Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଭାରତର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଗୁରୁବାର ଏକ ଟୁଇଟ୍ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। "ମୋର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍…

[ଭିଡ଼ିଓ] ବିଦେଶ ଯିବା ପାଇଁ ନିହାଲ ସିଂ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା

ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ…

ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ :ମୋଦି

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଆଜାଦୀ କି ଅମୃତ ମହୋତ୍ସୋବର 'ସ୍ୱର୍ଣ୍ଣିମ ଭାରତ୍‌ କେ ଔର୍‌ ' ଜାତୀୟ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମକୁମାରୀ ମାନଙ୍କ ଆଜାଦୀ କୀ ଅମୃତ ମହୋତ୍ସବରେ ବର୍ଷେ ବ୍ୟାପି କରାଯାଇଥିବା ୩୦ ରୁ ଅଧିକ…

ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଯାଇଛି ୧.୨ ମିଲିୟନ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ଆଣ୍ଟିବାୟୋଟିକ୍- ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ଅତି କମରେ ୧.୨ ମିଲିୟନ୍ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୪ ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। (AMR) ବା…

ଜୀବନ ଥିବା ଯାଏ ମନେ ରହିବେ ମନୋଜ ଦାଦା; ବରୁଣ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ବରୁଣ ଧାୱନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ ସାହୁଙ୍କ ଗତ ମଙ୍ଗଳବାର ହୃୃଦ୍‌ଘାତରେ ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ମନୋଜଙ୍କ ଅନ୍ତିମ ସଂସ୍କାର ସମୟରେ ବରୁଣ ଏବଂ ଭାଇ ରୋହିତ ଧାୱନଙ୍କୁ ଦେଖିବାକୁ ମିଳିଥିଲା। ମନୋଜ ସାହୁଙ୍କୁ…

ଦ୍ୱିତୀୟ ବିବାହ ପାଇଁ ସ୍ୱାମୀ-ସ୍ତ୍ରୀଙ୍କୁ ମିଳିଲା ତାଲିବାନୀ ସଜା

ନୂଆଦିଲ୍ଲୀ: ରାଜସ୍ଥାନର ରାଜସାମନ୍ଦର ଏକ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ହାତ ବାନ୍ଧି ବାଡ଼ିରେ ପିଟାଯାଇଥିବା ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟଙ୍କ ଅପରାଧ ଏହାଥିଲା ଯେ ସେମାନେ ଦ୍ୱିତୀୟ ଥର ବିବାହ କରିଥିଲେ। ଏହି କଥାରେ ପ୍ରଥମ ସ୍ୱାମୀଙ୍କ ପରିବାର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି…

ଅଭିନେତା ଶାହିର ଶେଖଙ୍କ ପିତା ଶାହାନାୱାଜ ଶେଖଙ୍କ ଦେହାନ୍ତ ନେଇ ସୂଚନା

ଦିଲ୍ଲୀ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଯାଇଛି । ଶାହନାୱାଜ ଗତ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବୁଧବାର ଶାହିର ଶେଖଙ୍କ ପିତାଙ୍କ ଦେହାନ୍ତ…

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି…

ଚୀନ ପ୍ରତି ଭାରତର କଡା ଆଭିମୁଖ୍ୟ, ଅପହୃତ ଯୁବକଙ୍କୁ ତୁରନ୍ତ ଫେରାଅ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଭାରତର ଏକ ନାବାଳକଙ୍କୁ ଚୀନ ସେନା ଉଠାଇ ନେଇଛି । ଏ ନେଇ ଉତେଜନା ପ୍ରକାଶ ପାଇଛି । ଅରୁଣାଚଳ ପ୍ରଦେଶ ବିଜେପି ସାଂସଦଙ୍କ ମତରେ ଉକ୍ତ ଯୁବକଙ୍କ ନାମ ମିରାମ ତୋରାନ ଓ ତାଙ୍କ ବୟସ ୧୭ । ଏ ନେଇ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ଉକ୍ତ ଯୁବକଙ୍କୁ ଫେରାଇ…

ଚାନ୍ଦିପୁରରୁ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ସକାଳ ୧୦ଟା ୪୫ ମିନିଟରେ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ହେଉଛି…