Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚେସ୍‌ ଅଲମ୍ପିଆଡର ମଶାଲ ରିଲେରେ ଭାଗ ନେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଧର୍ମଶାଳା: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ସିଂ ଠାକୁର ବୁଧବାର ଦିନ ଧର୍ମଶାଳା ଠାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଧର୍ମଶାଳାରେ ମଶାଲ ରିଲେକୁ ସ୍ବାଗତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି…

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - "ବାଣିଜ୍ୟ ଭବନ" କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ - ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍…

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର 

ଦିଲ୍ଲୀ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର  ।  ଓଡିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଦେଲେ ଉପହାର  ।    ପଟ୍ଟଚିତ୍ରର ବାର୍ତ୍ତା ରହିଛି- ଏକା ନୁହେଁ ଆମେ ଏକାଠି। ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ…

ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସବୁ ବିଧାୟକଙ୍କୁ ଆହ୍ୱାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ନବୀନ ଏନେଇ ବୁଧବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନବୀନ ତାଙ୍କ ଟ୍ୱିଟରେ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦ୍ରୌପଦିଙ୍କୁ ସମର୍ଥନ…

ନେଶନାଲ ହେରାଲ୍ଡ ମାମଲା: ଇଡିକୁ ପୁଣି ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । कांग्रेस अध्यक्ष श्रीमती सोनिया…

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ବିଧାୟକ ଏମ. ଶ୍ରୀନିବାସ କଲେଜ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହୋଇଯାଇଛି । ଭିଡିଓରେ ଦେଖାଯାଉଛି ଯେ, ବିତ୍ତ୍ୱଧାୟକ ଜଣକ ଆଇଟିଆଇ କଲେଜ ବୁଲିବାକୁ ଯାଇଥିଲେ । ସେଠାରେ କମ୍ପ୍ୟୁଟର ଲ୍ୟାବ୍ ବିଷୟରେ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ…

ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ଭେଟିଲେ ନବୀନ

ରୋମ: ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଭେଟିଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।  ରୋମ୍ ସହିତ…

ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା: ଜନଜୀବନ ପ୍ରଭାବିତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ବଡ଼ ପଥର ଖଣ୍ଡ ଖସିବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଫସି ରହିଥିଲେ। ରିଆସୀ ଜିଲ୍ଲାରେ ବନ୍ୟାଜଳରେ ଭାସି…