Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟର ୪ ବିଚାରପତି କରୋନା ପଜିିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଲା କରୋନା । ୪ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ସେମାନେ ଏବେ ଆଇସୋଲେସନରେ ଅଛନ୍ତି । ପୂର୍ବରୁ ଗତ ଗୁରୁବାର ଦିନ ଦୁଇ ଜଣ ସୁପ୍ରିମକୋର୍ଟ ବିଚାରପତି କରୋନା ସଂକ୍ରମିତ ହୋଇଥିଲେ । ଆଜି ଆଉ ଜଣ ଜଜ୍ ପଜିଟିଭ୍ ବାହାରିଛନ୍ତି । ସୁପ୍ରିମକୋର୍ଟରୁ କରୋନା…

ଦେଶରେ ଦେଢ଼ ଲକ୍ଷ ଡେଇଁଲା କରୋନା କେସ, ଗତକାଲି ଅପେକ୍ଷା ୧୨% ଅଧିକ

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୯ହଜାର ୬୩୨ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ କେସ୍ ୧୨ପ୍ରତିଶତ ବଢ଼ିଛି । ଗତକାଲି ଦେଶରୁ ବାହାରିଥିଲେ ୧ଲକ୍ଷ ୪୧ହଜାର ୯୮୬ ସଂକ୍ରମିତ । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୨୧…

କାଲିଠୁ ପ୍ରିକସନ୍ ଡୋଜ୍: ଅନଲାଇନରେ ଏବେ କରନ୍ତୁ ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବ ପ୍ରିକସନାରୀ ଡୋଜ୍ ଅଭିଯାନ । ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ସ, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯିବ ପ୍ରିକସନ୍ ଡୋଜ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଯେଉଁମାନେ ପ୍ରିକସନାରୀ ଡୋଜ୍ ନେବେ…

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ…

କରୋନା କବଳରେ ସିଙ୍ଗର୍ ଅରିଜିତ୍ ସିଂ, ଅଭିନେତ୍ରୀ ନଫିସା ଅଲ୍ଲି ଓ ମାନବୀ ଗାଗ୍‌ରୁ

ମୁମ୍ବାଇ: କରୋନା ସଂକ୍ରମଣ ଜାଲରେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସେଲିବ୍ରିଟି । ତାଜା ରିପୋର୍ଟ ଅନୁଯାୟୀ ସିଙ୍ଗର ଅରିଜିତ ସିଂ, ବରିଷ୍ଠ ଅଭିନେତ୍ରୀ ନଫିସା ଅଲ୍ଲି ଓ ଫୋର୍ ମୋର୍ ସଟ୍ସ ଫେମ୍ ଅଭିନେତ୍ରୀ ମାନବୀ ଗାଗରୁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ନଫିସା…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

ଚଣ୍ଡୀଗଡରେ ମେୟର ପଦ ଜିତିନେଲା ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଚଣ୍ଡୀଗଡ ମେୟର ପଦ ହାତେଇବାରେ ସଫଳ ହୋଇଛି । ସରବଜିତ କୌର ୧୪ ଭୋଟ ସହ ଚଣ୍ଡୀଗଡ ନିଗର ନିଗମର ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତିି । ଆମ ଆଦମୀ ପାର୍ଟିର ଗୋଟିଏ ଭୋଟ ନାକଚ କରାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା…

ବାଜିଲା ବିଗୁଲ, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ…

ନିଜ ସୁରକ୍ଷା ପାଇଁ କରୋନା ପଜିଟିଭ ପୁଅକୁ କାର୍‌ ଡିକିରେ ବନ୍ଦ କରିଦେଲେ ମା’

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରରୁ ଅଜବ ଖବର ସାମ୍‌ନାକୁ ଆସିଛି। ଯାହାକୁ ଶୁଣିଲା ପରେ ଆପଣ ହୁଏତ ବିଶ୍ବାସ ନକରିପାରନ୍ତି। ନିଜ ଛୁଆ ପାଇଁ ରକ୍ଷା କବଚ ସାଜୁଥିବା ମା କରୋନା ସଂକ୍ରମିତ ପୁଅକୁ ଭୟରେ କାର୍‌ ଡିକି ଭିତରେ ବନ୍ଦ କରିଦେଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସେ ନିଜକୁ…

ଟିକାକରଣରେ ରେକର୍ଡ; ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣରେ ରେକର୍ଡ। ୧୫ରୁ ୧୮ ବର୍ଷ ମଧ୍ୟରେ ୨ କୋଟିରୁ ଅଧିକ ପିଲା ଟିକାକରଣ କରିଥିବା ଜଣାପଡ଼ିଛି। ଏକ ସପ୍ତାହ ତଳେ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନ ଏକ ନୂଆ ମାଇଲିଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ…