Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶ ସୀମାରେ ୮୨ ଜଣ ଡ୍ରାଇଭର୍‌ଙ୍କ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଏସଏଫ ୮୨ଟି ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି। ବିଏସଏଫ ଦ୍ୱାରା ଯାଞ୍ଚ କରାଯିବା ପରେ ଏହି ସବୁ ଘଟିଛି। ଅତି କମରେ ୮୨ଟି ଟ୍ରକ ଡ୍ରାଇଭର ନକଲି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି। ଏହି ସମସ୍ତ…

[ଭିଡ଼ିଓ] INS ରଣବୀରରେ ବ୍ଲାଷ୍ଟ, ୩ ଯବାନ ସହିଦ

ମୁମ୍ବାଇ: INS ରଣବୀରରେ ବ୍ଲାଷ୍ଟ  ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି । ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ହଠାତ୍ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଛି । ରାଜପୁତ…

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ, ସୁରକ୍ଷା କଡ଼ାକଡ଼ି

ଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ।  ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ପାଇବା ପରେ ଏବେଠୁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା ।  ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ରାଜଧାନୀରେ ତ୍ରିସ୍ତରୀୟ…

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ।…

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

ଆଉ ନାହାନ୍ତି ବିଶ୍ୱର ବୟସ୍କ ବ୍ୟକ୍ତି, ୧୧୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ । ୧୧୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୟସ୍କ ବ୍ୟକ୍ତି ସ୍ପାନିୟାର୍ଡ ସାଟ୍ରୁନିନୋ ଡି ଲା ଫୁଏଣ୍ଟି ଗାର୍ସିଆ । ୧୧୨ ବର୍ଷ ୩୪୧ ଦିନରେ ତାଙ୍କର ପରଲୋକ ହୋଇଛି । ଏନେଇ ଗୀନିଜ୍ ଓ୍ୱାର୍ଲଡ ରେକର୍ଡସ ପକ୍ଷରୁ ସୂଚନା…

ଏହିସବୁ ସ୍ଥାନକୁ ଭ୍ରମଣ ନିଷେଧ; ସତର୍କ କଲା ସିଡିସି

ୱାଶିଂଟନ: ଇସ୍ରାଏଲ, ଅଷ୍ଟ୍ରେଲିଆ, ଇଜିପ୍ଟ, ଆଲବେନିଆ, ଆର୍ଜେଣ୍ଟିନା ଏବଂ ଉରୁଗୁଏ ସମେତ ୨୨ ଟି ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯାତ୍ରା କରିବା ପାଇଁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମଙ୍ଗଳବାର ପରାମର୍ଶ ଦେଇଛି। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ଗଣତନ୍ତ୍ର ଦିବସ ସମାରୋହରେ କରୋନା ପ୍ରଭାବ; ଏଥର ବି ମୁଖ୍ୟ ଅତିଥିଙ୍କ ବିନା ଅନୁଷ୍ଠିତ ହେବ ପରେଡ୍‌

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ଭଳି ଏହି ବର୍ଷ ଏଥର ମଧ୍ୟ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶୀ ନେତା ରାଜପଥରେ ଆୟୋଜିତ ପ୍ୟାରେଡ୍‌ରେ ଯୋଗ ଦେଇପାରିବେ…

ଚଳିତ ବର୍ଷ ୨.୧ କୋଟିରୁ ଅଧିକ ଲୋକ ରହିବେ ବେରୋଜଗାର; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ହେତୁ ୨୦୨୨ ମସିହାରେ ମଧ୍ୟ ବେକାରି ସମସ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ଦୁଇ ପ୍ରତିଶତ ହ୍ରାସ ଘଟିବ। ଆଇଏଲ୍ଓ…