Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ

ପାଟନା: ପାଟନାର ଜଣେ ୨୬ ବର୍ଷିୟା ଯୁବକ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ନିକଟରେ ଦିଲ୍ଲୀ ଯାଇ ବିଦେଶରୁ ଫେରିବା ପରେ ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ। ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟ ସ୍ୱାସ୍ଥ୍ୟ ସମାଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ମୁମ୍ବାଇ: ଖଲିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି । ଡିସେମ୍ବର ୩୧ ରାତିରେ ଏହି ଆକ୍ରମଣ କରାଯିବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ରହିଛି । ଏପରିକି ସମସ୍ତ ପୋଲିସ ଛୁଟି ବାତିଲ କରାଯାଇଛି । ସହରର ପ୍ରମୁଖ…

ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ସର୍ବାଧିକ ୧୨୬ଟି ବାଘ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ୧୨୬ଟି ବାଘ । ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ପ୍ରାଣ ହରାଇଛନ୍ତି । ବାଘ ମୃତ୍ୟୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ବା ଏନଟିସିଏ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମୃତ ବାଘଙ୍କ ମଧ୍ୟରୁ ଶିକାର ଓ…

ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ନିର୍ବାଚନ

ଉତ୍ତରପ୍ରଦେଶ : ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ସଠିକ୍ ସମୟରେ ନିର୍ବାଚନ କରିବା ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହମତ ଅଛନ୍ତି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉପଯୁକ୍ତ ତାରିଖରେ ନିର୍ବାଚନ…

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଉତ୍ତରପ୍ରଦେଶ…

ଆଉ ୬ ମାସ ବୃଦ୍ଧି ହେଲା ଆଫସ୍ପା ନିୟମ

କୋହିମା: କେନ୍ଦ୍ର ସରକାର ନାଗାଲାଣ୍ଡରେ ଆଫସ୍ପା ନିୟମକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ସେନାଙ୍କୁ ଶକ୍ତିଶାଳୀ କରୁଥିବା ଏହି ନିୟମ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏହାକୁ ବଳବତର ରଖିଛନ୍ତି । ନାଗାଲାଣ୍ଡସ ରାଇଟ୍ସ ଗ୍ରୁପ ଓ ରାଜ୍ୟ ସରକାର ଏହାକୁ…

ରାଫେଲକୁ ଟକ୍କର ଦେବା ପାଇଁ ପାକିସ୍ତାନ କିଣିବ ଜେ-୧୦ସି ଜେଟ୍

ଇସଲାମବାଦ: ଭାରତକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ । ତେଣୁ ଚୀନ ସହ ପୁଣି ପାକିସ୍ତାନ ମେଣ୍ଟ କରିଛି । ଭାରତର ରାଫେଲକୁ ଚେକ୍ ଦେବାକୁ ପାକିସ୍ତାନ ଚୀନଠାରୁ କିଣିବ ୨୫ଟି ଶକ୍ତିଶାଳୀ ଲଢୁଆ ଜେଟ୍ । ଯାହାର ନାଁ ଜେ-୧୦ ସି । ୩ ମାସ ମଧ୍ୟରେ ପାକିସ୍ତାନ ଏହି ଜେଟ୍ ଆଣିବ ।…

[ଭିଡିଓ] ମୁମ୍ବାଇ ରାସ୍ତାରେ ଅଟୋରିକ୍ସା ଚଳାଇଲେ ସୁପରଷ୍ଟାର ସଲମାନ୍ ଖାନ୍

ମୁମ୍ବାଇ: ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାକୁ ଭୁଲନ୍ତି ନାହିଁ ସୁପରଷ୍ଟାର ସଲମାନ ଖାନ । କେତେବେଳେ ଚିତ୍ର ଆଙ୍କି ତ ପୁଣି କେତେବେଳେ ରାସ୍ତାରେ ସାଇକଲ ଚଢି ସେ ନିଜ ଦର୍ଶକଙ୍କୁ ଦେଇଥାନ୍ତି ସରପ୍ରାଇଜ ପରେ ସରପ୍ରାଇଜ । ନିକଟରେ ସଲମାନଙ୍କୁ ଅଟୋରିକ୍ସା ଚାଳକ ଅବତାରରେ ଦେଖିବାକୁ ମିଳିଥିଲା ।…

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ…

ଦେଶରେ ହଜାରେ ମୁହାଁ ଓମିକ୍ରନ୍ କେସ୍, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଅଧା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ମେଲାଇ ଚାଲିଲାଣି ଓମିକ୍ରନ୍ । ଦୈନିକ କେସ୍ ବଢୁଛି । ଶହେରୁ ଏବେ ପାଖାପାଖି ହଜାରେ ମୁହାଁ ହେଲାଣି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୨ ରାଜ୍ୟରେ ପଶିଲାଣି । ଚିହ୍ନଟ ହୋଇଛି ୯୬୧ ନୂଆ ଭାରିଆଣ୍ଟ କେସ୍ । ଦେଶରୁ ଯେତିକି ଓମିକ୍ରନ୍…