Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶୀ କୁଇନ୍ ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ, କିନ୍ତୁ କାହିଁକି ଜାଣନ୍ତୁ

ଲକ୍ଷ୍ନୌ: ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ । ଲକ୍ଷ୍ନୌର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ସୋକୁ ବାତିଲ କରିବା ଓ ଦର୍ଶକଙ୍କ ଟଙ୍କା ଫେରସ୍ତ ନ କରିବା ଅଭିଯୋଗରେ ସପନାଙ୍କ ନାଁରେ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ନଭେମ୍ବର ୨୨ ତାରିଖ ସୁଦ୍ଧା ଗିରଫ…

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ…

ପିଡିପି ସଭାପତି ମେହବୁବା ଗୃହବନ୍ଦୀ

ଶ୍ରୀନଗର: ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି । ସୁରକ୍ଷାକର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ମାରୁଛନ୍ତି କହିବା ସହ ମେହବୁବା ଶବ ହସ୍ତାନ୍ତର ନେଇ ଦାବୀ କରି ଉତେଜନା ସୃଷ୍ଟି କରୁଥିଲେ । ଅପର…

ବ୍ୟାନ୍ ସତ୍ତ୍ବେ ଦିଲ୍ଲୀରେ କାହିଁକି ଫୁଟିଲା ବାଣ, ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଜି ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସସର୍ବୋଚ୍ଚ ଅଦାଲତ କହିଛନ୍ତି, ନଡା ପୋଡିବା ଲାଗି ଚାଷୀଙ୍କୁ ସରକାର ଅନୁରୋଧ କରିପାରିବେ । କିନ୍ତୁ ସେମାନଙ୍କୁ ଦଣ୍ଡ ଦେବା…

ଲଖିମପୁର ଚାଷୀ ହତ୍ୟା ମାମଲା, ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲଖିମପୁର ଚାଷୀ ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାର ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପଞ୍ଜାବ, ହରିୟାଣା ହାଇକୋର୍ଟର…

ଭାରତୀୟ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ

ଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ।  ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମତି ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଟିକାକୁ ଅନୁମତି ଦେଇ ଚାଲିଛନ୍ତି । ନ୍ୟୁଜିଲାଣ୍ଡ ସରକାର ମଧ୍ୟ ଏହି ଟିକାକୁ…

କୁଲଗାମ ଜିଲ୍ଲାରେ ଏନକାଉଣ୍ଟର, ୪ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାଙ୍କ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏହି ଏନକାଉଣ୍ଟର ଚାଲିଥିବାବେଳେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ…

ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇଁ କନ୍ୟା ମିଳୁନି !

ମାଡ୍ରାସ: ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇ ନିଜ ଜାତିରେ କନ୍ୟା ମିଳୁ ନାହାନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଏବେ ସେମାନେ ବିହାର ଏବଂ ଉତରପ୍ରଦେଶ ବ୍ରାହ୍ମଣ ଘରୁ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ…

ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି

ଦିଲ୍ଲୀ: ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ବୁଧବାର ଆଇସିସି ଗଭର୍ଣ୍ଣିଂ ବଡ଼ି ପକ୍ଷରୁ ଏହି ସୂଚନା ମିଳିଛି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ । ୨୦୧୨ରେ ଏହି…

ଜିନ୍ନା ଏବଂ ତାଙ୍କ ଭଉଣୀଙ୍କ ସମ୍ପତ୍ତି ଗାଏବ୍‌; ଯାଞ୍ଚ ପାଇଁ ଗଠନ ହେଲା ପ୍ୟାନେଲ୍‌

ନୂଆଦିଲ୍ଲୀ: ଗାଏବ୍‌ ହେଲା ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନା ଏବଂ ତାଙ୍କ ଭଉଣୀ ଫାତିମାଙ୍କ ସମ୍ପତ୍ତି। ଯାଞ୍ଚ ପାଇଁ ଗଠନ ହେଲା ସ୍ବତନ୍ତ୍ର ପ୍ୟାନେଲ। ଏସ୍‌ଏଚ୍‌ସିଙ୍କ ନିର୍ଦ୍ଦେଶ ପରେ ଅବସରପ୍ରାପ୍ତ ଜଷ୍ଟିସ ଫହିମ ଅହମ୍ମଦ ସିଦ୍ଦିକିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଏକ ପ୍ୟାନେଲ୍‌ ଗଠନ…