Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ପୋଷାକ ଦୋକାନରେ ରହିବନି ମେନିକୁଇନ୍‌!

କାବୁଲ: ଏଣିକି ପେ‌ାଷାକ ଦୋକାନରେ ଥିବା ମେନିକୁଇନ୍‌ ମୁଣ୍ଡକାଟ କରିବ ତାଲିବାନ। ଏହାକୁ ଶିରିୟା ନିୟମର ଉଲ୍ଲଂଘନ ବୋଲି କହି ତାଲିବାନ ବର୍ତ୍ତମାନ ହେରାଟ ପ୍ରଦେଶର ପୋଷାକ ଦୋକାନରେ ମେନିକୁଇନ୍‌ର ମୁଣ୍ଡକାଟ କରିବାକୁ ନିଷ୍ପତ୍ତି ନେଇଛି। ପୋଷାକ ଦୋକାନରେ ଦେଖାଯାଉଥିବା ଏହି…

ନିଜ ବ୍ରେସଲେଟ୍‌ ପଛ‌ର ରାଜ୍‌ ଖୋଲିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଲୁକ ଓ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ଦବାଙ୍ଗ ଖାନ ତଥା ଭାଇଜାନଙ୍କ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତାଙ୍କ ଲୁକ୍‌କୁ ସମସ୍ତେ ଫଲୋ ମଧ୍ୟ କରନ୍ତି। ସଲ୍‌ମାନଙ୍କ…

ଲଖିମପୁର ଖେରୀ ହିଂସା; ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ ସୋମବାର, ଜାନୁୟାରୀ ୩ ରେ ଲଖିମପୁର ଖେରୀ ହିଂସା ମାମଲାରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ମାମଲାରେ ପୋଲିସ ପୂର୍ବତନ ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ଅକ୍ଟୋବର ୩ରେ…

ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀଙ୍କ କାର ଉପରେ ଫାୟାରିଙ୍ଗ୍‌

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କୁ ତାଙ୍କ କାର ଉପରେ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି। ସେ ଏକ ବିବାହ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ ଏହି ସବୁ ଘଟଣା ଘଟିଥିବା ଜଣାପଡ଼ିଛି। ଯେଉଁଥିରେ ହଠାତ୍ ତାଙ୍କ କାର ଉପରେ ଗୁଳି ବିନିମୟ ହୋଇଥିଲା। ସେ ନିଜେ ଏ…

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜରେ ମିଳୁନି ଏଣ୍ଟ୍ରି

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଦୁପିସ୍ଥିତ ମହିଳା କଲେଜର ୬ ଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧିଥିବାରୁ କଲେଜ ପ୍ରଶାସନ ସେମାନଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ମାମଲା କର୍ଣ୍ଣାଟକର ବାଙ୍ଗାଲୋର ଠାରୁ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଉଡୁପିରେ…

୮୭ ଡାକ୍ତର କରୋନା ପଜିଟିଭ

ପାଟନା: ବିହାରର ପାଟନା ଜିଲ୍ଲାର ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୭ ଜଣ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟନା ଜିଲ୍ଲାପାଳଙ୍କ ଅନୁଯାୟୀ, ସମସ୍ତ ଡାକ୍ତରଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି। ପଜିଟିଭ ଥିବା ସମସ୍ତ ଡାକ୍ତରଙ୍କୁ ପୃଥକ୍‌ ରଖାଯାଇଥିବା…

କାୟା ମେଲାଉଛି ଓମିକ୍ରନ୍: ୧୭ ଶହ ଛୁଇଁଲା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନି ବଢୁଛି । ସାରା ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ କେସ୍ ୧୭ଶହ ଛୁଇଁଛି । ମହାରାଷ୍ଟ୍ରରେ ଓମକ୍ରନ୍ କେସ୍ ପାଞ୍ଚ ଶହ ପାର କରିଛି । ସେଠାରୁ ସର୍ବାଧିକ ୫୧୦ ସଂକ୍ରମିତ ଚିହ୍ନଟ…

ଜନ୍ ଆବ୍ରାହମ୍ ଓ ପତ୍ନୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଜନ୍ ଆବ୍ରାହମଙ୍କୁ କରୋନା । ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚଲ ବି କରୋନା ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଦୁହେଁ ହୋମ୍ ଆଇସୋଲେସନରେ ଅଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସେଲିବ୍ରିଟି କପୁଲ । ଜନ୍…

ଦେଶରେ ବଢୁଛି କରୋନା କେସ୍: ଆଜି ୩୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ୍ କେସ୍ । ତାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହେଉଛି । ପ୍ରତିଦିନ ୪-୫ ହଜାର ବଢୁଛି ଦୈନିକ କେସ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୩ହଜାର ୭୫୦ ସଂକ୍ରମିତ । ଗତକାଲି ଅପେକ୍ଷା ୫ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଦେଶରେ…

ବରଫ ତଳୁ ଜର୍ମାନୀ ବୈଜ୍ଞାନିକ ପାଇଲେ ୭୭ ପ୍ରଜାତିର ପ୍ରାଣୀ

ନୂଆଦିଲ୍ଲୀ: ଜର୍ମାନୀର ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଆଂଟାର୍କାଟିକାର ବରଫ ସ୍ତର ତଳୁ ୭୭ ନୂତନ ପ୍ରଜାତିର ପ୍ରାଣୀ ସେମାନେ ଖୋଜି ବାହାର କରିଛନ୍ତି । ଗରମ ପାଣି ବ୍ୟବହାର କରି ସେମାନେ ବରଫ ଖଣ୍ଡ ଖୋଳିଥିଲେ । ୨୦୦ ମିଟର ତଳୁ ସେମାନଙ୍କୁ ଏହି ସଫଳତା ମିଳିଥିଲା । ବ୍ରୋୟୋଜୋନାସ…