳେ ଶିଂଜୋଙ୍କୁ ହତ୍ୟା କରାଯାଇଥିଲା । ଏହି ବିଜୟ ଏଲଡିପି କର୍ମୀଙ୍କୁ ଉତ୍ସାହିତ କରିଛି । ସେମାନେ ଏହାର ସମସ୍ତ ଶ୍ରେୟ ଜାପାନବାଦୀ ଓ ଶିଂଜୋ…

[ଦେଖନ୍ତୁ ଭିଡିଓ] ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ ଦଖଲ । ପ୍ରତିବାଦକାରୀମାନେ…

ଶ୍ରୀଲଙ୍କା  : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ  ଦଖଲ ।  ପ୍ରତିବାଦକାରୀମାନେ ସେଠାରେ ଡେରା ପକାଇ ରୋଷେଇବାସ ଆରମ୍ଭ କରି ରନ୍ଧାବଢ଼ା କରିଛନ୍ତି ।  ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଏବଂ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ପାଇଁ ଆମେ…

ନ୍ୟାୟାଳୟଙ୍କୁ ଅବମାନନା ମାମଲା । ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

ଦିଲ୍ଲୀ : ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ…

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ ‘ସୁପ୍ରିମ୍’ ବ୍ରେକ୍

ନୂଆଦିଲ୍ଲୀ: ଶିବସେନାର ଉଭୟ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଯାହା ସମସ୍ତ ବିଧାୟକ ବିଶେଷକରି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବାଚସ୍ପତି ବର୍ତ୍ତମାନ ବିଧାୟକଙ୍କ…

ଆସାମରେ ଶିବ-ପାର୍ବତୀଙ୍କ ବେଶରେ ବାଇକ ଚଳାଇବା ନେଇ ବିବାଦ, ୨ ଗିରଫ

ଗୌହାଟୀ: ଆସାମରେ ରବିବାର ଶିବ-ପାର୍ବତୀଙ୍କ ରୂପରେ ବାଇକ ଚଳାଇବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନଙ୍କ ବିରୋଧ ପରେ ୨କଳାକାରଙ୍କୁ ଗିରଫ କରାଯାଇଛି । ଦରବୃଦ୍ଧି ବିରୋଧରେ ଏହି କଳାକାରମାନେ ପଥପ୍ରାନ୍ତ ନାଟକ…