Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇଆଇଏମସିରେ ନାମ ଲେଖା ଆବେଦନ; ସିୟୁଇଟି ଢ଼ାଞ୍ଚାରେ ଏନଟିଏ କରିବ ପରୀକ୍ଷା

ଭୁବନେଶ୍ୱର: ଭାରତରେ ସାମ୍ବାଦିକତା ପଢ଼ିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ବୋଲି ବିବେଚିତ ହୋଇ ଆସିଛି । ସେଠାରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥୀଏ । ତେବେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖେଇବା ପାଇଁ…

ତୁର୍କୀ ନାଁ ବଦଳି ହେଲା ତୁର୍କିୟେ

ଅଙ୍କରା: ଦୀର୍ଘ ଦିନର ଉଦ୍ୟମ ଫଳରେ ତୁର୍କୀ ନାମ ବଦଳିବା ସମ୍ଭବପର ହୋଇଛି । ଗୁରୁବାର ୟୁନାଇଟେଡ ନେଶନରେ ତୁର୍କୀର ନୂତନ ନାମ ତୁର୍କିୟେକୁ ମଂଜୁରୀ ପ୍ରଦାନ କରିଛି । ୟୁଏନ ସକ୍ରେଟାରୀ ଆଟୋଂନିୟୋ ଗଚଟରେସ ତୁର୍କୀର ବୈଦେଶିକ ବ୍ୟାପାର ମନ୍ତ୍ରୀ ମେବଲୁତ କାବସୋଲଗୁଙ୍କୁ ପତ୍ର ଲେଖି ଜଣାଇଥିଲେ…

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା; କ୍ୟାବିନେଟରେ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ବିହାରରେ ଜାତି ଭିତ୍ତିକ ଜନଗଣନା ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତି ଭିତ୍ତିକ ଜନଗଣନା ବିଷୟରେ ଘୋଷଣା କରିଥିଲେ । ଗୁରୁବାର ଏହି ସ୍ୱତନ୍ତ୍ର ଜନଗଣନା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଐତିହାସିକ…

ନିଜକୁ ବିବାହ କରିବେ ଶମା ବିନ୍ଦୁ

ଭୁବନେଶ୍ୱର: ଗୁଜୁରାଟର ଜଣେ ୨୪ ବର୍ଷୀୟା ଯୁବତୀ ନିଜକୁ ବାହା ହେବା କଥା ଘୋଷଣା କରିଛନ୍ତି । ଏଥିପାଇଁ ପରିବାର ଲୋକେ ରାଜି ହେବା ସହ ମଣ୍ଡପ, ତାରିଖ ଓ ନିମନ୍ତ୍ରଣ ସବୁ ପ୍ରସ୍ତୁତ ହୋଇସାରିଛି । କେବଳ ମନ୍ତ୍ର ପଢ଼ା ହେବ ଆଉ ହାତ ଗଣ୍ଠି ପଡ଼ିବ । ସେ ବି ନିଜକୁ ନିଜେ ହେବ । ଶମା ବିନ୍ଦୁ…

ବ୍ୟାକଫୁଟରେ ମାନ ସରକାର: ସମସ୍ତଙ୍କୁ ମିଳିବ ପୂର୍ବ ଭଳି ସୁରକ୍ଷା

ଚଣ୍ଡୀଗଡ: ଶସ୍ତା ଲୋକପ୍ରିୟତା ହାସଲ କରିବା ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତରବରିଆ ଭାବେ ୪୨୪ ବିଶିଷ୍ଟ ବ୍ୟକ୍ତିଙ୍କ ଉପରୁ ସୁରକ୍ଷା ବ୍ୟବସ୍ଥା ହଟାଯିବାର ଦିନକ ପରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା । ଏହା ପରେ ରାଜ୍ୟରେ…

ସିଦ୍ଧୁ ମୁସେୱାଲା ହତ୍ୟା: ପଞ୍ଜାପରେ ପୁଣି ଭିଭିଆଇପିଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଣି ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ସରକାର ହାଇକୋର୍ଟରେ ଏହି ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଓପି ସୋନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ପଞ୍ଜାବର…

କରୋନା କବଳରେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୮ରେ ଜେରା କରିବା ପାଇଁ ଡକାଇଛି । ସୋନିଆ ଏବେ କିଛି ଦିନ ହେବ କେତେକ ଦଳୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । କୋଭିଡ…

କଶ୍ମୀରରେ ନିଆଁ ସହିତ ଖେଳୁଛନ୍ତି ଆତଙ୍କବାଦୀ: ରାଜସ୍ଥାନର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା

ଶ୍ରୀନଗର : ହିଂସା ଓ ରକ୍ତର ହୋରି ଖେଳୁଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ ନାମରେ ଆଜି ଆଉ ଜଣେ ନିରୀହ ବ୍ୟାଙ୍କ ମ୍ୟାନେଜରଙ୍କୁ ସେମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଏହି ନିଆଁ ସହିତ ଖେଳିବା କେତେ ଭୟଙ୍କର ତାହା ସେମାନେ ହୃଦୟଙ୍ଗମ କରି ପାରୁ ନାହାନ୍ତି । କୁଲଗାମର ଆରେହ ଗ୍ରାମରେ…

ଅଲବିଦା ନେବେ କେକେ: ମୁମ୍ବାଇରେ ଆଜି ଶେଷକୃତ୍ୟ

ମୁମ୍ବାଇ: ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଭର୍ସାଟାଇଲ୍ ସିଙ୍ଗର କେକେ । ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମୁମ୍ବାଇର ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାପୂର୍ବରୁ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଭର୍ସୋଭାର ପାର୍କ ପ୍ଲାଜା…

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା…