Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇମ୍ରାନଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଖାରଜ

ଇସଲାମବାଦ: ନାଟକୀୟ ଢ଼ଙ୍ଗରେ ଆଜି ପାକିସ୍ତାନ ବିଧାନସଭାରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥ ପ୍ରସ୍ତାବ ଖାରଜ ହୋଇଯାଇଛି । ବୈଦେଶିକ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସିମ ଖାଁ ଏହାକୁ ଖାରଜ କରିଥିଲେ । ଗୃହରେ ବିରୋଧୀମାନେ ଏ ନେଇ ପ୍ରତିବାଦ କରିଥିଲେ । ଏହା ପରେ…

ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ :୧୦ ଗୁଣ ଅଧିକ ସଂକ୍ରାମକ

କରୋନାକୁ ନେଇ ଏବେ ଚିନ୍ତା । ମାର୍ଚ୍ଚ ଶେଷ ସପ୍ତାହରେ ସାରାବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ରୁ ୨୭ରେ ଶେଷ ହୋଇଥିବା ସପ୍ତାହରେ…

ଶ୍ରୀଲଙ୍କା ସ୍ଥିତି ସାଂଘାତିକ: ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ

କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ…

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ…

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…

[ଦେଖନ୍ତୁ ଭିଡିଓ] ଶୋଷରେ ଛଟପଟ ହେଉଥିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସମଗ୍ର ଦେଶବାସୀଙ୍କୁ ଛଟପଟ କଲାଣି । ମଣିଷଙ୍କ କଥା ଛାଡନ୍ତୁ ପଶୁପକ୍ଷୀ ବି ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି ସ୍ଥିତିରେ କିଛି ଲୋକେ ଘର ବାହାରେ ପାଣି କୁଣ୍ଡ ରଖି ଜୀବଜନ୍ତୁଙ୍କୁ ଉତ୍ତପ୍ତ ପରିବେଶରୁ ରକ୍ଷା କରିବାକୁ ଚେଷ୍ଟା…

ମୋବାଇଲ ଫୋନର ଅଶ୍ଳୀଳ କ୍ଲିପ ଦୁଷ୍କର୍ମର କାରଣ ସାଜୁଛି: ହର୍ଷ ସଙ୍ଘଭୀ

ଅହମ୍ମଦାବାଦ: ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦେଶରେ ଦୁଷ୍କର୍ମ ମାମଲା ବଢ଼ିବା ନେଇ ସେ କହିଥିଲେ ମୋବାଇଲ ଏବଂ ପୀଡିତାଙ୍କ ଜଣାଶୁଣା ଲୋକଙ୍କୁ ଯୋଗୁ ଦୁଷ୍କର୍ମ ମାମଲା ବଢ଼ୁଛି । ଏବେ ମୋବାଇଲରେ ଅତି ସହଜରେ ଅଶ୍ଲୀଳ କ୍ଲିପ ମିଳୁଛି, ଏହା…

ଗୁଜୁରାଟରେ ଗୋଟିଏ ସୁଯୋଗ ମାଗିଲେ କେଜ୍ରିୱାଲ

ଅହମଦାବାଦ: ଆମ ଆଦମୀ ପାର୍ଟି ପଞ୍ଚାବରେ ମେଜିକ୍ କରିବା ପରେ ଏବେ ନଜର ପକେଇଛି ଗୁଜୁରାଟ ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗଡ଼କୁ ଯାଇ କେଜ୍ରିୱାଲ ଜନତାଙ୍କୁ ସୁଯୋଗ ମାଗିଛନ୍ତି । ଅହମଦାବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଏକ ରୋଡ-ଶୋ…

[ଦେଖନ୍ତୁ ଭିଡିଓ] ୧୨ ବର୍ଷରେ ଥରେ ପ୍ରସ୍ଫୁଟିତ ରହସ୍ୟମୟୀ ଦୁର୍ଲ୍ଲଭ ନୀଲକୁରିଞ୍ଜି ଫୁଲ

 ଭୁବନେଶ୍ୱର:  ତାର ରଙ୍ଗରୂପ ବେଶ ନିଆରା। ସବୁ ଦିନ କି ସବୁ ଋତୁରେ ଆସେନି। ବହୁ ଦୁର୍ଲ୍ଲଭ ଆଉ ରହସ୍ୟମୟୀ ହେଉଛି ସେ। ବହୁ ବର୍ଷରେ ଥରେ ଆଗମନ ହୋଇଥାଏ। ଆଉ ତାର ସୌନ୍ଦର୍ଯ୍ୟର ଫୁଆରା ସବୁଆଡେ ବିଚ୍ଛୁରିତ ହୋଇଯାଏ। ତାକୁ ଦେଖିବାକୁ ଦେଶ ବିଦେଶରୁ ବି ଲୋକ ଛୁଟି ଆସନ୍ତି।  ଏ ହେଉଛି ସେହି…

ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ , କାଉଣ୍ଟର ଆଗରେ ପ୍ରବଳ ଭିଡ

ଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହେଲା ମଦ । ମଦରେ ଗ୍ରାହକଙ୍କୁ ମିଳିବ ରିହାତି । ପ୍ରାୟ ୨୫ ପ୍ରତିଶତ ରିହାତି ପାଇବେ ଗ୍ରାହକ । ବିକ୍ରି କରୁଥିବା ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି । ମଦ ଶସ୍ତା ହେବା ପରେ ବିଭିନ୍ନ ଗଳି…