Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…

ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ…

ଆଜି ଅନନ୍ୟାଙ୍କ ଜନ୍ମଦିନ, ସାମିଲ ହେବେ କି ଆର୍ୟନ ?

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ  । ୨୪ ବର୍ଷ ବୟସରେ ପାଦ ଦେଇଛନ୍ତି ଅନନ୍ୟା । ଏନେଇ ଅନନ୍ୟାଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଆଜିର ବର୍ଥ ଡେ କୁ ଅନନ୍ୟା ପାଣ୍ଡେ ଡିଫେରେଣ୍ଟ ୱରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। କାହିଁକି ନାଁ…

ସ୍ଥଳସେନା ମୁଖ୍ୟଙ୍କୁ ପଦ ଛାଡିବାକୁ କହିବା ଯୁବକଙ୍କୁ ପଡ଼ିଲା ମହଙ୍ଗା; ୫ ବର୍ଷ ଜେଲ

କରାଚି: ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ପାକିସ୍ତାନୀ ସେନାର ଜଣେ ଅବସରପ୍ରାପ୍ତ ପ୍ରମୁଖ ଜେନେରାଲଙ୍କ ପୁଅକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଗୋଟିଏ ମିଲିଟାରୀ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ…

୨୦୩୦ ସୁଦ୍ଧା ପ୍ରାୟ ଏକ ତୃତୀୟାଂଶ କାର୍ବନ୍‌ ସ୍ପେସ୍‌ ଛଡାଇ ନେବ ଚୀନ୍‌

ନୂଆଦିଲ୍ଲୀ: ୨୦୨୦ ରୁ ୨୦୩୦ ମଧ୍ୟରେ ଚୀନ୍ ବିଶ୍ବର ଅବଶିଷ୍ଟ କାର୍ବନ୍‌ ସ୍ପେସ୍‌ର ପ୍ରାୟ ଏକ ତୃତୀୟାଂଶ ଅକ୍ତିଆର କରିନେବ ବୋଲି ନୂତନ ରିପୋର୍ଟରୁ ଜଣାପଡିଛି। ଭାରତ ଭାଗରେ ମାତ୍ର ସାତ ପ୍ରତିଶତ ପଡ଼ିବ ବୋଲି ଜଣାପଡ଼ିଛି। ଏ ନେଇ ଜଳବାୟୁ ପରିବର୍ତ୍ତନର ଟ୍ରାଜେକ୍ଟୋରୀ ଉପରେ ଆଧାର କରି…

ଜୁଏଲାରୀ ଡିଜାଇନର ସବ୍ୟସାଚୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ବମ୍ବେ: ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁର୍ଖାଜୀଙ୍କ ଅଡୁଆ ବଢ଼ିଛି । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଆଜି ଓକିଲ ଆଶୁତୋଷ ଦୁବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସବ୍ୟସାଚୀ ତାଙ୍କ ମଙ୍ଗଳସୂତ୍ର ଜୁଏଲାରୀ ଡିଜାଇନରେ ଅର୍ଦ୍ଧ ନଗ୍ନ ନାରୀଙ୍କ ଫଟୋ ପ୍ରକାଶ ପାଇଥିଲା ।…

ପେଟ୍ରୋଲ ଏବଂ ଡିଜେଲ ସମେତ ବଢୁଛି ପରିବା ଦର; ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଏହି ପାର୍ବଣ ଋତୁରେ ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ବଜେଟକୁ ଖରାପ କରିଦେଇଛି। ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବଢିବାରେ ଲାଗିଛି। ଏହାସହିତ ବୃଦ୍ଧି ପାଉଛି ପନିପରିବା ଦର। ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ବେଶ୍‌ ପ୍ରଭାବ ପକାଇଛି। ତେବେ ଖାଇବା ତେଲର…

କେମିତି ବ୍ୟାପିଲା କରୋନା; ରହସ୍ୟ ହୋଇ ରହିଯିବ କି କରୋନାର ଉତ୍ପତ୍ତି ସ୍ଥଳ?

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ଭୂତାଣୁ କେଉଁଠୁ ଆସିଛି ତାହାର ସନ୍ଧାନ ଏଯାଏ ମିଳିପାରି ନାହିଁ। ତାଙ୍କର ଏକ ନୂତନ ରିପୋର୍ଟରେ ସେ କରୋନା ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥିବା କିମ୍ବା ଲ୍ୟାବରୁ ଲିକ୍ ହୋଇଥିବା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା…

ନଭେମ୍ବର ୧ରୁ ଅଚଳ ହୋଇଯିବ ହ୍ବାଟସ୍ ଆପ୍!

ନୂଆଦିଲ୍ଲୀ: ନଭେମ୍ବର ୧ ସୋମବାର ଠାରୁ ହ୍ବାଟସ୍ ଆପ୍ ଆଉ ଅନେକ ଆଣ୍ଡ୍ରଏଡ୍ ଡିଭାଇସରେ ହ୍ବାଟସଆପ୍‌ ଅଚଳ ହୋଇପାରେ। ଯଦି ଉପଭୋକ୍ତାମାନେ ଏପର୍ଯ୍ୟନ୍ତ ସେମାନଙ୍କର ଚାଟ୍ ବ୍ୟାକଅପ୍ କରିନାହାଁନ୍ତି, ତେବେ ଏହି ପରିବର୍ତ୍ତନ ଯୋଗୁ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।…