Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍‌ଙ୍କ ବିରୋଧରେ ମାମଲା ଦାୟର

ଭୁବନେଶ୍ୱର: ସେମିନାର୍ ଟ୍ରେନିଂ ଅବସରରେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍ । ବିହାର ମୁଜାଫରନଗରରେ ଘଟିଥିବା ଏହି ଘଟଣାକୁ ନେଇ ହବିବ୍‌ଙ୍କ ବିରୋଧରେ ଥାନାରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଜାନୁଆରୀ ୩ ତାରିଖରେ ଟ୍ରେନିଂ…

[ଭିଡିଓ]ପୋଷା କୁକୁରର ବାର୍ଥ ଡେ’ ପାର୍ଟିରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଅହମ୍ମଦାବାଦର ବ୍ୟକ୍ତି

ଅହମ୍ମଦାବାଦ : ପୋଷା କୁକୁରର ବାର୍ଥ ଡେ' ପାର୍ଟିରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଅହମ୍ମଦାବାଦର ବ୍ୟକ୍ତି । ଏବେବି ଏମିତିି ଲୋକ ଅଛନ୍ତି । ଯେଉମାନେ ନିଜର ପୋସା କକୁକରର ବାର୍ଥ ଡେ ପାର୍ଟିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହଁ ଆଜ୍ଞା ଏହା ସତ ଘଟଣା । ଏପରି ତାଜୁବ…

ଦେଶରେ ୩,୦୭୧ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ମାରାତ୍ମକ ଭୂତାଣୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖା ଏବେ ୩,୦୭୧ରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି।  ଏହି ଭୂତାଣୁ ଦେଶର ୨୭ ଟି ରାଜ୍ୟକୁ ବ୍ୟାପିସାରିଲାଣି।…

ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ଆଜି ଅପରାହ୍ନ ୩.୩୦ ସମୟରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିପାରନ୍ତି। ସୂଚନାନୁସାରେ, ୟୁପିରୁ ୬ରୁ ୭ମ ପର୍ଯ୍ୟାୟରେ ୟୁପିରେ…

ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି ବତକ କଟା ମୁଣ୍ଡ ଡିଶ

ଲଣ୍ଡନ: ଲଣ୍ଡନର ଏକ ରେଷ୍ଟୁରାଂଟରେ ବତକର କଟା ମୁଣ୍ଡ ଡିଶ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହାଇବରୀ ଇଷ୍ଟ ଅଂଚଳରେ ଥିବା ଏକ ସିଫୁଡ ରେଷ୍ଟୁରାଂଟ ଏହି ଡିଶ ପ୍ରସ୍ତୁତ କରୁଛି । ଏହାର ମୂଲ୍ୟ ୧୮୦୦ ଟଙ୍କା ହେବ । କେହି କେହି…

ପଞ୍ଜାବ ଷ୍ଟେଟ୍‌ ଆଇକନରୁ ଇସ୍ତଫା ଦେଲେ ସୋନୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ସେ ନିଯୁକ୍ତ ହେବାର ଏକ ବର୍ଷ ପରେ ପଞ୍ଜାବର ଷ୍ଟେଟ ଆଇକନରୁ ଇସ୍ତଫା ଦେବେ। ୨୦୨୦ରେ ମହାମାରୀ କରୋନା ସମୟରେ ଲୋକଙ୍କ ପ୍ରତି ନିଜର ଉଦାର ମନୋଭାବ ଯୋଗୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ ସୋନୁ। ନିର୍ବାଚନ…

ଦେଶରେ ‘ମ୍ୟାରିଟାଲ ରେପ୍‌’ ଏକ ନିଷ୍ଠୁର ଅପରାଧ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାର କହିଛନ୍ତି ଯେ ମ୍ୟାରିଟାଲ ରେପ୍‌ ମହିଳାଙ୍କ ବିରୋଧରେ ଯୌନ ହିଂସାର ସବୁଠୁ ବଡ ରୂପ। ଏହା ଏକ ନିଷ୍ଠୁର ଅପରାଧ ବୋଲି କହିଛନ୍ତି ଦିଲ୍ଲୀ ସରକାର। ଏହାକୁ ନେଇ ବରିଷ୍ଠ ଆଡଭୋକେଟ୍ କହିଛନ୍ତି ଯେ ମ୍ୟାରିଟାଲ ରେପ୍‌…

ନବୀକରଣ ହେଲା ମିଶନାରୀଜ ଅଫ ଚ୍ୟାରିଟିର ଏଫସିଆରଏ ଲାଇସେନ୍ସ

କୋଲକାତା: ମଦର ଟେରେସା ମିଶନାରୀଜ ଅଫ ଚ୍ୟାରିଟିର ଏଫସିଆରଏ ଲାଇସେନ୍ସର ନବୀକରଣ ହୋଇଛି । ଏଫସିଆରଏ ୱେବସାଇଟ ଅନୁସାରେ ଗୃହ ମନ୍ତ୍ରଣାଳୟ ୨ ସପ୍ତାହ ଏହାର ନବୀକରଣକୁ ଅସ୍ୱୀକାର କରିବା ପରେ ଏବେ ଏହାକୁ ପୁନର୍ବାର କାର୍ଯ୍ୟକାରୀ କରିଛି । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ…

ଟିକା ନେଇ ୨ ଝିଅଙ୍କ ମୃତ୍ୟୁ!

ଭୋପାଳ: ମଧ୍ୟପ୍ରଦେଶରେ ଟିକାକରଣରେ ମୃତ୍ୟୁ ମାମଲାକୁ ନେଇ ଦୁଇଟି ପୃଥକ ଘଟଣା ଦେଖିବାକୁ ମିଳିଛି। ଟିକା ନେଇ ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ପ୍ରଶାସନ ଉଭୟ ମୃତ୍ୟୁ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି। ଉଭୟ କ୍ଷେତ୍ରରେ ଟିକାକରଣର ୨୪ ଘଣ୍ଟା…

ଉତ୍ତରାଖଣ୍ଡରେ ୧୬ ଯାଏ ନିର୍ବାଚନୀ ରାଲି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ…