Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତୀୟ ମାନବାଧିକାର ଆୟୋଗର ୨୮ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦିଲ୍ଲୀ: ଜାତୀୟ ମାନବାଧିକାର କମିଶନରର ସ୍ଥାପନା ଦିବସ ଏହି ସମୟରେ ଆୟୋଜନ କରାଯାଉଛି ଯେଉଁ ସମୟରେ ଆମ ଦେଶ ନିଜ ଆଜାଦୀର ଅମୃତ ମହୋତ୍ସବ ମନଉଛି। ଭାରତ ପାଇଁ ମାନବ ଅଧିକାରର ପ୍ରେରଣା, ମାନବ ଅଧିକାରର ମୂଲ୍ୟର ବହୁତ ବଡ଼ ଶ୍ରୋତ ଆଜାଦୀ ପାଇଁ ଆନ୍ଦୋଳନ ଆମ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମମତା ବାନାର୍ଜୀଙ୍କ ଅଫିସ୍‌ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍‌ରେ ଅଗ୍ନିକାଣ୍ଡ। ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ଅସ୍ଥାୟୀ ରାଜ୍ୟ ସଚିବାଳୟ ଥିବା…

ଆର୍ଯ୍ୟନଙ୍କ ପାଇଁ ନୂଆ ଓକିଲ ନିଯୁକ୍ତ

ମୁମ୍ବାଇ: ପୁଅ ଆର୍ଯ୍ୟନ ପାଇଁ କିଙ୍ଗଖାନ ଶାହରୁଖଙ୍କ ଚିନ୍ତା ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଅ ପାଇଁ ଏବେ କିଙ୍ଗଖାନ ଯୋଗାଡ କରିଛନ୍ତି ଆଉ ଜଣେ ଓକିଲ । ଏ ହେଉଛନ୍ତି ସେହି ଓକିଲ ଯିଏ ସଲମାନଙ୍କୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜାମିନରେ ମୁକୁଳାଇଥିଲେ ।…

୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ଛୁଆଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି। କୋଭିଡ-୧୯ କୁ ନେଇ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଏହି ଅନୁମୋଦନ ଦିଆଯାଇଛି। ହାଇଦ୍ରାବାଦ ଭିତ୍ତିକ ଭରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ଏନଆଇଏର ଚଢ଼ାଉ ଆରମ୍ଭ

ଦିଲ୍ଲୀ:  ଜମ୍ମୁକଶ୍ମୀର ସାଧାରଣ ନାଗରିକଙ୍କ ହତ୍ୟା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଏବେ ସକ୍ରିୟ ହେବାରେ ଲାଗିଛି। ମଙ୍ଗଳବାର ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି କରାଯାଇଛି । ଜମ୍ମୁ କଶ୍ମୀରର ୧୬ ଟି ସ୍ଥାନରେ ଏନଆଇଏ ପକ୍ଷରୁ ଚଢଉ କରାଯାଇଛି ବୋଲି ଜଣାପଡ଼ିଛି।ଆତଙ୍କବାଦୀ…

ଅମିତାଭଙ୍କ ଅବସର ଚାହୁଁଛନ୍ତି ସଲିମ୍‌

ନୂଆଦିଲ୍ଲୀ: ଲେଖକ ସଲିମ ଖାନ କହିଛନ୍ତି ଯେ ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର ନେବା ଉଚିତ କାରଣ ସେ ବହୁତ କିଛି ହାସଲ କରିଛନ୍ତି। ସଲିମ ଏବଂ ଅମିତାଭ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର…

ଜିଏସ୍‌ଟି ବୃଦ୍ଧି କରିପାରନ୍ତି ମୋଦୀ ସରକାର; ଚାଲିଛି ଯୋଜନା!

ନୂଆଦିଲ୍ଲୀ: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ମୋଦୀ ସରକାର କିଛି ସାମଗ୍ରୀ ଏବଂ ସେବା ଉପରେ ଟିକସ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏକ ସରଳ ଟିକସ ହାର ଗଠନ ଲକ୍ଷ୍ୟ ନେଇ ଏହି ପଦକ୍ଷେପକୁ ବିଚାର କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଦେଶର ବଡ…

ଟଙ୍କା ଲୋଭରେ କରାଯାଉଛି ଜୀବନ୍ତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ

ଜୟପୁର: ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ ମଧ୍ୟ କରାଯାଇଥିବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ରାଜସ୍ଥାନର ଦୋସା ଜିଲ୍ଲାରେ ପୋଲିସ ଏପରି ଏକ ଗ୍ୟାଙ୍ଗକୁ ଧରିଛି। ଯେଉଁମାନେ ଟଙ୍କା ଲୋଭରେ ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ କରିବାକୁ ମଧ୍ୟ ପଛାଇ ନଥାନ୍ତି। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ୧୫…

ଆଜି ପୁଣି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କୁ ଜେରା କରିବ ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇ ବିଲଡର ଇମତିଆଜ ଖତ୍ରି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ମଙ୍ଗଳବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଆଶା କରାଯାଉଛି। ସୋମବାର ତାଙ୍କୁ ୭ ଘଣ୍ଟା ଧରି…