Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମେକ୍ସି‌‌କୋରେ ଶକ୍ତିଶାଳୀ ଭୂକମ୍ପ; ସୁନାମି ଆଲର୍ଟ

ମେକ୍ସି‌‌କୋ: ମଙ୍ଗଳବାର ରାତିରେ ଆକାପୁଲକୋ ରିସର୍ଟ ନିକଟରେ ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ବଡ ବଡ କୋଠାଘରଗୁଡିକ ଭୁଶୁଡି ପଡ଼ିଛି। ଯାହା ଫଳରେ ସୁନାମି ସତର୍କ ଜାରି କରାଯାଇଛି। ଭୂକମ୍ପ…

ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ; ତାଲିବାନର ଶିକ୍ଷା ମନ୍ତ୍ରୀ

କାବୁଲ: ତାଲିବାନର ଶିକ୍ଷା ମନ୍ତ୍ରୀ ଶେଖ ମୋଲଭି ନୁରୁଲ୍ଲା ମୁନିର କହିଛନ୍ତି ଯେ ମୁଲ୍ଲାହ୍‌ ଭଳି ପିଏଚଡି ଏବଂ ମାଷ୍ଟର ଡିଗ୍ରୀ ବେଶି ମୂଲ୍ୟବାନ ନୁହେଁ। ସେ କହିଛନ୍ତି, "କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ଆଜି ମୂଲ୍ୟବାନ ନୁହେଁ। ଆପଣ ଦେଖୁଛନ୍ତି ଯେ କ୍ଷମତାରେ ଥିବା…

ଇସ୍ରାଏଲ ଜେଲରୁ ୬ ପାଲେଷ୍ଟାଇନ ଫେରାର

ଗିଲୱା: ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ ଗିଲୱାରେ ଅଛି । ତେବେ ସେଠାରୁ ୬ ଫିଲିସ୍ତାନୀ କୈଦୀ ପେରାର ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଥିଲା । ଏହି କୈଦୀମାନେ ଜେଲର ୱାଶ ବେସିନ ତଳୁ ସୁଡଙ୍ଗ…

ଜେଲ୍‌ରେ ଅଗ୍ନିକାଣ୍ଡ; ୪୧ କଏଦୀ ମୃତ, ୩୯ରୁ ଅଧିକ ଆହତ

ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟରେ ଏକ ଜନଗହଳିପୂର୍ଣ୍ଣ କାରାଗାରରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ…

କାମଚଳା ସରକାର ଗଠନ କଲା ତାଲିବାନ, ନେତୃତ୍ୱ ନେବେ ଅଖୁନ୍ଦ

କାବୁଲ: ଆଫଗାନିସ୍ତାନରେ ଆଜି କାମଚଳା ସରକାର ଗଠନ କରିଛି ତାଲିବାନ ।ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କୁ ଶାସନ ଭାର ପ୍ରଦାନ କରାଯାଇଛି । ସେ ଆଫଗାନିସ୍ତାନର ମୁଖ୍ୟମନ୍ତ୍ରୀ ହେବେ ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲାନା ହନାଫି ରହିବେ । ତାଲିବାନ ମୁଖପାତ୍ର ହବିବୁଲ୍ଲା…

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି…

କେରଳରେ ଚିନ୍ତା ବଢ଼ାଇଲା ନିପା ଭାଇରସ

କେରଳ : ଟେନସନ ବଢ଼ାଇଲାଣି ନିପା ଭାଇରସ୍‌ । କେରଳରେ ପ୍ରଥମ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଶରୀରରେ ନିପା ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି…

ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି

ଆଫଗାନିସ୍ତାନ : ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି । ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ଆୟୋଜିତ ରାଲି ଉପରେ ତାଲିବାନ କରିଛି ଗୁଳିମାଡ । ଶତାଧିକ ଆନ୍ଦୋଳନକାରୀ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ସେମାନଙ୍କ ଉପରକୁ ଗୁଳିମାଡ କରିଛି ତାଲିବାନ…

ପ୍ରମୁଖ ଅର୍ଥନୈତିକ ସଙ୍କଟ ଆଡକୁ ଗତି କରୁଛି ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ଖବର ସାମ୍‌ନାକୁ ଆସିଛି। କିନ୍ତୁ ଏହାକୁ ଅସ୍ୱୀକାର  କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଜନ ନିରାପତ୍ତା ଅଧିନିୟମରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ୩୦ ଅଗଷ୍ଟ ୨୦୨୧ରେ ଜରୁରୀ ଖାଦ୍ୟ…

ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଉଜାଗର କରି ଫସିଲେ ୩୮ ସେଲିବ୍ରେଟି

ମୁମ୍ବାଇ: ୨୦୧୯ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ରେ ପୀଡାତାଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଲୋକ ସ୍ୱର ଉତୋଳନ କରିଥିଲେ । ଏଥିରେ ସଲମାନ ଖାଁ, ଅଜୟ ଦେବଗାନ, ଅକ୍ଷୟ କୁମାର ଓ ଅଭିଷେକ ବଚ୍ଚନଙ୍କ ପରି ଅଭିନେତା ବି ସାମିଲ ଥିଲେ । ସେମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଂଉଟରେ ପୀଡିତାଙ୍କ ଫଟୋ…