Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ୫ଟି ରାଜ୍ୟରେ ଭୋଟ୍‌ ଗଣନା : ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି

ଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ଜଣାପଡ଼ିଛି । ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି ।…

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ…

[ଭିଡିଓ] ବିଜେପିର ବିଜୟ ନେଇ ଚାଲିଛି ”ମିର୍ଚି ଯଜ୍ଞ”

ଅମୃତସର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରୁଛି ଭାରତୀୟ ଜନତା ପାର୍ଟି । ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ମଧ୍ୟ ରହିଛି ।ଏନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହ ''ମିର୍ଚି ଯଜ୍ଞ'' ଆୟୋଜନ କରିଛନ୍ତି । ୧୧ ଜଣ ପୁରୋହିତ ବସି ଏହି ଯଜ୍ଞ କରଛନ୍ତି ।…

ରୁଷର ରକେଟ୍ ମାଡ଼ରେ ୟୁକ୍ରେନର ଶିଶୁ ହସ୍ପିଟାଲ ଛାରଖାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେଉଛି । ଗୋଟିଏ ପରେ ଗୋଟିଏ ସହରରେ ରୁଷ୍ ସେନା ଚଳାଇଛି ଆତଙ୍କରାଜ । ମାରିୟୁପୁଲର ଗୋଟିଏ ଶିଶୁ ହସ୍ପିଟାଲରେ ରକେଟ୍ ମାଡ଼ କରୁଛି ରୁଷ୍ ସେନା । ଏଥିରେ ହସ୍ପିଟାଲ ଛାରଖାର ହୋଇଛି । ପିଲାଙ୍କ ହସ୍ପିଟାଲ ଓ ପ୍ରସୂତୀ କେନ୍ଦ୍ରକୁ ଉଡ଼ାଇ…

ଉତ୍ତରାଖଣ୍ଡରେ ଏପରି ରେକର୍ଡ ପୂର୍ବରୁ ହୋଇନଥିଲା !

ଡେରାଡୁନ: ଯଦି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ସତ ହୁଏ ତାହେଲେ ଯାହା ଉତ୍ତରାଖଣ୍ଡରେ ଘଟିନାହିଁ, ତାହା ଏଥର ଘଟିବ ବୋଲି ଜଣାପଡିଛି। ଇତିହାସରେ ପ୍ରଥମ ଥର ପାଇଁ କୌଣସି ଶାସକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଯାଉଛି । ଉତ୍ତର ପ୍ରଦେଶରୁ ଅଲଗା…

ପଞ୍ଜାବ ପଲିଟିକ୍ସ: କ୍ୟାପଟେନ ଅମରିନ୍ଦରଙ୍କୁ ପଛରେ ପକାଇ ଆଗେଇ ଚାଲିଛି ‘ଆପ୍’

ପଞ୍ଜାବ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବ ପଲିଟିକ୍ସ ପଡ଼ିଆରେ ଭାବେ ବେଶ୍ ଦବଦବା ରହିଛି । କିନ୍ତୁ କଂଗ୍ରେସ ହାତ ଛାଡ଼ିବା ପରେ ଏବେ ଅମରିନ୍ଦରଙ୍କ ଉପରୁ ଭୋଟରଙ୍କ ଭରସା ମଧ୍ୟ ଭାଙ୍ଗିଯାଉଥିବା ସଙ୍କେତ ମିଳୁଛି । କାରଣ ନିଜ ପାରମ୍ପରିକ ଆସନରେ ପଞ୍ଚମ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ବଦଳିବ କ୍ଷମତା । କଂଗ୍ରେସ ହାତରୁ ଖସିବ ଶାସନ ଡୋରି । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଏଥର ଆପ୍ ସରକାର । ବର୍ତ୍ତମାନ ସୁଦ୍ଧା ଗଣତିରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ପ୍ରାର୍ଥୀ ୮୯…

ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ, ବିଜେପି ୨୦ ଆସନରେ ଆଗୁଆ

ଭୁବନେଶ୍ବର : ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ୨୦୧୭ରେ ଏକକ ସଂଖ୍ୟା…

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି…

‘ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଗଣତି ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଏପରି କରିବାକୁ ହେଲେ ପ୍ରଥମେ ଆମ ସମ୍ବିଧାନରେ ନିୟମ…