Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

ପାହାଡ ତଳକୁ ଖସିଲା ବସ୍, ୧୨ ଜଣଙ୍କର ମୃତ୍ୟୁ

ଡେରାଡୁନ୍: ପାହାଡ଼ ତଳକୁ ଖସିଲା ବସ୍ । ଉତ୍ତରାଖଣ୍ଡରେ ବଡ଼ ଧରଣର ସଡ଼ ଦୁର୍ଘଟଣା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୪ ଜଣ ଗୁରୁତର ଅଛନ୍ତି । ଉତ୍ତରାଖଣ୍ଡର ବିକାଶନଗରରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାjର୍ଯ୍ୟ ଜାରି ରହିଛି । ବସଟି…

ଜାମ୍ମୁ-କାଶ୍ମୀର ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଶନିବାରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ସୂତ୍ର ଅନୁସାରେ, ଏଲଓସି ନିକଟରେ…

ଅଲବିଦା ପାଓ୍ୱାର ଷ୍ଟାର: ରାଷ୍ଟ୍ରୀୟ ସମ୍ମାନ ସହ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଳୁରୁ: ଅଲବିଦା ପୁନୀତ ରାଜକୁମାର । ପଞ୍ଚଭୂତରେ ଲୀନ ହୋଇଛି କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ପାର୍ଥିବ ଶରୀର । ଆଜି ବେଙ୍ଗାଳୁରୁରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତରେ ତାଙ୍କୁ ରାଷ୍ଟ୍ରୀୟ…

ଅକ୍ଟୋବର ଶେଷ ଦିନରେ ବି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ । ପ୍ରତିଦିନ ନୂଆ ରେକର୍ଡ ସ୍ତର ଛୁଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଅକ୍ଟୋବରରେ କ୍ରମାଗତ ଭାବରେ ଦର ବଢ଼ି ବଢ଼ି ଚାଲିଛି । ଆଜି ମାସର ଶେଷ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ଲିଟର ପ୍ରତି ୩୫ ପଇସା ଲେଖାଏ ବଢ଼ିଛି । ଲଗାତାର ପଞ୍ଚମ ଦିନରେ ବଢ଼ିଛି ତୈଳ…

ଆଫଗାନିସ୍ତାନ ବିବାହରେ ଗୀତ ବାଜୁଥିଲା, ୧୩ ନୀରିହଙ୍କୁ ତାଲିବାନ ହତ୍ୟା କଲା

ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ । ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି…

ରାଜୌରୀରେ ବିସ୍ଫୋରଣ: ୨ ଯବାନ ଶହୀଦ

ରାଜୋରୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଲଓସି ନିକଟରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ସେନା ପକ୍ଷରୁ ଏହି ବିସ୍ଫୋରଣ ନେଇ କୌଣସି ବିଧିବଦ୍ଧ ବୟାନ…

୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ

ନୂଆଦିଲ୍ଲୀ : ୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ । ସାବୁନ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ୪ ବିଲିୟନ ଡଲାରର ଏହି ସାମ୍ରାଜ୍ୟର ବିଭାଜନକୁ ନେଇ ବାଣିଜ୍ୟ ଜଗତ ହଇଚଇ ସୃଷ୍ଟି ହୋଇଛି । ଏହି ବୃହତ ସଂସ୍ଥାକୁ…