Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରୋନ୍ ହମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି

ନୂଆଦିଲ୍ଲୀ : ଡ୍ରୋନ୍ ହାମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି । ଜାମ୍ମୁରେ ହୋଇଥିବା ଆତଙ୍କୀ ଡ୍ରୋନ୍ ହମଲାରୁ ସୁରକ୍ଷିତ ରହିବା ଲାଗି ଖୁବଶୀଘ୍ର ଆସିବ ମଜଭୁତ ନୀତି । ଖୁବଶୀଘ୍ର ଆଣ୍ଟି-ଡ୍ରୋନ ପଲିସି ଆସିବା ସହ ଗଠନ ହେବ ସର୍ଭେଲାନ୍ସ କମିଟି । ଜାମ୍ମୁରେ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦିଅ କ୍ଷତିପୂରଣ

ନୂଆଦିଲ୍ଲୀ : କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ । କେତେ ଟଙ୍କା ଦିଆଯିବ, ତାହା ନିର୍ଦ୍ଧାରଣ କରିବା ସହ ଅନ୍ୟାନ୍ୟ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏକୁ ନିର୍ଦ୍ଦେଶ ଦେଇଛନ୍ତି…

ଟିକା ନାହିଁ ବଢିପାରେ କରୋନା ସଙ୍କଟ; କିମ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ: ଖାଦ୍ୟ ସଙ୍କଟ ପରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଙ୍କଟକୁ ନେଇ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି କିମ ଜୋଙ୍ଗ ଉନ। ସେ କହିଛନ୍ତି ଉତ୍ତର କୋରିଆରେ କରୋନା ଭୂତାଣୁ ସଂକ୍ରମଣ ସମ୍ଭବତ ଭୟଙ୍କର ହୋଇପାରେ। କାରଣ ଦେଶରେ ପ୍ରାଚୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଏବଂ ସମ୍ଭବତ…

ଖୋର୍ଦ୍ଧା ରୋଡ୍ ଓ ଉଦନା (ସୁରଟ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ଓ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡିକରେ ମାତ୍ରାଧିକ ଓ୍ବେଟିଂ ଲିଷ୍ଟକୁ ଏଡାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ…

ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ଏଆଇଡିଏମ୍‌କେ ନେତା ସିଭି ଶାନମୁଗାମ

ନୂଆଦିଲ୍ଲୀ: ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ପୂର୍ବତନ AIADMK ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସିଭି ଶାନମୁଗାମ। ମନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ଭି.କେ ଶଶିକଳାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ଶଶିକଳା…

୪୯.୫ ଡିଗ୍ରି ଡେଇଁଲା ତାପମାତ୍ରା, ୧୩୪ ମୃତ

ଭ୍ୟାନକୋଭର: ଗ୍ରୀଷ୍ମ ପ୍ରବାହରେ କାନାଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ତାପମାତ୍ରା ୪୯.୫ ଡିଗ୍ରି ଟପିଥିବା ରେକର୍ଡ କରାଯାଇଛି। ଏହା ସହ ଗତ ସପ୍ତାହକ ମଧ୍ୟରେ ହଠାତ୍ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁ ଏପରି ଘଟିଥିବା ସେଠାକାର ବିଭିନ୍ନ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପୁଣି ବଢିଲା କଟକଣା

ନୂଆଦିଲ୍ଲୀ: ଭାରତ ସରକାର ବୁଧବାର ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣାକୁ ବୃଦ୍ଧି କରିଛନ୍ତି। ଏହି ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।…

ଏମିତି ଜଙ୍ଗଲ; ଯେଉଁଠି ପୁରୁଷ ପ୍ରବେଶ ମନା

ଇଣ୍ଡୋନେସିଆ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାସହ ଅଜବ କାହଣୀ, ଘଟଣା, ଇତିହାସ, ପରମ୍ପରା ଯୋଡ଼ି ହୋଇ ରହିଛି। ଇଣ୍ଡୋନେସିଆର ଏମିତି ଏକ ଜଙ୍ଗଲ ଅଛି ଯେଉଁଠି ପୁରୁଷ ପ୍ରବେଶ ମନା। ଏ ଜଙ୍ଗଲକୁ କେବଳ ମହିଳାମାନେ ଯାଇପାରିବେ। ଏ ଜଙ୍ଗଲର ନାଁ ପପୁଆ। ଯଦି କୌଣସି ପୁରୁଷ ଏ ଅଞ୍ଚଳରେ…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…

ପୁଣି ଜମ୍ମୁ ସୀମାରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସପ୍ତାହକ ମଧ୍ୟରେ ଜମ୍ମୁ ସୀମାରେ ତୃତୀୟ ଥର ପାଇଁ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । କୁଞ୍ଜୱିନି ଏବଂ କାଲୁଚକ ଅଂଚଳରେ ଏହି ଡ୍ରୋନ ଉଡୁଥିଲା । ସେନା ପକ୍ଷରୁ ଡ୍ରୋନକୁ…