Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ନିସ୍ତୁକ ମାଡ, ୨ ଗିରଫ

ଭୁବନେଶ୍ୱର: ଦିନ ଦ୍ୱିପହରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ପୂର୍ବତନ ସରପଂଚ ବାବୁ । ଜଣେ ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିଥିଲେ । ଘଟଣାର ଭିଡିଓଟି ଭାଇରାଲ୍ ହେବା ପରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । Pregnant…

ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ପୁଣି ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।ଆମେରିକାର ଡାଟା ଇଣ୍ଟିଲିଜେନ୍ସି ଦ୍ୱାରା ପ୍ରକାଶିତ ମର୍ନିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ସର୍ଭେ ଅନୁସାରେ ନରେନ୍ଦ୍ର ମୋଦି ବିଶ୍ୱର…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୈତୃକ ସମ୍ପତିରେ ଝିଅଙ୍କ ରହିଛି ସମାନ ଅଧିକାର

ନୂଆଦିଲ୍ଲୀ:ମାନ୍ୟବର ସୁପ୍ରିମକୋର୍ଟ ପୈତୃକ ସମ୍ପତି ଉପରେ ଝିଅଙ୍କ ଅଧିକାର ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୈତୃକ ସମ୍ପତିରେ ଝିଅଙ୍କ ସମାନ ଅଧିକାର ରହିଛି । ଏହା ହିନ୍ଦୁ ପର୍ସନାଲ ଲ ଓ ହିନ୍ଦୁ ଉତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ୧୯୫୬ ପୂର୍ବରୁ ଯଦି ବି ବାପାଙ୍କ ମୃତ୍ୟୁ…

ସବୁ ମନେ ରହିବା ଅଭିଶାପ ପାଲଟିଛି ଏହି ମହିଳାଙ୍କ ପାଇଁ…

ବ୍ରିସବେନ: ଭଲ ସ୍ମରଣଶକ୍ତି ପାଇଁ ଆମେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଥାଏ । ମାତ୍ର ଅଷ୍ଟ୍ରେଲିଆର ୩୧ ବର୍ଷୀୟ ରେବେକା ଶାରାକା କିଛି ଭୁଲିବା ପାଇଁ ବିକଳ ହେଉଛନ୍ତି । ୨୦୦୪ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାଙ୍କର ମନେ ରହିଛି । କଣ ଖାଇଲେ, ପିନ୍ଧିଲେ ସବୁ କିଛି…

ଆଜି ଦେଶରୁ ୩ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା କାୟା । ଅଢ଼େଇ ଲକ୍ଷ ତଳକୁ କମିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨୯ହଜାର ୭୨୨ ଅଧିକ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍ ୨୪ ଘଣ୍ଟାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଛି । ୨୪…

କେରଳରେ ୨୦୨୧ କରୋନା ସଂକ୍ରମଣର ରେକର୍ଡ ଭାଙ୍ଗିଲା ୨୦୨୨

ଥିରୁଅନନ୍ତପୁରମ୍: କେରଳରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭ ରେଟ୍ ୪୦ ପ୍ରତିଶତ ପାର କରିଛି । ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି । ୨୦୨୧ ମସିହା ମେ ୧୨ ତାରିଖ ଦିନ…

ବୋମା ବିସ୍ଫୋରଣ ଘଟି ୩ ମୃତ ୨୫ରୁ ଅଧିକ ଆହତ

ଲାହୋର: ଲାହୋରରେ ବୋମା ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ ଓ ୨୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ପାଖ ମେଡିକାଲରେ ଭର୍ତ୍ତକରାଯାଇଛି । ସୂଚନା ଅନୁସାରେ, ଏହି ଘଟଣାଟି ଗୁରୁବାର ସକାଳେ ଲାହୋରର ପ୍ରସିଦ୍ଧ ଆଙ୍କଲୀ ବଜାରର ପାନ ମଣ୍ଡିରେ ସକାଳ ୧ରୁ ୨ଟା ଭିତରେ ଘଟିଥିଲା । ଏହି…

କରହାଲରୁ ନିର୍ବାଚନ ଲଢ଼ି ପାରନ୍ତି ଅଖିଳେଶ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୟୁପି ନିର୍ବାଚନରେ ସେ ସମାଜବାଦୀ ପାର୍ଟିର ଦୁର୍ଗ କୁହାଯାଉଥିବା ମୈନପୁର ଅନ୍ତର୍ଗତ କରହାଲ ନିର୍ବାଚନୀ ମଣ୍ଡଳୀରୁ ଛିଡା ହେବେ ବୋଲି ଜଣାପଡିଛି । ପାର୍ଟି ପକ୍ଷରୁ ବିଧିବଦ୍ଧ…

ଭାରତ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ୱେବସାଇଟକୁ ବନ୍ଦ କରାଯିବା ଜାରୀ ରହିବ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର ଅନୁସାରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୱେବସାଇଟ ଓ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରାଯିବା ଜାରୀ ରହିବ ବୋଲି ଗୁରୁବାର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚେତାବନୀ ଦେଇଛନ୍ତି । ୨୦୨୧ରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦…

କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଭାରତର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଗୁରୁବାର ଏକ ଟୁଇଟ୍ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। "ମୋର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍…