Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜୌରୀରେ ବିସ୍ଫୋରଣ: ୨ ଯବାନ ଶହୀଦ

ରାଜୋରୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଲଓସି ନିକଟରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ସେନା ପକ୍ଷରୁ ଏହି ବିସ୍ଫୋରଣ ନେଇ କୌଣସି ବିଧିବଦ୍ଧ ବୟାନ…

୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ

ନୂଆଦିଲ୍ଲୀ : ୧୨୪ ବର୍ଷ ପରେ ଅଲଗା ହେବ ଦେଶର ପ୍ରମୁଖ ଗଡରେଜ୍ ଗ୍ରୁପ । ସାବୁନ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ୪ ବିଲିୟନ ଡଲାରର ଏହି ସାମ୍ରାଜ୍ୟର ବିଭାଜନକୁ ନେଇ ବାଣିଜ୍ୟ ଜଗତ ହଇଚଇ ସୃଷ୍ଟି ହୋଇଛି । ଏହି ବୃହତ ସଂସ୍ଥାକୁ…

ବଲିଉଡରେ ଡେବ୍ୟୁ କଲେ ଜୁନିଅର କରିନା କପୁର

ମୁମ୍ବାଇ: କରିନା କପୁରଙ୍କ ଅଭିନୀତ ଫିଲ୍ମ କଭି ଖୁସୀ କଭି ଗମ୍ । ଏଥିରେ କରିନାଙ୍କ ୟଙ୍ଗ୍ ଅବତାରରେ ନଜର ଆସିଥିଲେ ମାଲଭିକା ରାଜ୍ । ତେବେ ସେହି ଜୁନିଅର କରିନା କପୁର ଏବେ ଖୁବ ବଡ ହୋଇ ବଲିଉଡରେ ଡେବ୍ୟୁ କରିଛନ୍ତି । ଆସନ୍ତା ନଭେମ୍ବର ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ୍…

[ଭିଡିଓ] ଗୋଆରେ ମୋଟର ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର କଲେ ରାହୁଲ ଗାନ୍ଧୀ

ପାଣାଜୀ : ଗୋଆରେ ମୋଟର ସାଇକେଲରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ।ଏହି ସମୟରେ ରାହୁଲ ବାଇକରେ ଜଣେ ବ୍ୟକ୍ତିଙ୍କ ପଛରେ ବସି ହେଲମେଟ୍ ପିନ୍ଧି ବୁଲୁ ଥିବାର…

କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର, ବିରୋଧ କରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ତେଣୁ ତାଙ୍କ ଗସ୍ତକୁ ବିରୋଧ କରିବ ରାଜ୍ୟ କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପ୍ରଦେଶରେ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା…

ଚୂଡା, ମିଠା ଖାଇବା ପରେ ଥାନାରୁ ଘରକୁ ଯିବା ପାଇଁ ରାଜି ହେଲାନି ନିଖୋଜ ଶିଶୁ

ଇନ୍ଦୋର: ଇନ୍ଦୋର ଥାନାରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ ପୋଲିସ ଏକ ନିଖୋଜ ଶିଶୁକୁ ଉଦ୍ଧାର କରିଥିଲା । ଘରର ଠିକଣା ଜାଣିବା ପାଇଁ ପିଲାଟି ସହ ପୋଲିସ ବନ୍ଧୁତା କରିବା ପାଇଁ ଚେଷ୍ଟା କରିଥିଲା । ଶେଷରେ ଚୂଡା ଏବଂ ମିଠା ଖାଇବା ପରେ ପିଲାଟି ନିଜ ନାମ ପ୍ରକାଶ କରିଥିଲା । ଘରର ଠିକଣା…

ନଦୀଜଳର ରଙ୍ଗ ପାଲଟିଲା କଳା, ମରି ଭାସିଲେ ହଜାରହଜାର ମାଛ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରଦୂଷିତ ହୋଇଛି କାମେଙ୍ଗ ନଦୀର ଜଳ । ଏହି କାରଣରୁ ଜଳର ରଙ୍ଗ କଳା ହେବା ସହ ହଜାରହଜାର ମାଛ ନଦୀରେ ମରି ଭାସୁଛନ୍ତି । ଏହି ଘଟଣାକୁ ନେଇ କେବଳ ଖବର ସାମ୍ନାକୁ ଆସିନି । ବରଂ ନଦୀଜଳର ରଙ୍ଗର କଳା ପାଲିଟିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।…

ନଭେମ୍ବରରେ କାହାକୁ ବିବାହ କରିବେ ରାଜକୁମାର ରାଓ ?

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ରାଜକୁମାର ରାଓ । ନିଖୁଣ ଅଭିନୟ, ସିମ୍ପଲ୍ ଅନ୍ଦାଜ୍ । ଖାସ ଏହି ଦୁଇଟି କାରଣ ପାଇଁ ବଲିଉଡରେ ରାଜକୁମାରଙ୍କର ଏକ ଭିନ୍ନ ପରିଚୟ ରହିଛି । ନିକଟରେ ଏହି ଅଭିନେତାଙ୍କର ଫିଲ୍ମ ହମ୍ ଦୋ ହମାରେ ଦୋ ରିଲିଜ୍ ହୋଇଛି । ବୋଧ ହୁଏ ଏହି ଫିଲ୍ମରେ ପ୍ରଭାବିତ ହୋଇ…

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…