Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୮ରେ କଂଗ୍ରେସରେ ‌ମିଶିବେ କହ୍ନେୟା କୁମାର

ନୂଆଦିଲ୍ଲୀ: ସୂଚନା ମୁତାବକ ଜେଏନୟୁଏସ୍‌ୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହେଁୟା କୁମାର ୨୮ ସେପ୍ଟେମ୍ବରରେ କଂଗ୍ରେସ ଦଳରେ ଯୋଗଦେବାକୁ ଯାଉଛନ୍ତି। ତାଙ୍କୁ ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେବାନୀଙ୍କୁ କଂଗ୍ରେସ ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରାଯିବ। ଗୋଟିଏ ପରେ…

ନିର୍ମାଣ ହେବ ଆଉ ୨୨ଟି ଏମ୍‌ସ

ନୂଆଦିଲ୍ଲୀ: ଏମ୍‌ସ କୁ ସ୍ୱାସ୍ଥ୍ୟ କ୍ଷେତ୍ରର ଏକ 'ଲାଇଟହାଉସ୍' ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ପ୍ରାଥମିକ ଡାକ୍ତରଖାନା ନିର୍ମାଣ ପାଇଁ ଦାବି ବୃଦ୍ଧି ପାଇଛି। ମାଣ୍ଡଭ୍ୟ କହିଛନ୍ତି, "ଏମ୍‌ସ ହେଉଛି ସ୍ୱାସ୍ଥ୍ୟ…

ତାଲିବାନକୁ ଆମେରିକା-ଭାରତର ଦୃଢ ବାର୍ତ୍ତା…

ନୂଆଦିଲ୍ଲୀ: ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ପରେ ତାଲିବାନକୁ ଭାରତ ଏବଂ ଆମେରିକା ଏକ ଦୃଢ ବାର୍ତ୍ତା ପଠାଇଛନ୍ତି। ମିଳିତ ବିବୃତ୍ତିରେ ଭାରତ ଏବଂ ଆମେରିକା ତାଲିବାନକୁ କହିଛନ୍ତି ଯେ କୌଣସି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନର ମାଟି ବ୍ୟବହାର…

ଅଲଗା ହେଲେ ମସ୍କ ଓ ଗ୍ରିମସ୍

ନୂଆଦିଲ୍ଲୀ: ତିନି ବର୍ଷ ଏକାଠି ରହିବା ପରେ ଅଲଗା ହେଲେ ସ୍ପେସ୍ ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ପତ୍ନୀ ଗ୍ରିମସ୍। ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ସ୍ବଷ୍ଟ କରିଛନ୍ତି ଯେ ସେ ଏବଂ ଗ୍ରିମ୍‌ସ ଏବେ ଅଲଗା ହୋଇଛନ୍ତି। ଗ୍ରିମ୍‌ସ ଜଣେ କାନାଡିୟ ଗାୟିକା। ତେବେ ସେ ଆହୁରି ମଧ୍ୟ…

ଅକ୍ଟୋବର ଶେଷ ସୁଦ୍ଧା ୮ ନିୟୁତ କୋଭିଡ୍‌-୧୯ ଟିକା ରପ୍ତାନିକୁ ଅନୁମତି ଦେବ ଭାରତ

ନୂଆଦିଲ୍ଲୀ: ଅକ୍ଟୋବର ଶେଷ ସୁଦ୍ଧା ଭାରତ ୮ ନିୟୁତ କୋଭିଡ୍‌-୧୯ ଟିକା ରପ୍ତାନି କରିବାକୁ ଅନୁମତି ଦେବ ବୋଲି ଭାରତର ବୈଦେଶିକ ସଚିବ କହିଛନ୍ତି। ମାର୍ଚ୍ଚରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ରର ଗ୍ରୁପିଂ ଦ୍ୱାରା ହୋଇଥିବା ଏକ ଚୁକ୍ତି ସହିତ ଏହା ଅନୁରୂପ ବୋଲି ବୈଦେଶିକ…

ମୋଦି-ବାଇଡେନ ଦ୍ୱିପାକ୍ଷିକ ଆଲୋଚନା, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଶ୍ୱ ପାଇଁ ଲାଭଦାୟକ

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତିି । ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି ।  ହ୍ୱାଇଟ ହାଉସ ଓଲାଭା କାର୍ଯ୍ୟାଳୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ…

ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ୍‌ ; ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ

ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ମିଳିତ ଜାତିସଂଘରେ ଭାରତ ବିରୁଦ୍ଧରେ ପୁଣି ବିଷ ଓଗାଳିଥିଲା। ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। କିନ୍ତୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଭାରତ ପାକିସ୍ତାନକୁ ତାଗିଦ୍ କରି ମୁହଁତୋଡ ଜବାବ୍‌ ଦେଇଛି। ସାରା ବିଶ୍ବ ଜାଣିଛି ଯେ…

ଆଜି ଓଟିଟିରେ ରିଲିଜ କରିବ କଙ୍ଗନାଙ୍କ ‘ଥାଲାଇଭି’

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧୦ରେ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ଥାଲାଇଭି ମୁକ୍ତିଲାଭ କରିଥିଲା। ଏହାର ଦୁଇ ସପ୍ତାହ ପରେ କଙ୍ଗନା ରାନାୱତ ଏବଂ ଅରବିନ୍ଦଙ୍କ ସ୍ବାମୀଙ୍କ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ଆଜି ସେପ୍ଟେମ୍ବର ୨୫ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର…

ବାପାଙ୍କ ଅଭାବ ପରିଲକ୍ଷିତ ହେବାରୁ ସିଲିକନରେ ଅବିକଳ ନକଲ ପ୍ରତିମୂର୍ତି କରି ଘରେ ରଖିଲେ ପୁଅ

ସାଙ୍ଗଲୀ: ମହାରାଷ୍ଟ୍ରର ସାଙ୍ଗଲୀ ଜିଲାରେ ବାପାଙ୍କ ପ୍ରତି ସମ୍ମାନ ଓ ସ୍ନେହର ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଅରୁଣ କୋରେ । ୨୦୨୦ରେ ବାପାଙ୍କ ମୃତ୍ୟୁ ପରେ ଅରୁଣଙ୍କୁ ସର୍ବଦା ତାଙ୍କ ଅଭାବ ପରିଲକ୍ଷିତ ହୋଇଥିଲେ । ତାଙ୍କ ବାପା ରାଓସାହେବ ଶାମରାଓ କୋରେ ପୋଲିସ ଇନ୍ସପେକ୍ଟର ଥିଲେ । ଅରୁଣ…

ରୋହିଣୀ କୋର୍ଟ ପରିସରରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଆଜି ବଡ ଧରଣର ଗ୍ୟାଙ୍ଗୱାର ଘଟିଛି । ଏଥିରେ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀଙ୍କ ସମେତ ୩ଜଣ ମୃତ୍ୟୁବରଣ କରିଛନ୍ତି । ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୋଗୀ କେସର ଶୁଣାଣୀ ପାଇଁ କୋର୍ଟକୁ ଆସିଥିଲେ । ୨ଜଣ ବଦମାସ…