Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିର ଗୁଣ୍ଡା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଅଭିଯୋଗ ଆଣିଲା ଆପ୍

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘର ଉପରକୁ ଆକ୍ରମଣ । ଏନେଇ ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ କରି କହିଛନ୍ତି ବିଜେପିର ଗୁଣ୍ଡା ମାନେ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି । କିଛି ଅସାମାଜିକ ବ୍ୟକ୍ତି କେଜ୍ରିୱାଲ ବାସ ଭବନରେ ଭଙ୍ଗା ରୁଜା କରିଛନ୍ତିା…

ଇମ୍ରାନଙ୍କ ବିଦାୟ ନିଶ୍ଚିତ, ସରକାର ଏବେ ସଂଖ୍ୟା ଲଘୁ

ଇସଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବୁଧବାର ମୁତାହିଦା କୌମି ମୁଭମେଂଟ ପାର୍ଟି ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମେଂଟରୁ ଓହରି ଯାଇଛି । ଫଳରେ ଏବେ ଇମ୍ରାନଙ୍କ ସରକାର ସଂଖ୍ୟା ଲଘୁ ହୋଇଯାଇଛି । ପାକିସ୍ତାନ ନ୍ୟାଶନାଲ…

ସୀମା ଟପିଲା ନୃଂଶସତା: ବିଷ ଇଞ୍ଜେକସନ୍ ଦେଇ ୧୦୦ କୁକୁରଙ୍କୁ ମାରିଦେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ବରତାର ସବୁ ସୀମା ଟପିଲା ମଣିଷ । ମରଗଲା ମଣିଷ ପଣିଆ । ମଣିଷ ଭୁଲିଗଲା ହିତାହିତ ଜ୍ଞାନ । ପଶୁଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛି ମଣିଷ । ଶହେ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା । ଏଭଳି ସଙ୍ଗୀନ ଘଟଣା ତେଲେଙ୍ଗାନାରୁ ସାମନାକୁ ଆସିଛି । ଗାଁର ସରପଞ୍ଚ…

୯ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଲାଣି ୬ ଟଙ୍କା

ଭୁବନେଶ୍ୱର: ତୈଳ ବଜାରରେ ନିଆଁ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦାମ୍ । ପ୍ରତିଦିନ ଗାଡ଼ିରେ ତେଲ ପକାଇବା ବେଳେ ହାତରୁ ଅଧିକ ଟଙ୍କା ଗଣୁଛନ୍ତି ଗ୍ରାହକ । ୨୪ ଘଣ୍ଟାରେ ବଦଳୁଛି ଦାମ୍ । ଗତ ୨୨ ତାରିଖରୁ ଆଜିକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦାମ ୮ ଥର ବଢିଲାଣି । ଭୁବନେଶ୍ୱରରେ ଆଜି…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର…

ବ୍ରିଟେନ ସରକାର ଜବତ କଲେ ରୁଷ କୋଟିପତିଙ୍କ ସୁପରୟାଟ

ଲଣ୍ଡନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ୟୁରୋପୀୟ ଦେଶଗୁଡିକ ବିଭିନ୍ନ କଟକଣା ଲଗାଇଛନ୍ତି । ମଙ୍ଗଳବାର ରୁଷର ଜନୈକ ବିତଶାଳୀଙ୍କ ସୁପରୟାଟକୁ ବ୍ରିଟେନ ସରକାର ଜବତ କରିଛି । ଫାଇ ନାମକ ଏହି ୟାଟର ମୂଲ୍ୟ ୩୭୭ କୋଟି ଟଙ୍କା ହେବ । ଏହାର ମାଲିକଙ୍କ ନାମ ଘୋଷଣା କରାଯାଇ ନାହିଁ ।…

ଆସାମ-ମେଘାଳୟ ୫୦ ବର୍ଷର ସୀମା ବିବାଦର ଅନ୍ତ

ନୂଆଦିଲ୍ଲୀ: ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷର ସୀମା ବିବାଦର ଅନ୍ତ ଘଟିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ କୋନରାଡ କେ ସାଙ୍ଗମାଙ୍କ ୮୮୪…

[ଭିଡିଓ] ଦୁବାଇ ଏକ୍ସପୋରେ ରଣବୀର ସିଂଙ୍କ ସହ ଠୁମକା ଲଗାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଦିଲ୍ଲୀ : ଦୁବାଇ ଏକ୍ସପୋ ଇଭେଣ୍ଟରେ ଜଲୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ । ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସୋପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହି ଇଭେଣ୍ଟର ବଲଉଡ ଷ୍ଟାର ରଣବୀର ସିଂ ଙ୍କ ମଧ୍ୟ ଉପସ୍ଥିତ ଥିଲେ । ହଠାତ୍ ଏହି ପୋଗ୍ରାମରେ ରଣବୀର ସିଂଙ୍କ ସହ ତାଳଦେଇ …