Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି । ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର…

ଖୁବ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ମସ୍କୋ: ଚୀନରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଭ୍ଲାଡିମିର ପୁତିନଙ୍କ ସହ ଫୋନରେ କଥା ହୋଇ ପାରନ୍ତି । ୟୁକ୍ରେନ ସୀମାକୁ ରୁଷ ସେନା ଘେରି…

କାବୁ ପାଉଛି କରୋନା: ଦେଶରେ ୫୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୪୦୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପାଖାପାଖି ୧୦ ହଜାର କମ୍ ସଂକ୍ରମିତ ବାହାରିଛନ୍ତି । ଦେଶରେ ପଜିଟିଭ୍ ହାର ରହିଛି ୩.୪୮ ପ୍ରତିଶତ…

ଉତ୍ତରାଖଣ୍ଡରେ ଭୂମିକମ୍ପ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ । ସକାଳ ୫ଟା ୩ ମିନିଟରେ ଅନୁଭୂତ ହେଲା ଭୂମିକମ୍ପ । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳୁ ସକାଳୁ ହଠାତ୍ ଲୋକ ଝଟକା ଅନୁଭବ କରିଥିଲେ। ଭୂମିକମ୍ପ ପରେ ଭୟରେ କେହି କେହି ଘରୁ…

ଜେଜେ କଲୋନୀରେ ବିଲ୍ଡିଂ ଭୁଶୁଡ଼ି ୪ ମୃତ ୨ ଗୁରୁତର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ବାୱାନାର ଜେଜେ କଲୋନୀରେ ଏକ ବଡ଼ ଧରଣର ଅଘଟଣ ଘଟି ଘଟିଛି । ଏଠାରେ ଏକ ପୁରୁଣା ବିଲ୍ଡିଂର ଅଂଶ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତ ଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ବିଲ୍ଡିଂ ତଳେ ଚାପି…

ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଲା ଭିଡିଓ ଗେମ

ୱାଶିଂଟନ: ବିଶ୍ୱାସ ନ ହେଲେ ବି ସତ । ଆମେରିକାରେ ଭିଡିଓ ଗେମ ଖେଳିବା ଜଣେ ୮୦ ବର୍ଷୀୟା ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଇଛି । ଘଟଣାଟି ଏହିପରି..ମେରିଡେଥ ହୋଲ୍ଡ ନାମକ ଜନୈକ ମହିଳା ଏବଂ ତାଙ୍କ ମାଆ ଡେନିସ ହୋଲ୍ଟ ପ୍ରାୟତଃ ଲୋକପ୍ରିୟ ଭିଡିଓ ଗେମ ୱର୍ଡଲେ ଖେଳିଥାନ୍ତି ଏବଂ ରେଜଲ୍ଟ…

ସାଂସଦଙ୍କ ତୃତୀୟ ବିବାହ: ୧୮ ବର୍ଷିୟ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ପାକିସ୍ତାନ ସାଂସଦ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ବିବାହ କରିଛନ୍ତି ପାକିସ୍ତାନର ସାଂସଦ ଆମିର ଲିଆକତ୍ । ସେ ପାକିସ୍ତାନର ଜଣେ ଲୋକପ୍ରିୟ ଟେଲିଭିଜନ ହୋଷ୍ଟ ଭାବେ ମଧ୍ୟ ପରିଚିତ । ତାଙ୍କୁ ବର୍ତ୍ତମା ୪୯ ବର୍ଷ । ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ନାମ ସୟିଦା ଦାନିଆ । ତାଙ୍କ ବୟସ ୧୮ । ଆମିର ଲିଆକତ୍ ୧୮…

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା…

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ…

ଯୁଦ୍ଧ ଆଶଙ୍କା ବଢ଼ିଲା: ନାଗରିକଙ୍କୁ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦେଲା ଆମେରିକା

ମସ୍କୋ: ରୁଷିଆ ଓ ୟୁକ୍ରେନ ବିବାଦ କମିବାରେ ନାମ ଧରୁନି । ବର୍ତମାନ ରୁଷ ସେନା ଓ ନାଟୋ ଫୋର୍ସେସ ମୁହାଁ ମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ତୁରନ୍ତ ଛାଡିବା ପାଇଁ ନିଜ ନାଗରିକଙ୍କୁ କହିଛନ୍ତି । ୟୁକ୍ରେନକୁ ରୁଷିଆ ସେନା ପଠାଇବା ମାନେ…