Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅତନୁ ପ୍ରି-କ୍ୱାର୍ଟରରୁ ବିଦା, ତୀରନ୍ଦାଜରେ ଭାରତର ଅଭିଯାନ ଶେଷ

ଟୋକିଓ: ତୀରନ୍ଦାଜରେ ଶେଷ ହୋଇଛି ଭାରତର ଅଭିଯାନ । ପଦକ ଆଶା ଧୂଳିସାତ ହୋଇଛି । ଆଜି ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ମ୍ୟାଚ୍ ପରାସ୍ତ ହୋଇଛନ୍ତି ଅତନୁ ଦାସ । ସେ ଜାପାନର ତାକାହାରୁ ଫୁରକାଓ୍ୱାଙ୍କଠାରୁ ପରାସ୍ତ ହୋଇଛନ୍ତି । ୪-୬ରେ ପରାଜିତ ହୋଇଛନ୍ତି ଅତନୁ ଦାସ । ଅତନୁ ପୂର୍ବ ମ୍ୟାଚରେ…

ବକ୍ସିଂରେ ନିରାଶ କଲେ ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲ

ଟୋକିଓ: ଅଲିମ୍ପିକ୍ସରେ ଆଜି ଆରମ୍ଭରୁ ନିରାଶା ଖବର ଦେଇଛନ୍ତି ଭାରତୀୟ କ୍ରୀଡାବିତ୍ । ପୁରୁଷ ୫୨ କିଲୋ ବକ୍ସିରେ ଭାରତର ପଦକ ଆଶା ଆଶାରେ ରହିଗଲା । ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ ପ୍ରି-କ୍ୱାର୍ଟର ଫାଇନାଲ୍ ହାରି ଯାଇଛନ୍ତି । କଲୋମ୍ବିଆ ପ୍ରତିଯୋଗୀ ୟୁବେର୍ଜେନ…

ବଡ ପାଟି ଯୋଗୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ସାମନ୍ଥା

ୱାଶିଂଟନ: ଆମେରିକାର ସାମନ୍ଥା ରେମ୍ସଡେଲ ବଡ ପାଟି ଯୋଗୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ତାଙ୍କ ପାଟିର ଓସାର ୬.୫୨ ସେମି । ସେ ତାଙ୍କ ପାଟିର ଆକାର ନେଇ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇ ପଡିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପାଟି ନେଇ ଚର୍ଚ୍ଚା ହେବା ପରେ…

ଆସାମ ଓ ମିଜୋରାମ ମଧ୍ୟରେ ବଢୁଛି ବିବାଦ

ଗୌହ୍ବାଟି : ଦିନକୁ ଦିନ ଆସାମ ଓ ମିଜୋରାମ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ସୀମାରେ ସ୍ଥିତି ସ୍ବାଭାବିକ ଥିବା ବେଳେ ଦୁଇ ରାଜ୍ୟର ସରକାର ଏବେ ସ୍ଥିତି ଉପରେ ନଜର ରଖିଛନ୍ତି । ସେପଟେ ଆକ୍ସନ୍ ମୁଡକୁ ଆସିଛନ୍ତି ଆସାମ ସରକାର । ଆସାମବାସୀଙ୍କ ପାଇଁ ଆସାମ ସରକାର ଏକ ଗାଇଡଲାଇନ୍ ଜାରି…

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ…

ଖୋଲିବ ପେଗାସସ୍‌ ପେଡି, ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଖୋଲିବ ପେଗାସସ୍‌ ପେଡି । ଜାସୁସୀ ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରାଜି । ଆସନ୍ତା ସପ୍ତାହରେ ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପେଗାସସ୍ ମାମଲାର ଏସଆଇଟି ଯାଞ୍ଚ…

କ୍ରୁନାଲ୍ ପାଣ୍ୟାଙ୍କ ପରେ ଚହଲ ଓ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କ୍ରୁନାଲ୍ ପାଣ୍ୟାଙ୍କ ପରେ ଆଉ ଦୁଇ ଜଣ କ୍ରିକେଟରଙ୍କୁ କରୋନା । ସ୍ପିନର ଯୁଜବେନ୍ଦର ଚହଲ ଓ ଅଲରାଉଣ୍ଡର କୃଷ୍ଣପ୍ପା ଗୋତମ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କର ରିପୋର୍ଟ ଆସିଛି ପଜିଟିଭି । ଏମାନେ କ୍ରୁନାଲ୍ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ଚହଲ ଓ କୃଷ୍ଣପା…

ବିଦ୍ୟୁତ ଆଘାତରେ ୬ ଦାଦନଙ୍କର ମୃତ୍ୟୁ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଲାଙ୍କାଭାନିଦିବାରେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୬ ଜଣ ଦାଦନଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ୬ ଜଣ ରାୟଗଡ଼ା ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି । ଶୁକ୍ରବାର ସକାଳୁ ଚିଙ୍ଗୁଡ଼ି ବନ୍ଧରେ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ଆଜି ଦିନ ୨ଟାରେ ବାହାରିବ CBSE ଦ୍ୱାଦଶ ରେଜଲ୍ଟ, ଏମିତି ଜାଣିବେ ଫଳାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଏନେଇ ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀ cbseresults.nic.in ଓ୍ୱେବସାଇଟରୁ ନିଜ ନିଜ ରେଜଲ୍ଟ ଦେଖିପାରିବେ । ରୋଲ୍ ନମ୍ୱର ଜରିଆରେ ନିଜ…

ଦାନୀଶ ବଂଚିଥିଲେ, ଭାରତୀୟ ବୋଲି ଜଣାପଡିବା ପରେ ହତ୍ୟା କଲେ ତାଲିବାନ: ରିପୋର୍ଟ

ନୂଆଦିଲ୍ଲୀ:ଭାରତର ଫଟୋ ଜର୍ଣ୍ଣାଲିଷ୍ଟ ଦାନୀଶ ସିଦ୍ଦିକିଙ୍କ ମୃତ୍ୟୁ ଘଟଣାରେ ଆଜି ୱାଶିଂଟନ ଏଗଜାମାଇନରରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶିତ କରିଛି । ରିପୋର୍ଟରେ ଦାନିଶଙ୍କ ମୃତ୍ୟୁ କ୍ରସ ଫାୟାରିଂରେ ହୋଇ ନ ଥିଲା । ସେ ଭାରତୀୟ ବୋଲି ଜଣାପଡିବା ପରେ ତାଙ୍କୁ ତାଲିବାନମାନେ ହତ୍ୟା କରିଥିଲେ ।…