Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଚାଲିଲା ନାଟ, ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡର ବିବାଦୀୟ ତଥା ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ । ଅଶ୍ଳୀଳ ଫିଲ୍ମରେ ଅଭିନୟ, ଅପ୍ରୀତିକର ମନ୍ତବ୍ୟ ଓ ସାମ୍ ବମ୍ବେଙ୍କ ସହ ତାଙ୍କ ବିବାଦୀୟ ବୈବାହିକ ଜୀବନକୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିକଟରେ ପୁନମଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କ…

ଫଡନଭିସଙ୍କ ଅଣ୍ଡରୱାର୍ଲ୍ଡ କନେକ୍ସନ ଟାର୍ଗେଟ ପରେ ମଲିକ କହିଲେ କାଲି ପଡିବ ହାଇଡ୍ରୋଜେନ ବୋମା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ନେତମାନେ ନିଜ ନିଜ ଦୁର୍ବଳତା ପଦାରେ ପକାଇବା ଆରମ୍ଭ କରିଛନ୍ତି । ଡ୍ରଗ୍ସ କେସରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଗିରଫ ହେବା ପରେ ନୱାବ ମଲିକ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରିଥିଲେ । ଏହ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

୧୧ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ…

ଚୀନରେ ଛୋଟ ପିଲାଙ୍କୁ ଦିଆଯାଉଛି କୁକୁଡା ରକ୍ତ !

ବେଜିଂ: ଚୀନରେ ଏବେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ସାରା ବିଶ୍ୱ ଚକିତ ହୋଇପଡିଛି । ଏଠାରେ ଛୋଟ ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକସନ ମାଧ୍ୟମରେ ଦିଆଯାଉଛି । ଏହା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ ଏବଂ ପିଲାମାନେ ସ୍ମାର୍ଟ ଏବଂ ଫିଟ ରହିବେ ବୋଲି ଚୀନ ଡାକ୍ତର ଯୁକ୍ତି…

କରୋନା ଟିକା ନେଇ ରାତାରାତି କୋଟିପତି ପାଲଟିଲେ ମହିଳା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଏଡାଇବା ପାଇଁ ସମଗ୍ର ବିଶ୍ୱରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଛି। ଯାହା କରୋନାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ଏବଂ କରୋନା ଟିକା ପାଇବାକୁ ଉତ୍ସାହିତ…

ମାଟି ତଳେ ସୁନାର ବାଇବେଲ୍

ଲଣ୍ଡନ: ମାଟି ତଳୁ ମିଳିଲା ସୁନାର ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି । ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ…

ତାମିଲନାଡୁରେ ବର୍ଷା ବିତ୍ପାତ : ୪ ମୃତ,ସ୍କୁଲ କଲେଜ ବନ୍ଦ

ଚେନ୍ନାଇ :ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଗଲାଣି। ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ଅଛି । ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ୧୪ ଅଞ୍ଚଳକୁ ରେଡ ଆଲର୍ଟ ଜାରି…

ଟିକା ନେଇ ନଥିଲେ ମିଳିବନି ଦରମା

ମହାରାଷ୍ଟ୍ର: ଦେଶରେ ଟିକାକରଣ ଅଭିଯାନ ରେକର୍ଡ କରିଥିବା ବେଳେ ମହାରାଷ୍ଟ୍ରର ଥାନେ ମ୍ୟୁନିସିପାଲିଟି କର୍ପୋରେସନ କୋଭିଡ-୧୯ ଟିକା ନେଇନଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି। ଟିକା ନାହିଁ ତ ଦରମା ବି ନାହିଁ। ଥାନେ ମେୟର ନରେଶ ମାସ୍କେଙ୍କ ସମେତ…

ତାଲିବାନର ଚେତାବନୀ ସତ୍ତ୍ୱେ ବି ଆଫଗାନିସ୍ତାନରେ ଜାରି ରହିଛି ଅଫିମ ଚାଷ

କାବୁଲ: ତେବେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣରେ ଯିବା ପରଠୁ ଆଫଗାନିସ୍ତାନରେ ଅଫିମ ଚାଷ ଉପରେ ତାଲିବାନ ରୋକ୍‌ ଲଗାଇଥିଲା। ତାଲିବାନର ଚେତାବନୀ ସତ୍ତ୍ବେ ବି ଆଫଗାନିସ୍ତାନରେ ଅଫିମ ଚାଷ ଜାରି ରହିଥିବା ଜଣାପଡ଼ିଛି। ଅଗଷ୍ଟ ୧୫ରେ ତାଲିବାନକୁ କ୍ଷମତାକୁ ଆସିବା ପରେ ତାଲିବାନର…

ଭୋପାଳ କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ନବଜାତ ଶିଶୁଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ସହରରେ ଏକ ଦୁଃଖଦ ଘଟଣା ଘଟିଛି। ସହରର ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ଜଣ ନବଜାତ ଶିଶୁଙ୍କର ମୃତ୍ୟ ହୋଇଛି। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା…