Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ଭବାନୀପୁରରୁ ମମତା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ରବିବାର ଟିଏମସି ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଢ଼ିବେ । ୩୦ ସେପ୍ଟେମ୍ବରରେ ନିର୍ବାଚନ ହେବ ଏବଂ ୩ ଅକ୍ଟୋବରରେ ଫଳାଫଳ ବାହାରିବ । ମମତାଙ୍କ ପାଇଁ ଭବାନୀପୁର ବିଧାୟକ…

ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ବଢ଼ିଲା ଲକଡାଉନ

ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ କରାଯାଇଛି ।…

କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ

ନ୍ୟୁୟର୍କ: କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ। କପଡ଼ାରେ ତିଆରି ମାସ୍କ ଅପେକ୍ଷା ସର୍ଜିକାଲ୍ ମାସ୍କର ବ୍ୟାପକ ପରିଧାନ କରୋନାଭାଇରସ୍ ବିସ୍ତାରକୁ ସୀମିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର ୟେଲ ୟୁନିଭରସିଟିର…

ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ ମାମଲା ରୁଜୁ। ବ୍ରାହ୍ମଣମାନଙ୍କ ବହିଷ୍କାର ମନ୍ତବ୍ୟ ପାଇଁ  ରାଜ୍ୟ ପୋଲିସ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ନିକଟରେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦ କୁମାର…

ଇରାକରେ ଆଇଏସଆଇଏସ ଆତଙ୍କବାଦୀ ଗୁଳିରେ ନିହତ ହେଲେ ୧୩ ପୋଲିସକର୍ମୀ

କିରଫୁକ: ଇରାକର କିରଫୁକ ସହରରେ ଆଜି ନାରକୀୟ କାଣ୍ଡ ଘଟାଇଛନ୍ତି ଆଇଏସଆଇଏସ ଆତଙ୍କବାଦୀ । ଏଠାରେ ଥିବା ଏକ ଚେକପଂଏଟରେ ସେମାନେ ମନଇଚ୍ଛା ଗୁଳି ଚାଳନା କରିବା ଫଳରେ ୧୩ ପୋଲିସ କର୍ମୀ ନିହତ ହେବା ସହ ଅନେକ ପୋଲିସକର୍ମୀ ଓ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏବେ କିଛି ଦିନ ହେବ ଆଇଏସଆଇଏସ…

ଭୟ ବଢାଉଛି ନିପା ଭାଇରସ୍‌; ଆଉ ୨ ମାମଲା ଚିହ୍ନଟ!

କୋଜିକୋଡେ: ଆଜି ସକାଳେ ନୀପା ଭାଥରସ୍‌ ଆକ୍ରାନ୍ତ ହୋଇ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହେବା ପରେ କୋଜିକୋଡେରେ ଆଉ ୨ଟି ନିପା ଭାଇରସ୍‌ ମାମଲା ଚିହ୍ନଟ ହୋଇଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି। ନିପା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଥିବ‌ା ବାଳକର…

ଟିକାକରଣରେ ରେକର୍ଡ କଲା ଭାରତ; ସମସ୍ତ ଜି -୭ ଦେଶ ମଧ୍ୟରେ ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ:କରୋନା ଟିକାକରଣରେ ରେକର୍ଡ କଲା ଭାରତ। ରବିବାର ଦିନ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଅଗଷ୍ଟ ମାସରେ ଭାରତ ସମସ୍ତ ଜି -୭ ଦେଶ ମଧ୍ୟରେ ସର୍ବାଧିକ କରୋନା ଟିକା ଦେଇଛି। କେନ୍ଦ୍ର ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଇଛି ଯେ ସମସ୍ତ ଜି -୭ ସଦସ୍ୟ ଦେଶମାନଙ୍କରେ ୧୦.୧ କୋଟି…

ବ୍ରାଜିଲ୍‌ରେ ଆତଙ୍କ ସୃଷ୍ଟି କରିଛି ‘ମ୍ୟାଡ୍‌ କାଓ ଡିଜିଜ୍‌’

ସାଓ ପାଉଲୋ: ଦୁଇଟି ପୃଥକ ଘରୋଇ ମାଂସ କାରଖାନାରେ ମ୍ୟାଡ୍‌ କାଓ ଡିଜିଜ୍‌ର ଦୁଇଟି ମାମଲା ଚିହ୍ନଟ ହେବା ପରେ ବ୍ରାଜିଲ ଚାଇନାକୁ ଗୋମାଂସ ରପ୍ତାନି ସ୍ଥଗିତ ରଖିଛି। ଶନିବାର ଦିନ ଲାଗୁ ହୋଇଥିବା ଏହି ଅସ୍ଥାୟୀ ସ୍ଥଗିତକୁ ବ୍ରାଜିଲର ଡିପାର୍ଟମେଣ୍ଟ ଅଫ୍ ଇନ୍‌ସପେକ୍ସନ ଅଫ୍‌ ପ୍ରଡକ୍ଟ ଅଫ୍…

ମନେ ରହିବ ଟୋକିଓ ପାରାଲିମ୍ପିକ୍ସ: ୧୯ ପଦକ ଜିତିଲା ଭାରତ

ଟୋକିଓ: ଚଳିତର୍ଷ ପାରାଲିମ୍ପିକ୍ସରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ୧୯ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ଏହା ଭିତରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଚ ମେଡାଲ୍ । ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ପଦକ ତାଲିକାର ଶ୍ରେଷ୍ଠ…

୨୧,୦୦୦ ବର୍ଷ ପୂର୍ବେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା!

ଲଣ୍ଡନ: ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୧ ହଜାର ବର୍ଷ ପୂର୍ବେ ବିଶ୍ବରେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା। ଏହା ପୂର୍ବ ଆକଳନଠାରୁ ପ୍ରାୟ ୩୦ ଗୁଣ ଅଧିକ। କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ମନୁଷ୍ୟ ହୁଏତ ଏହି କରୋନା ଭୂତାଣୁ…