Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ୧୯ ଦିନରେ ଗଲାଣି ୧୦୬ ଜଣଙ୍କ ଜୀବନ !

ଦିଲ୍ଲୀ : ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀରେ ଗୋଟିଏ ମାସ ଭିତରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏନେଇ ସରକାରୀ ସଙ୍ଗଠନ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ସ୍ୱେଚ୍ଛାସେବୀ ସଙ୍ଗଠନ ରିପୋର୍ଟ ସାମ୍ନାକୁ ଆଣିଛି । ସେପଟେ ଦିଲ୍ଲୀର…

୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପ୍ରସ୍ତୁତ ହେଲା ଡିଜିଟାଲ ଚେହେରା

ନୂଆଦିଲ୍ଲୀ: ୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମିଶସରର ଜଣେ ମହିଳାଙ୍କ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଡିଜିଟାଲ ଚେହେରା ପ୍ରସ୍ତୁତ କରାଯାଇଛି । ୧୮୧୯ରେ ମିଶରର ସବୁଠାରୁ ପୁରାତନ ଶବ ସଂରକ୍ଷଣ ଘରେ ଏହି ମମି ରଖା ଯାଇଥିଲା । ଅଷ୍ଟ୍ରେଲିଆର ଫିଲ୍ଡର୍ସ ୟୁନିଭରସିଟି ଏଫଏପିଏବି…

୩୦୦୦ ପକ୍ଷୀ ରହିବା ପାଇଁ ନାଗୌରରେ ନିର୍ମିତ ୭ ମହଲାର ବାର୍ଡ ହାଉସ

ନାଗୌର: ରାଜସ୍ଥାନର ନାଗୌରରେ ପକ୍ଷୀ ପ୍ରେମୀଙ୍କ ମନ କିଣିବା ପରି କାର୍ଯ୍ୟ ହୋଇଛି । ପକ୍ଷୀମାନେ ରହିବା ପାଇଁ ୭ ମହଲାର ଘର ପ୍ରସ୍ତୁତ କରାଯାଇଛି । ପାଖାପାଖି ୩ ହଜାର ପକ୍ଷୀ ଏଠାରେ ସୁରକ୍ଷିତ ଭାବେ ରହିପାରିବେ । ସେମାନଙ୍କ ପାଇଁ ୨୪ ଘଂଟା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ଚଂଚଳ…

ଉପରାଷ୍ଟ୍ରପତିଙ୍କୁ କରୋନା, ଆଇସୋଲେସରରେ କଟିବ ସପ୍ତାହେ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା । କୋଭିଡ ଲକ୍ଷଣ ଜଣାପଡ଼ିବାରୁ ସେ ପରୀକ୍ଷା କରିଥିଲେ । ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେ ଏକ ସପ୍ତାହ ଆଇସୋଲେସନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ତୁରନ୍ତ କୋଭିଡ ଟେଷ୍ଟ କରିବା ସହ…

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି ।…

ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ…

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ…

ଭାଇରାଲ୍ ଭିଡିଓ: ମାଙ୍କଡର ମୋବାଇଲ ପ୍ରେମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍‌ର ଆଖ୍ୟା ମୁଣ୍ଡାଇଥାଏ । ବିଷୟ ବସ୍ତୁ ଯାହା ବି ଥାଉନା କାହିଁକି, ସବୁ କିଛି ସେୟାରିଂ ଉପରେ ନିର୍ଭର କରେ । ଏଇ ଯେମିତି ମାଙ୍କଡ ଓ ମୋବାଇଲକୁ ନେଇ ଏକ ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି । Monkeys Shown…

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ…

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ…