Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂକମ୍ପ ଝଟ୍‌କାରେ ଥରିଲା କର୍ଣ୍ଣାଟକ, ତୀବ୍ରତା ୩.୦

କର୍ଣ୍ଣାଟକ : କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ । ବୁଧବାର ସକାଳ ସମୟରେ କର୍ଣ୍ଣାଟକ ଚିକାବଲ୍ଲାପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ରେକ୍ଟର ସ୍କେଲରେ ପ୍ରଥମ ଝଟକାର ତୀବ୍ରତା୨.୯ ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ଥର ୩.୦ ତୀବ୍ରତା…

ଚିନ୍ତା ବଢାଇଲା ଓମିକ୍ରନ୍‌; ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଦ୍ରୁତ ବିସ୍ତାର ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟକୁ କରୋନାର କଟକଣା ବଢାଇବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ବଡ ବୈଠକ…

ଅଣ୍ଡର ଗ୍ରାଉଣ୍ଡ ହେଲେ ଅକାଳୀ ନେତା ବିକ୍ରମ

ଚଣ୍ଡୀଗଡ: ପଞ୍ଜାବ ଡ୍ରଗ୍ସ କେସର ଅଭିଯୁକ୍ତ ତଥା ଅକାଳୀ ନେତା ବିକ୍ରମ ମାଜିଥିଆଙ୍କୁ ପୋଲିସ ଗିରଫ କରିପାରି ନାହିଁ । ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି । ମୋବାଇଲକୁ ଘରେ ରଖି ସେ ଫେରାର ହୋଇ ଯାଇଛନ୍ତି । ଏସଟିଏଫ ଏବେ ତାଙ୍କ ନିକଟତମ ଲୋକଙ୍କ ସୂଚୀ ପ୍ରସ୍ତୁତ କରି ତନାଘନା ଆରମ୍ଭ କରିଛି ।…

ବିବାଦରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’; ନିର୍ମାତାଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଦର-ଏକ ପ୍ରେମ କଥା' ବକ୍ସ ଅଫିସରେ ଏକ ବଡ଼ ଧରଣର ହିଟ୍ ହୋଇଥିଲା। ଏହି ସିନେମାରେ ସନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅମିଷା ପଟେଲ ମହିଳା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିର୍ମାତାମାନେ ବର୍ତ୍ତମାନ ଏହି…

ଡାସଲ୍ଟ ଉପରେ ଫାଇନ୍‌ ଲଗାଇଲା ଭାରତ

ନୂଆଦିଲ୍ଲୀ: ୩୬ ଫ୍ରେଞ୍ଚ ରାଫାଲ ଯୁଦ୍ଧ ବିମାନ ପାଇଁ ୭.୮ ବିଲିୟନ ୟୁରୋ ଚୁକ୍ତିରେ ଅଫସେଟ ପ୍ରତିଶ୍ରୁତି ପୂରଣ କରିବାରେ ବିଳମ୍ବ ହେତୁ ଭାରତ କମ୍ପାନୀ ଉପରେ ଜରିମାନା ଲଗାଇଛି। ଡିଫଲ୍ଟ ଅସ୍ତ୍ରଶସ୍ତ୍ରର ବୃହତ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ପାଇଁ ନୂତନ ନୀତି ଅନୁଯାୟୀ ଏହି…

ଚତୁର୍ଥ ଡୋଜ୍‌ ଟିକା ନେବେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟର ବିସ୍ତାରକୁ ନେଇ ଚିନ୍ତା ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ-୧୯ ଟିକା ର ଚତୁର୍ଥ ଡୋଜ୍‌ ଦେବାପାଇଁ ଇସ୍ରାଏଲ୍ ଘୋଷଣା କରିଛି। ପ୍ରଥମ ଦେଶ ଭାବରେ ଇସ୍ରାଏଲ୍‌ ଏହା ଘୋଷଣା କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍…

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ୨୧୩ ଟି ମାମଲା ରିପୋର୍ଟ ହୋଇଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରହିିଥିବା ଜଣାପଡ଼ିଛି। ଓମିକ୍ରନ୍ ମାମଲାରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା କିନ୍ତୁ ଏବେ ଦିଲ୍ଲୀ ଏହାକୁ ପଛରେ ପକାଇ ଦେଇଛି।…

ଓମିକ୍ରନ୍‌; ଫେବ୍ରୁଆରୀରେ ଆସିପାରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ବୈଜ୍ଞାନିକମାନେ କରୋନାର ତୃତୀୟ ତରଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ଭାରତରେ ଓମିକ୍ରନ୍‌ର ନୂତନ ପ୍ରକାର ହେତୁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂଆ ଭାରିଆଣ୍ଟ ଫେବୃଆରୀ ୨୦୨୨ ରେ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ମହାମାରୀ ଉପରେ ନଜର ରଖିବା ପାଇଁ ଦୁଇଜଣ…

ଲଭ ଜିହାଦ ମାମଲାରେ ପ୍ରଥମ ଶୁଣାଣୀ, ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

କାନପୁର:ଲଭ ଜିହାଦ ମାମଲାରେ କାନପୁର ଜିଲା କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥରୁ ୨୦ ହଜାର ଟଙ୍କା ପୀଡିତାଙ୍କୁ ପ୍ରଦାନ କରାଯିବ । ଯୁବକ ଜଣଙ୍କ ନିଜ ଧର୍ମକୁ ଲୁଚାଇ ପୀଡିତାକୁ ଭଲ ପାଇବାର ଅଭିନୟ…

ଇଣ୍ଡିଆନ୍ ଅଏଲ୍ କର୍ପୋରେସନରେ ଅଗ୍ନିକାଣ୍ଡ: ୩ ମୃତ, ୩୫ ଗୁରୁତର

ପଶ୍ଚିମବଙ୍ଗ: ଇଣ୍ଡିଆନ ଅଏଲ କର୍ପୋରେସନରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଥିବା ସୂଚନା । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହଲଦିଆଠାରେ । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା…