Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ୱିଟର ସିଇଓ ୱେଟର: କର୍ମଚାରୀଙ୍କ କଫି ଅର୍ଡର ନେଲେ ପରାଗ ଅଗ୍ରୱାଲ

ଭୁବନେଶ୍ୱର: ଟ୍ୱିଟର ସିଇଓ ବନିଛନ୍ତି ୱେଟର । ଟ୍ୱିଟର ଲଣ୍ଡନ ଅଫିସରେ ପରାଗ ଅଗ୍ରୱାଲ କର୍ମଚାରୀଙ୍କ ଠାରୁ କଫି ଅର୍ଡର ନେଉଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଦୁନିଆର ସବୁ ଠାରୁ କୁଲ୍ ସିଇଓ ବୋଲି ନେଟିଜେନ୍ ତାଙ୍କୁ କହିଛନ୍ତି । ପରାଗ କିଛି ଦିନ ଆଗରୁ କିଛି ବିଜେନସ୍…

ପିଓକେ ସୀମାରେ ୨୦୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ପିଓକେରେ ସୀମାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ସୀମାରେ ବିଏସଏଫ ଓ ସେନାର ଏଲଓସିରେ ପେଟ୍ରୋଲିଙ୍ଗ ବଢ଼ାଇ ଦିଆଯାଇଛି । ଆତଙ୍କବାଦୀମାନେ ନଦୀ ଏବଂ ସୁଡଙ୍ଗ…

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି…

ୟୁକ୍ରେନର ୟାସିନୋଭାତାୟାରେ ଋଷର ଏୟାର ଷ୍ଟ୍ରାଇକ୍‌

କିଭ୍: ଥମିବାରେ ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରରେ ଲଗାତର ଭାବରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ୟାସିନୋଭାତାୟାରେ ପୁଣି ଋଷ ଏୟାର ଷ୍ଟ୍ରାଇକ କରିଛି । ଋଷର ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ କୋଠା । ଆକ୍ରମଣ ଯୋଗୁ ସହରରେ ପ୍ରକାଶ ପାଇଛି ଆତଙ୍କ । ଗତ…

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି ।…

ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ

ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ  । ଉମେଶ…

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି…

ସିନ୍ଦେ ସମର୍ଥକ ସିଲ କଲେ ମହାରାଷ୍ଟ୍ର ଶିବସେନା ଅଫିସ

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଏକନାଥ ସିନ୍ଦେଙ୍କ ଗ୍ରୁପ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଇତି ମଧ୍ୟରେ ଖବର ଅନୁସାରେ ମହାରାଷ୍ଟ୍ର ଶିବସେନା ଅଫିସ ହାତେଇବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । ତେବେ ସିନ୍ଦେ ଗୋଷ୍ଠୀ ଅଫିସକୁ ସିଲ କରିଛି । ମରାଠୀରେ…

ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ:ରାହୁଲ ନାର୍ବେକର ହେଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାହୁଲଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଛି ।  ତାଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଛି । https://twitter.com/ANI/status/1543482395243847680…

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ଏଥିସହ…