Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁପି ନିର୍ବାଚନ: ବିଜେପି ବାଟିଂବ ୨ ଲକ୍ଷ ଶାଢ଼ୀ

ଲକ୍ଷ୍ନୌ: ୟୁପି ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି୨ ଲକ୍ଷ ଶାଢ଼ୀ ବାଂଟିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିବ । ଏହା ସହିତ ଜୋ ରାମ କୋ ଲାୟେ ହମ…

କାର୍ ଓ ବାଇକକୁ ପିଟିଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ବାଇକକୁ ପିଟିଲା ଟ୍ରକ୍ । କାରରେ ଥିବା ଦୁଇ ଜଣ ଏବଂ ଦୁଇଟି ମୋଟରସାଇକେଲରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପୁଣେ ସହରର…

ଭାରତରେ ପୁଣି ଚିହ୍ନଟ ହେଲା ନୂଆ ଭେରିଅଣ୍ଟ, ଟେଷ୍ଟ କିଟ୍ରେ ବି ଜଣା ପଡ଼ୁନି

ଇନ୍ଦୋର: ସାରା ପୃଥିବୀରେ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂଆ ଭେରିଅଣ୍ଟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏହା ଦେଖିବାକୁ ମିଳିଛି । ଏହାର ନାମ ବିଏ-୨ ପୋଲି ଜଣାପଡ଼ିଛି । ଏହି ନୂଆ ଭେରିଅଣ୍ଟରେ ଭୋପାଳର ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ…

ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ନେଲା ୪୨ଲୋକଙ୍କ ଜୀବନ, ୭୨ ଆହତ

ଆଫଗାନିସ୍ତାନ:  ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଜାରି ରହିଛି । ଆଫଗାନିସ୍ତାନରେ ଗତ ୨୦ ଦିନ ମଧ୍ୟରେ ପ୍ରବଳ ତୁଷାରପାତ ଲାଗି ରହିବା ଫଳରେ ୪୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୭୨ ଜଣ ଲୋକ ଆହତ ହୋଇଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।…

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିଶ କରିଥିଲେ ପାକ ପିଏମ ଇମ୍ରାନ !

ଚଣ୍ଡୀଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ନଭଜୋତ ସିଂ ସିନ୍ଧୁଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ମାର୍କେଟରେ ରଙ୍ଗବେରଙ୍ଗ ଭେରାଇଟି ସିଙ୍ଗଡ଼ା

କାନପୁର: ପ୍ରବଳ ଥଣ୍ଡାରେ ଗରମ ଗରମ ସିଙ୍ଗଡ଼ାର ମଜା କାହାକୁ ବା ଭଲ ନଲାଗେ । ଚଟପଟି ଚଟନୀ ସାଙ୍ଗକୁ ସିଙ୍ଗଡ଼ା । ଏହାର ଭରପୁର ମଜା ନିଅନ୍ତି ଛୋଟରୁ ବଡ଼ । ଏମିତି ଖୁବ୍ କମ୍ ଲୋକ ଥିବେ, ଯାହାଙ୍କୁ ସିଙ୍ଗଡ଼ା ପସନ୍ଦ ନଥିବ । ହେଲେ ବଦଳୁଥିବା ସମୟ ସହ ଲୋକଙ୍କ ପସନ୍ଦ ମଧ୍ୟ ବଦଳୁଛି । ଲୋକଙ୍କ…

ପଞ୍ଜାବ ନିର୍ବାଚନ: ଏନଡିଏ ସିଟ ବୁଝାମଣା, ୬୫ ଆସନରୁ ଲଢ଼ିବ ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ସହଯୋଗୀ ଦଳ ମଧ୍ୟରେ ସିଟ ବୁଝାମଣା ସମ୍ପନ୍ନ ହୋଇଛି । ବିଜେପି ୬୫ ଆସନରୁ ଲଢ଼ିବ ବୋଲି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ୩୭ ଏବଂ ଅକାଳୀ ଦଳ ୧୫ଟି ଆସନରୁ ଲଢ଼ିବେ । ଦେଶର ସୁରକ୍ଷା…

ପୁର୍ନଜନ୍ମର ଅବିଶ୍ୱସନୀୟ ସତ୍ୟ: ୪ବର୍ଷର ଶିଶୁ ଖୋଲିଲା ୯ ବର୍ଷ ତଳର ମୃତ୍ୟୁ ରହସ୍ୟ

ଉଦୟପୁର: ପୁର୍ନଜନ୍ମ ଘଟଣା ନେଇ ଏବେ ବି ତର୍କ ଚାଲିଛି । ବୈଜ୍ଞାନିକ ଓ ଗବେଷକମାନେ ଏହା ସମ୍ଭବ ନୁହେଁ ଦାବୀ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ଏହି ରହସ୍ୟକୁ ଅନାବୃତ କରୁଛି । ରାଜସ୍ଥାନର ଉଦୟପୁରରେ ପୁନର୍ବାର ଏ ଭଳି ଏକ ଘଟଣା ଘଟିଛିି । ପରାବଲ ଗ୍ରାମର ରତନ ସିଂ ଚୁଡାବତଙ୍କ ୫ମ ଝିଅ…

ଦିଲ୍ଲୀରେ ୧୫ ବର୍ଷରୁ କମ ବୟସ୍କ ପିଲା ଓ ଟିକା ନେଇନଥିବା ବ୍ୟକ୍ତି ସାଧାରଣତନ୍ତ୍ର ଦିବସ ପରେଡକୁ ଯିବାମନା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ ଲାଇନ । ଟିକା ନନେଇଥିବା ବ୍ୟକ୍ତି ଓ ୧୫ ବୟସରୁ କମ ବୟସ୍କ ପିଲା ସାଧାରଣତନ୍ତ୍ର ଦିବସ ପରେଡକୁ ଯାଇ ପାରିବେ ନାହିଁ ବୋଲି ନୂଆ ଗାଇଡ ଲାଇନ ଆସିଛି । ୧୫ ବୟସରୁ କମ ବୟସର ପିଲାମାନେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ପରେଡରେ…

ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା

ଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର…