Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୟାନରେ ବୋମା ପକାଇଲେ ରଘୁରାଜ, ଜେଏନୟୁରେ ଚାଲିଛି ସେକ୍ସ ସ୍କାଣ୍ଡାଲ

ଅଲିଗଡ: ଉତରପ୍ରଦେଶର ରାଜ୍ୟମନ୍ତ୍ରୀ ତଥା ବିଜେପିର ବଡ ନେତା ରଘୁରାଜ ସିଂ ଆଜି ବିବାଦୀୟ ବୟାନ ବୋମା ପକାଇଛନ୍ତି । ସେ କହିଛନ୍ତି ଜବାହାର ଲାଲ ନେହେରୁ ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ରାହୁଲ ଗାନ୍ଧୀ, କଂଗ୍ରେସର ବଡ ନେତାଙ୍କ ସମେତ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି ।…

ସାଧାରଣ ଲୋକଙ୍କୁ ମହଙ୍ଗା ଝଟ୍‌କା; କାଲିଠୁ ଏହି ସବୁ ସାମଗ୍ରୀ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ନୂଆ ବର୍ଷ ଅର୍ଥାତ୍‌ ୨୦୨୨ ବର୍ଷ ଆରମ୍ଭ ହେଉଛି। ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତା ମୁଦ୍ରାସ୍ଫୀତିର ଏକ ବଡ଼ ଝଟ୍‌କା ଲାଗିପାରେ। ବାସ୍ତବରେ, ୨୦୨୨ରୁ ଅନେକ ଜିନିଷ ଉପରେ ଟ୍ୟାକ୍ସ ବୃଦ୍ଧି ପାଉଛି। ଏଥିରେ ଏଟିଏମ୍‌ ଟ୍ରାନ୍‌ଜାକ୍ସନଠୁ, ରେଡିମେଡ୍‌…

ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ଆନ୍ଧ୍ର ପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ୟୁଏଇର ଜଣେ ଫେରନ୍ତା ବ୍ୟକ୍ତି ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ଇଛି। ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ। ବ୍ୟକ୍ତି ଜଣକ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଆନ୍ଧ୍ରପ୍ରଦେଶରୁ ସମୁଦାୟ ୧୭ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।…

ବଢୁଛି ଓମିକ୍ରନ୍‌ ମାମଲା; ବଢିପାରେ କଟକଣା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ଦେଶରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ରିପୋର୍ଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ମହାରାଷ୍ଟ୍ରରେ ଅଧିକ ପ୍ରତିବନ୍ଧକ ଲଗାଯିବା ନେଇ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ଥାପିତ କୋଭିଡ-୧୯…

ଆମେରିକାରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ମାମଲା; ବେଶି ଆକ୍ରାନ୍ତ ହେଉଛନ୍ତି ଶିଶୁ

ନୂଆଦିଲ୍ଲୀ: ଆମେରିକାରେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ଯୋଗୁ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆସନ୍ତା ସପ୍ତାହରେ ଏକ 'ଓମିକ୍ରନ୍ ବ୍ଲିଜାର୍ଡ' ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଅଧିକାଂଶ ଲୋକଙ୍କୁ ଟିକାକରଣ…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।…

ସିନେମା ହଲ୍‌ ଖୋଲିବାକୁ ଦିଲ୍ଲୀ ସରକାରଙ୍କୁ କରଣଙ୍କ ନିବେଦନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ରିପୋର୍ଟ ହୋଇଛି। ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିସେମ୍ବର ୨୮ ରେ ସିନେମା ହଲ, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ…

ଦେଶରେ ୧୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ୍‌ର ୧୨୭୦ଟି ନୂତନ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହିଛି। ୧୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହା ପଛକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦…

ଓମିକ୍ରନ୍‌ ଭୟ; ଚିନ୍ତାରେ କେନ୍ଦ୍ର ସରକାର; ୮ ରାଜ୍ୟକୁ ସତର୍କ ସୂଚନା

ନୂଆଦିଲ୍ଲୀ: ନୂତନ କୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରିବାକୁ ଡାକ୍ତରଖାନାର ପ୍ରସ୍ତୁତିକୁ ଦୃଢ କରିବାକୁ ଏବଂ ଟିକାକରଣକୁ ବୃଦ୍ଧି କରିବାକୁ କହିଛନ୍ତି। ଭାରତରେ ଗୁରୁବାର ୧୬,୫୭୪ ନୂତନ ମାମଲା…

ଚେନ୍ନାଇରେ ପ୍ରବଳ ବର୍ଷା; ସ୍କୁଲ, କଲେଜ, ଅଫିସ୍‌ ବନ୍ଦ

ଚେନ୍ନାଇ: ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ୍, ଏବଂ ଚେଙ୍ଗଲପେଟ୍ଟୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏହି ସମୟରେ ଜରୁରୀକାଳୀ ସେବାକୁ ଅନୁମତି ଦିଆଯିବା ନେଇ କୁହାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା…