Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ଦିଲ୍ଲୀ ଲୋକସଭାରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଦିଲ୍ଲୀ : ଦିଲ୍ଲୀ ଲୋକସଭା ଭବନରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଭୁବନେଶ୍ୱର  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ଏହି ସମୟରେ ଅପରାଜିତା କହିଛନ୍ତି ସମସ୍ତଙ୍କୁ ଜଣା ଜଗନ୍ନାଥ ଧାମ ଚାରିଧାମରୁ ଗୋଟିଏ ଧାମ ।ଆମ ହିନ୍ଦୁ…

ସିକ୍ରେଟ ଲେଟର ସହ ଆମେରିକାର କୌଣସି ସମ୍ପର୍କ ନାହିଁ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ଏକ ସିକ୍ରେଟ ଲେଟର ଇସ୍ୟୁ ଉଠାଇ ଏହାକୁ ଆହୁରି ରୋଚକ କରି ଦେଇଛନ୍ତି । ପରୋକ୍ଷରେ ଆମେରିକା ଏହି ଲେଟର ପଠାଇଥିବା ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ…

ପେଟ୍ରୋଲ ଦର ପଚାରିବାରୁ ଚିହିଁକି ଉଠିଲେ ବାବା ରାମଦେବ, ‘କ’ଣ କରିବା କଥା କର’

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଯୋଗଗୁରୁ ବାବା ରାମଦେବ ୨୦୧୪ ପୂର୍ବରୁ ୟୁପିଏ ସରକାରକୁ ସମାଲୋଚନା କରୁଥିଲେ । ଏବେ ସମାନ ଦର ବୃଦ୍ଦିକୁ ନେଇ ଲୋକଙ୍କ ପ୍ରଶ୍ନବାଣର ସମ୍ନା କରୁଛନ୍ତି ରାମଦେବ । ରାମଦେବ ବୁଧବାର ହରିଆଣାର କର୍ଣ୍ଣାଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ…

କିଏ ହେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ? ରେସରେ ତିନି ପ୍ରମୁଖ ଡାକ୍ତର

ନୂଆଦିଲ୍ଲୀ : କିଏ ହେବେ ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ? ମାର୍ଚ୍ଚ ୨୪ରେ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ଆଉ ତିନି ମାସ ତାଙ୍କର ଚାକିରି ଅବଧି ବଢ଼ାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏମ୍ସ…

ଜେଲ୍ ନିର୍ଯାତନାର କେନ୍ଦ୍ର ନହେଉ: ମାନ୍

ଚଣ୍ଡିଗଡ଼:  ଜେଲ ଗୁଡିକ ନିର୍ଯାତନାର କେନ୍ଦ୍ର ହେବା ଉଚିତ ନୁହେଁ । କଏଦୀଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦେବା ଜେଲ୍ ଅଧିକାରୀଙ୍କ ପ୍ରଥମ ପ୍ରାଥମିକତା ହେବା ଉଚିତ।ଏଥିସହ କଏଦୀମାନଙ୍କୁ କିଭଳି ମୁଖ୍ୟସ୍ରୋତରେ ଆଣିହେବ ତାହା ମୂଳଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ସଂସ୍କାର ଆଣିବା ଦରକାର।…

ତେଲ ଦର ବଢୁଥିବା ବେଳେ ରାଜଧାନୀରେ ଗଡ଼ିଲା ହାଇଡ୍ରୋଜେନ କାର

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ବେଳେ ବିକଳ୍ପ ଇନ୍ଧନର କଥା କହୁଥିବା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ରାଜଧାନୀ ରାଜରାସ୍ତାରେ ହାଇଡ୍ରୋଜେନ ଚାଳିତ କାର ଚଳାଇଛନ୍ତି । ଗଡ଼କରୀ ବୁଧବାର ନିଜର ଟୟୋଟା ମିରାଇ ନାମକ ହାଇଡ୍ରୋଜେନ୍ ଚାଳିତ କାରକୁ ନେଇ ସଂସଦ ଆସିଥିଲେ। ଆତ୍ମନିର୍ଭରଶୀଳ…

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ…

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ…

ପ୍ରତାପ ଷଡ଼ଙ୍ଗୀଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ଘର ଛାଡିବାକୁ ନୋଟିସ

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଏବେର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବଣ୍ଟିତ କରିଥିବା ଘର ଛାଡିବାକୁ ନୋଟିସ୍ ହୋଇଛି । ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସରକାରୀ କୋଠା ଆବଣ୍ଟିତ କରିଥିଲେ । ଏବେ କିନ୍ତୁ ବାଲେଶ୍ୱର ସାଂସଦ ମନ୍ତ୍ରୀ ପଦରେ ନଥିବାରୁ…

ଦେଶରେ ୨୮ ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେ ଚିହ୍ନଟ କଲା ଆଇଏଏଫ

ନୂଆଦିଲ୍ଲୀ: ଦେଶରେ ୨୮ଟି ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେକୁ ଆଜି ବିଧିବଦ୍ଧ ଭାବେ ଭାରତୀୟ ଏୟାର ଫୋର୍ସ ଚିହ୍ନଟ କରିଛି । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଆସାମରେ ସର୍ବାଧିକ ୫ଟି ଲ୍ୟାଣ୍ଡିଂ ଷ୍ଟ୍ରିପ ରହିଛି । ସେହିପରି…