Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆଇଟିର ନୋଟିସ

ମଥୁରା: ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ ଜାରି କରିଛି। ବିଶ୍ବାସ ନ ହେଉଥିଲେ କଥାଟି ସତ। ଉତ୍ତରପ୍ରଦେଶ ମଥୁରାରୁ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମଥୁରାର ଜଣେ ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କା ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ…

ରୋଗୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସା; ପ୍ରିୟଙ୍କା

ନୂଆଦିଲ୍ଲୀ: ଦଳ ଜିତିଲେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ସରକାର ଗଠନ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ…

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା

ନୂଆଦିଲ୍ଲୀ: ଆଜିଠୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଭାରତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ଦେଶର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇଛି ସେହି ଦେଶରୁ ଯାତ୍ରୀମାନଙ୍କୁ କ୍ବାରେଣ୍ଟାଇନ୍‌ରେ…

କେବେ ଶେଷ ହେବ ମହାମାରୀ? ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ସରିବ ମହାମାରୀ? ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚାହିଁବ ସେତେବେଳେ କରୋନା ମହାମାରୀ ଶେଷ ହେବ। ବର୍ଲିନରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ତାଙ୍କ ସମ୍ବୋଧନ…

ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା

ଦୋହକ୍: ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା। ଇରାକର ପ୍ରତ୍ନତତ୍ତ୍ୱବିତ୍‌ମାନେ ୨୭୦୦ ବର୍ଷ ପୂର୍ବର ମଦ କାରଖାନାର ସନ୍ଧାନ ପାଇଛନ୍ତି। ଆସିରିୟାନ୍‌ ରାଜାମାନଙ୍କ ଶାସନ ସମୟର ଏକ ବଡ଼ ଧରଣର ମଦ କାରଖାନା ଆବିଷ୍କାର କରିବା ସହିତ ଚମତ୍କାର କଳାକୃତି ମଧ୍ୟ ଆବିଷ୍କାର କରିଥିବା ସୂଚନା…

ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ପିଲାମାନେ ପିତାମାତାଙ୍କର ପ୍ରଥମ ପ୍ରାଥମିକତା ହେବା ଉଚିତ; ଏଚ୍‌ସି

ମୁମ୍ବାଇ: ଛାଡପତ୍ର ପରେ ଉଭୟ ପିତାମାତା ସେମାନଙ୍କ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚର ଯତ୍ନ ନେବା ପାଇଁ ସମାନ ଭାବରେ ଦାୟୀ ହେବା ଉଚିତ୍ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଜଣେ ୧୮ ବର୍ଷ ବୟସ୍କା ଯୁବକ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସେ ଏହି…

ଆଜି ଅନନ୍ୟାଙ୍କୁ ପୁଣି ଜେରା କରିବ ଏନ୍‌ସିବି

ମୁମ୍ବାଇ:ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଯାଇଛି। ଶୁକ୍ରବାର ଦିନ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଗତ ଗୁରୁବାର ଦିନ ବଲିଉଡ…

୫ ରୁ ୧୧ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ ଟିକା!

ୱାଶିଂଟନ୍: ପିଲାଙ୍କ ଲାଗି ଭଲ ଖବର। ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକା ନଭେମ୍ବରର ପ୍ରଥମାର୍ଦ୍ଧରେ ଉପଲବ୍ଧ ହୋଇପାରେ ବୋଲି ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି କହିଛନ୍ତି। ଏହାଦ୍ବାରା ଅନେକ ପିଲା ଟିକାକରଣର ସୁବିଧା ପାଇପାରିବେ ବେ‌ାଲି ସେ…

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଆପଣାଇବେ ହିନ୍ଦୁ ଧର୍ମ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକୋର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋପୁତ୍ରି ହିନ୍ଦୁ ଧର୍ମ ଆପଣାଇବେ । ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଇସଲାମ ଧର୍ମ ଛାଡିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ସୁକମାବତୀ ଏକ କବିତା ଲେଖି ସୋସିଆଲ ସାଇଟରେ ଶେୟାର କରିଥିଲେ…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି…