Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଖସୁଛି ଦୈନିକ ସଂକ୍ରମଣ, ଜାଣନ୍ତୁ କେତେ ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ହଜାର ୮୪୭ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨…

କେନ୍ଦ୍ରକୁ ଫାଇଜର କହିଲା ଟିକା ୧୨ରୁ ଅଧିକ ବୟସ୍କ ଓ B.1.617 ଭାରିଆଣ୍ଟ ଉପରେ ପ୍ରଭାବୀ

ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ପ୍ରଭାବୀ ହେଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟି B. ୧.୬୧୭ କୁ ବି ମାରିବ । ଏନେଇ କେନ୍ଦ୍ର ସରକାରଙ୍କୁ ଫାଇଜର୍ ଅବଗତ କରାଇଛି । ଏଥିସହ ଫାଇଜର ଟିକାକୁ ୨-୮ ଡିଗ୍ରୀ ସେଲସିୟସ…

ଧରାପଡ଼ିଲା ମେହୁଲ ଚୋକସୀ: ଆଣ୍ଟିଗୁଆକୁ ଚମ୍ପଟ ମାରିଥିଲା, ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ଓ ଠକେଇ ମାମଲାରେ ଚମ୍ପଟ ମାରିଥିବା ଅଭିଯୁକ୍ତ ମେହୁଲ ଚୋକସୀ ଧରା ପଡିଛି । ତାକୁ ଡୋମିନିକାରୁ ଗିରଫ କରାଯାଇଛି । ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (CID) କଷ୍ଟୋଡିରେ ଅଛି ମେହୁଲ ଚୋକସୀ । କିଛି ଦିନ…

କିମ ଜୋଙ୍ଗ ଭଉଣୀଙ୍କ ନୃଶଂସପଣିଆ

ପ୍ୟୋୟାଙ୍ଗୟାଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ନୃଶଂସପଣିଆ ଏବେ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ନିକଟରେ ଦେଖିବାକୁ ମିଳୁଛି । କିଛି କ୍ଷମତା ପାଇବା ପରେ ସେ ଏବେ ଶୀର୍ଷ ଅଧିକାରୀଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅର୍ଥରେ ଯିଏ ବି ସେମାନଙ୍କ…

କରୋନା ସଂକ୍ରମଣ ଏବଂ ମୃତ୍ୟୁର ବିପଦ ପୁରୁଷଙ୍କଠାରେ ଅଧିକ କାହିଁକି?

ନୂଆଦିଲ୍ଲୀ: ପୂର୍ବ ତଥ୍ୟ ଅନୁଯାୟୀ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ କରୋନା ସଂକ୍ରମିତ ହେବାର ଅଧିକ ବିପଦ ରହିଛି। ପୁରୁଷମାନେ ଅଧିକ ଆକ୍ରାନ୍ତ ହେବା ସହିତ ବହୁ ସଂଖ୍ୟାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ପୂର୍ବ ଅନୁସନ୍ଧାନକୁ ସମର୍ଥନ କରି, ମିସୌରୀର ସେଣ୍ଟ୍ ଲୁଇସ୍ ସ୍ଥିତ ୱାଶିଂଟନ୍…

ସର୍ବାଧିକ ଟିକାକରଣ ପ୍ରକ୍ରିୟା‌ରେ ଆମେରିକା ପରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶ କରୋନା ଦ୍ୱିତୀୟ ତରଙ୍ଗର ସମ୍ମୁଖୀନ ହେଉଛି। ଏହା ଭିତରେ ଦେଶ ଟିକାକରଣ ପ୍ରକ୍ରିୟାରେ ମଧ୍ୟ ଦେଶ ବେଶ୍‌ ଆଗୁଆ ରହିଛି। ୨୦ କୋଟି ଲୋକଙ୍କୁ କରୋନା ଟିକାକରଣ କରି ଆମେରିକା ପରେ ଦ୍ୱିତୀୟ ଦେଶ ହୋଇପାରିଛି ଭାରତ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା…

ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭ୍‌ ଇନ୍‌ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଟିକାର ଘୋର ଅଭାବ ମଧ୍ୟରେ ଦିଲ୍ଲୀରେ ଆଜି ଦ୍ୱାରକା ସେକ୍ଟର ୧୪ ର ଭେଗାସ୍ ମଲ୍ ଠାରେ ପ୍ରଥମ ଡ୍ରାଇଭ୍ ଇନ୍‌ ଟିକାକରଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଉଦଘାଟନ କରିଥିଲେ। “ଆମେ ଜାତୀୟ ରାଜଧାନୀରେ ଆହୁରି ଅନେକ ଡ୍ରାଇଭ୍ ଇନ୍‌ ଟିକାକରଣର…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଭିକ୍କିଙ୍କ ସର୍ଦ୍ଦାର ଉଧମ ସିଂ

ମୁମ୍ବାଇ:ଫିଲ୍ମ ହଲରେ ରିଲିଜ କରିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ସର୍ଦ୍ଦାର ଉଧମ ସିଂ ଟିମ୍ ଏଥର ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛନ୍ତି । ସ୍ୱାଧୀନ ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ଭିକ୍କି କୌଶଲ ଅଭିନୟ କରୁଛନ୍ତି । ଫିଲ୍ମର ଶୁଟିଂ ଗତ ବର୍ଷରୁ ସମାପ୍ତ…

ଦେଶରେ ୧୧,୭୧୭ଟି ବ୍ଲାକ୍‌ ଫଙ୍ଗସ୍‌ ମାମଲା ରେକର୍ଡ; ଗୁଜରାଟରୁ ସର୍ବାଧିକ

ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ ଗୁଜରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ ରୋଗରେ ୧୧,୭୧୭ ମାମଲା ରେକର୍ଡ କରାଯାଇଛି। ଗତ ସପ୍ତାହରେ, ବ୍ଲାକ୍ ଫଙ୍ଗସ୍ ଦ୍ବାରା ସଂକ୍ରମିତ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ…

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଥା ଭାରତର ପ୍ରଧାନ ବିଚାରପତି…