Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂପୂର୍ଣ୍ଣ ଟିକାକରଣ କରିଥିବା ବ୍ୟକ୍ତିଙ୍କ ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ସଂପୂର୍ଣ୍ଣ ଭାବେ ଟିକାକରଣ କରିଛନ୍ତି ଏବଂ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି, କୋୱିନ୍‌ ସାର୍ଟିଫିକେଟ୍‌ରେ ସେମାନଙ୍କର ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ। କୋଭିଡ ଟିକାକରଣ ପ୍ରମାଣପତ୍ର ଉପରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଚାଲିଥିବା…

ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ; ଦିଲ୍ଲୀ ରୋହିଣୀ କୋର୍ଟ ଗୁଳିକାଣ୍ଡ ମାମଲାରେ ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳି ବିନିମୟ ମାମଲାରେ ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦର ଗୋଗିଙ୍କ ସମେତ ଦୁଇ ଆକ୍ରମଣକାରୀଙ୍କ ମଧ୍ୟ ନିହତ ହୋଇଛନ୍ତି। ଅଭିଯୁକ୍ତମାନେ ଉମାଙ୍ଗ ଏବଂ ବିନୟ ବୋଲି ଜଣାପଡିଛି।…

ତାଲିବାନଙ୍କ ନୃଶଂସ ପଣିଆ: ହତ୍ୟା କରିବା ପରେ ଛକରେ ଟାଙ୍ଗିଲେ ମୃତ ଦେହ

କାବୁଲ: ଆଫଗାନିସ୍ତାନରେ ତାଲିବାନୀମାନେ ସେମାନଙ୍କ କ୍ରୁର ରୂପ ଦେଖାଇବା ଆରମ୍ଭ କରିଛନ୍ତି । ୪ଜଣ ଅପହରଣକାରୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତ ଦେହ ସହରର ବିଭିନ୍ନ ଛକ ସ୍ଥାନରେ କ୍ରେନ ସାହାଯ୍ୟରେ ଟଙ୍ଗା ଯାଇଥିଲା । ଟୋଲୋ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜଣେ ବ୍ୟବସାୟୀ ଓ ତାଙ୍କ…

ଗୋଆ ନିର୍ବାଚନ ଲଢ଼ିବ ଟିଏମସି

ପାଣାଜି: ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଲଢ଼ିବ ବୋଲି ଶନିବାର ଘୋଷଣା କରିଛି । ଖୁବଶୀଘ୍ର ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପ୍ରମୁଖ ନେତା ଡେରେକ ଓ’ବ୍ରେନ କହିଛନ୍ତି । ଗୋଆରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଘୋଷଣା…

ଅକ୍ଟୋବରରେ ଠପ୍ ହେବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହେଲେ ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ…

ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

ଚଣ୍ଡିଗଡ଼ : କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ…

ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା…

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ହୋଇଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଅଧିକ ଆଶଙ୍କା ରହିଛି। ସେମାନେ ପିଲାମାନଙ୍କ ତୁଳନାରେ ୭ ଗୁଣା ଅଧିକ ମେଡିକାଲ୍‌ରେ ଭର୍ତ୍ତି ହେବାରେ ସମ୍ଭାବନା ରହିଛି।…

ମମତାଙ୍କୁ ଇଟାଲୀ ଯିବାକୁ ଅନୁମତି ଦେଲେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତା ମାସରେ ଇଟାଲୀ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେବାକୁ ମନା କରିଦେଇଛନ୍ତି। 'ବିଶ୍ୱ ଶାନ୍ତି ସମ୍ମିଳନୀ'ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ…

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ଉଦ୍ୟମ କରିବ ଆମେରିକା!

ୱାଶିଂଟନ୍: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ତଥା ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ପ୍ରବେଶ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍‌ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ଆମେରିକାର ସମର୍ଥନକୁ…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ସିଦ୍ଧାର୍ଥ

ନୂଆଦିଲ୍ଲୀ: ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ହିମାଳୟନ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଶେର୍‌ଶାହାର ସ୍କ୍ରିନିଂ ପାଇଁ ଲଦାଖ ଯାଇଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବର ପ୍ରଥମ ସଂସ୍କରଣ ହେଉଛି ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ, ଯାହା…