Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନର ସବୁଠାରୁ ବୟସ୍କ ମହିଳାଙ୍କ ୧୩୫ ବର୍ଷରେ ପରଲୋକ

ବେଜିଂ: ଚୀନର ସବୁଠାରୁ ବୟସ୍କ ମହିଳା ଆଲମିହାନ ସେୟତିଙ୍କ ୧୩୫ ବର୍ଷ ବୟସରେ ପରଲୋକ ହୋଇଛି । ଶିନଜିୟାଙ୍ଗ ଉଇଗୁର ଅଂଚଳର ଅଧିକାରୀ ଏହା ଘୋଷଣା କରିଛନ୍ତି । ସେୟତିଙ୍କ ଜନ୍ମ ୨୫ ଜୁନ ୧୮୮୬ରେ ହୋଇଥିଲା । ୨୦୧୩ରେ ଚାଇନା ଆସୋସିଏଶନ ଅଫ ଗେରୋଂଟାଲୋଜି ଆଣ୍ଡ ଜେରିୟାଟ୍ରିକ୍ସ ସେୟତିଙ୍କୁ ଦେଶର…

କେନ୍ଦ୍ରମନ୍ତ୍ରୀଙ୍କ ଅବିକଳ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍‌ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ତେଲ, ଡାଲି ଓ ମସଲା ଭେଜାଲ୍ ହେବା ନେଇ ଆପଣ ଶୁଣିଥିବେ କିମ୍ବା ପଢିଥିବେ । ହେଲେ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍ ବିଷୟରେ ଆପଣ କେବେ ହେଲେ ସୁରାଗ ପାଇନଥିବେ । ତେବେ ଅପରାଧର ଅନ୍ୟତମ ସହର ଉତ୍ତରପ୍ରଦେଶରେ ଏହି ଘଟଣା…

ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା: ଗିରଫ ହେଲେ ଡିଆରଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ: ଡିସେମ୍ବର ୯ରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ସ୍ଥାନୀୟ ପୋଲିସ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛନ୍ତି । ସେ ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଅଭିଯୁକ୍ତ…

କରାଚୀରେ ବିସ୍ଫୋରଣ: ୧୨ ମୃତ

କରାଚୀ: ପାକିସ୍ତାନର ଆର୍ଥୀକ ରାଜନୀତି କରାଚୀରେ ଆଜି କ୍ରମାଗତ ୨ଟି ବିସ୍ଫୋରଣ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ଅନେକ ଆହତ ହୋଇଛନ୍ତି ।  ଶେରଶାହ ଅଂଚଳରେ ଏକ ଘରୋଇ ବ୍ୟାଙ୍କ ନିକଟରେ ବିସ୍ଫୋରଣ ହେବାରୁ ଏହି ବିଲ୍ଡିଂ ଭୁଷୁଡି ପଡିଥିଲା । ଲୋକମାନଙ୍କୁ ଏଥିରୁ…

ଅମିତ ଶାହା, ନିତୀନ୍‌ ଗଡକରୀ ଏବଂ ପୀୟୁଷ ଗୋୟଲଙ୍କ ନାଁରେ ନକଲି ଟିକାକରଣ ପ୍ରମାଣପତ୍ର; ତଦନ୍ତ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ନକଲି ଟିକାକରଣ ପ୍ରମାଣପତ୍ର। ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଉତ୍ତରପ୍ରଦେଶର ଏଟାୱା ଜିଲ୍ଲାର ତାଖା ତହସିଲରେ ଥିବା ଏକ ସ୍ୱାସ୍ଥ୍ୟସେବା କେନ୍ଦ୍ର ପକ୍ଷରୁ ଆସିଛି।  ସ୍ୱାସ୍ଥ୍ୟସେବା କେନ୍ଦ୍ର ଦ୍ବାରା ''ଅମିତ ଶାହା'', "ଓମ୍‌…

ଓମିକ୍ରନ୍‌ ଆତଙ୍କ; ସ୍କୁଲର ୧୬ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଭି ମୁମ୍ବାଇ ଅଞ୍ଚଳର ଏକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହାପୂର୍ବରୁ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଥିଲା। ଯାହା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା।…

ବ୍ରିଟେନ୍ ଭଳି ଭାରତରେ ଓମିକ୍ରନ୍ ବ୍ୟାପିଲେ ଦୈନିକ କେତେ ପଜିଟିଭ୍ ହେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ବ୍ରିଟେନରେ ହୁ ହୁ ହୋଇ ବଢୁଛି କରୋନା କେସ୍ । ଏମିକ୍ରନ୍ କେସ ବଢୁଛି । ଏଥିପାଇଁ ପ୍ରତି ଦୁଇ ଦିନରେ ଡବଲିଂ ହେଉଛି କରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୩ ହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ବ୍ରିଟେନ୍, ଆମେରିକା,…

ଗର୍ଜିଲା ଯବାନଙ୍କ ବନ୍ଧୁକ, ଟଳିପଡିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅଧିକାଂଶ ସମୟ ଭଳି ପୁଣିଥରେ ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ସମ୍ମୁଖୀନ କରିପାରିନି ଲାଲ ବାହିନୀ । ପୋଲିସ ଗୁଳିରେ ଏକାଧିକ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସବିଶେଷ…

ଇସ୍ତଫା ଦେଲେ ମିଳିତ ଜାତିସଂଘର ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ରାଷ୍ଟ୍ରଦୂତ ଗୁଲାମ ଇସାକଜାଇ ତାଙ୍କ ରାଷ୍ଟ୍ରଦୂତଙ୍କ ବଦଳରେ ବର୍ତ୍ତମାନର ତାଲିବାନ ଶାସକଙ୍କ ଉଦ୍ୟମ ମଧ୍ୟରେ ଇସ୍ତଫା ଦେଇଛନ୍ତି। ମିଳିତ ଜାତିସଂଘରେ ଆଫଗାନିସ୍ତାନର ମିଶନ ଟ୍ୱିଟ୍ କରି କହିଛି ଯେ ନାସିର ଫାଏକ୍…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…