Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲିୟନରୁ କଣ ମଣିଷର ସୃଷ୍ଟି !

ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର…

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ…

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ । ଗତକାଲିର ଏହି ଘଟଣାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା…

ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ…

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ…

୧୭ ଡାକ୍ତର କରୋନା ପଜିଟିଭ; ପାଟନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ। NMCH ଅଧିକାରୀମାନେ…

ନୂଆ ବର୍ଷରେ ୧୦୦ କୋଟିର ମଦ ବିକ୍ରି!; କେରଳ

ଥିରୁବନନ୍ତପୁରମ୍‌: ନୂଆ ବର୍ଷ ଅବସରରେ ରାଜ୍ୟରେ ୯୬.୮୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା କେରଳ ଷ୍ଟେଟ ପାନୀୟ ନିଗମ ଲିମିଟେଡ୍ ପ୍ରକାଶ କରିଛି। ସୂଚନା ଅନୁଯାୟୀ ନୂଆ ବର୍ଷ ଅବସରରେ ବେଭକୋ ଏହାର ଆଉଟଲେଟରେ ୮୨.୨୬ କୋଟି ଟଙ୍କାର ମଦ ବିକ୍ରି କରୁଥିବାବେଳେ କଞ୍ଜ୍ୟୁମର୍‌ଫେଡ୍ ଆଉଟଲେଟ୍…

ତେଲେଙ୍ଗାନା ଓ ୟୁପିରେ ଆଳୁକୁ ନେଇ ବିବାଦ; ବନ୍ଦ ହେଲା ଆଳୁ ଯୋଗାଣ

ଲକ୍ଷ୍ନ‌ୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଆହୁରି ତୀବ୍ର ହେବାରେ ଲାଗିଛି। ସରକାରଙ୍କ ସମେତ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ ଅଛନ୍ତି। ସେପଟେ ତେଲେଙ୍ଗାନା ସରକାର ଉତ୍ତରପ୍ରଦେଶରୁ ଆଳୁ କିଣିବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏଠାରେ ତେଲେଙ୍ଗାନା ସରକାର…

‘ବୁଲି ବାଇ’ ଆପ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ; ମୁସଲିମ୍‌ ମହିଳାଙ୍କ ଫଟୋକୁ କରାଯାଉଛି ନିଲାମ

ନୂଆଦିଲ୍ଲୀ: ବାସ୍ତବରେ, 'ବୁଲି ବାଇ' ନାମକ ଏକ ଆପରେ ମୁସଲମାନ ମହିଳାମାନଙ୍କ ଫଟୋକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଭାବରେ ମଧ୍ୟ ବ୍ୟବହାର କରାଯାଉଛି। ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରତି ମଧ୍ୟ ସମାନ କାର୍ଯ୍ୟ…

ଜମ୍ମୁ-କଶ୍ମୀରରେ ଫାରୁକ, ଓମାର ଓ ମେହବୁବା ଗୃହବନ୍ଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି । ଜମ୍ମୁ ଅଂଚଳରେ ୬ଟି ଏବଂ କଶ୍ମୀରରେ ଗୋଟିଏ ବିଧାନସଭା ଆସନ ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରୁଥିଲେ । ପିପୁଲ୍ସ ଆଲିଆନ୍ସ ଫର ଗୁପକାର…