Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା; ବ୍ୟାନ୍‌ ହେଲା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ବାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା। ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ ଆପ୍ ବର୍ତ୍ତମାନ ନୂତନ ଆଇଟି ନିୟମ ଅନୁସରଣ ଆରମ୍ଭ କରିଛି। ଗତ ମାସରେ କମ୍ପାନୀ ଏହାର ପ୍ରଥମ ମାସିକ ସୁରକ୍ଷା ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ହ୍ବାଟସ୍‌ ଆପ୍ ପ୍ରକାଶ କରିଛି ଯେ…

ନଦର୍ଣ୍ଣ ଆଲିୟାନ୍ସର କଡା ଜବାବ: ୪୧ ତାଲିବାନ ମୃତ, ୨୦ ବନ୍ଧକ !

କାବୁଲ: ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା…

ଅନୁଷ୍କାଙ୍କୁ ଘାରିଛି ମୁମ୍ବାଇ ଚିନ୍ତା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ବିସ୍ତାର ଦେଖିବାକୁ ମିଳିଛି। ଏହି ସମୟରେ ଅନୁଷ୍କା ଶର୍ମା ଲଣ୍ଡନରେ ଥାଇ ମଧ୍ୟ ମୁମ୍ବାଇବାସୀଙ୍କ ଲାଗି ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଅନୁଷ୍କା ଶର୍ମା ଲୋକଙ୍କୁ ମାସ୍କ…

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର…

ପୁଣି ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ପୁଣି ଥରେ ରେକର୍ଡ କଲା ଭାରତ। ସମଗ୍ର ଦେଶରେ ୧ କୋଟିରୁ ଅଧିକ କୋଭିଡ୍‌ ଟିକା ଦେଇ ଭାରତ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଜାନୁଆରୀ ୧୬ ରେ ଜନ ଟିକାକରଣ ଅଭିଯାନ ଆରମ୍ଭରୁ ଗୋଟିଏ ଦିନରେ ଭାରତ ଏହି ସର୍ବାଧିକ ସଂଖ୍ୟା ହାସଲ କରିଛି। ମଙ୍ଗଳବାର ଦିନ ୭ ଟା ପର୍ଯ୍ୟନ୍ତ…

ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର। ଏହା ଦେଶର ଲକ୍ଷ ଲକ୍ଷ ପରିବାରକୁ ପ୍ରଭାବିତ କରିବ। ଏଲପିଜି ସିଲିଣ୍ଡରର ମୂଲ୍ୟ ବୁଧବାର ଠାରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ସିଲିଣ୍ଡର ପିଛା ୭୫ ଟଙ୍କା…

କତାରରେ ଭାରତ-ତାଲିବାନଙ୍କ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା

ନୂଆଦିଲ୍ଲୀ: ଭାରତ-ତାଲିବାନ ମଧ୍ୟରେ ଆଜି କତାରରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି । ତାଲିବାନଙ୍କ ଅନୁରୋଧ କ୍ରମେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ପ୍ରତିପକ୍ଷର ପ୍ରମୁଖ ନେତା ଶେର ଅହମ୍ମଦ ଆବାସ ଷ୍ଟାନେକାଜାଇଙ୍କୁ ଭେଟିଥିଲେ । ଭାରତ ଆଫଗାନିସ୍ତାନରେ ଫସି ରହିଥିବା…

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ…

ଆଫଗାନିସ୍ତାନରେ ସବୁ କିଛି ପୂର୍ବ ନିର୍ଦ୍ଧାରିତ ଥିଲା, ଚର୍ଚ୍ଚାରେ ୮ ବର୍ଷ ତଳର ପୁସ୍ତକ !

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ୨୦ ବର୍ଷ ଏଠାରେ ରହିବା ସତ୍ୱେ ବିଶେଷ କିଛି ଫରକ ପଡି ନ ଥିଲା । ତେବେ ୨୦୧୩ ଏକ ପୁସ୍ତକ ପ୍ରକାଶିତ ପାଇଥିଲା, ଯେଉଁଥିରେ ଏହି ଘଟଣା ଘଟିବ ବୋଲି ଆଗୁଆ ଲେଖା ଯାଇଥିଲା । ଆମେରିକା ପତ୍ରକାର ଫେଡ୍ରିକ…

ସାମୟିକ ପରିବର୍ତ୍ତିତ ମାର୍ଗରେ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଉତ୍ତର ରେଳପଥର ଲକ୍ଷ୍ନୌ-ରାଏବରେଲୀ-ପ୍ରତାପଗଡ଼-ବାରାଣସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆଦିଲ୍ଲୀ ଆନନ୍ଦବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରି…