Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ…

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ…

ବିଟିଂ ରିଟ୍ରିଟରୁ ହଟିଲା ଆବାଇଡ ୱିଥ ମି

ନୂଆଦିଲ୍ଲୀ: ଚଳିତ ବର୍ଷ ଧ୍ୱଜାବତରଣ ଉତ୍ସବରେ ବିଟିଂ ରିଟ୍ରିଟ ଆବାଇଡ ୱିଥ ମି ଆଉ ବାଜିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଧୂନ ମୃତୁ୍ୟ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବଜା ଯାଉଥିଲା । ୨୦୨୦ରେ ଏହାକୁ ବାଦ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ…

ଆଖିରୁ ଜଣାପଡିବ କେବେ ହେବ ମୃତ୍ୟୁ !

ଭୁବନେଶ୍ୱର: ମଣିଷର ଆଖି ବହୁତ କିଛି କହିଥାଏ । ଏବେ ଏହାକୁ ଦେଖି ମଣିଷର ମୃତ୍ୟୁ କେବେ ହେବ ତାହା ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଇଂଲଣ୍ଡର ଏକ ବୈଜ୍ଞାନିକ ଏ ଭଳି ଏକ ଗବେଷଣା କରିଛନ୍ତି ଯେ, ଆଖିର ରେଟିନାକୁ ଦେଖି ମୃତ୍ୟୁର ପ୍ରକୃତ ସମୟ ଜଣାଯାଇ ପାରିବ । ସ୍ୱାସ୍ଥ୍ୟ ଅବସ୍ଥା ଆକଳନ…

୨୬୨ କଏଦୀ ପଜିଟିଭ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରିବାକୁ ଦାବି

ଥିରୁଅନନ୍ତପୁରମ: କେରଳ ରାଜ୍ୟର ପୂଜାପୋରା କେନ୍ଦ୍ରୀୟ ଜେଲରେ କରୋନା ବିସ୍ଫୋରଣ । ଏହି ଜେଲରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କଏଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖବର ଅନୁସାରେ, ଗତ ୩ଦିନ ପୂବର୍ବରୁ ପୂଜାପୋରା ଜେଲରେ ରହୁଥିବା ୯୩୬…

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩…

ନିଲାମ ହେବ ଦୁନିଆର ସବୁଠାରୁ ବଡ କଳା ହୀରା

ଭୁବନେଶ୍ୱର: ଦୁନିଆର ସବୁଠାରୁ ବଡ କଳା ହୀରାର ନିଲାମ ହେବ ବୋଲି ନ୍ୟୁଜ ୱେବସାଇଟ ସିଏନଏନରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟ ଗ୍ରହରୁ ଏହି ହୀରା ଆସିଥିବା ଅନୁମାନ କରାଯାଉଛି । ଏହା ୫୫୫.୫୫ କ୍ୟାରେଟ ବିଶିଷ୍ଟ ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ୫୦ କୋଟି ରଖାଯାଇଛି । ସୋଥବେ ନାମକ ଏକ କମ୍ପାନୀ…

କରୋନା ପଜିଟିଭ୍ ବାହାରିଲେ ୩ ମାସ ଯାଏ ନେଇ ପାରିବେନି ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ପାଇଁ ନୂ‌ଆ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ ୩ ମାସ ଯାଏ ତାଙ୍କୁ ଟିକା ଦିଆଯିବନି । ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ । ପ୍ରିକସନ୍ ଡୋଜ୍ ପାଇଁ…

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନାମନ୍ତ୍ରୀ ତଥା ଜିଡିଏସ୍ ମୁଖ୍ୟ ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ଦେବେଗୌଡାଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛ । ଦେବେଗୌଡ଼ାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।…

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର…