Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁଏଇରେ ହେବ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ହେବ ବୋଲି କେତେକ ନ୍ୟୁଜ ୱେବସାଇଟରେ ଖବର ପ୍ରକାଶ ପାଇଛି । ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବଳକା ୩୧ ମ୍ୟାଚ ଏଠାରେ ହେବ । ବିସିସିଆଇ ଇଂଲଣ୍ଡ ଏବଂ ୟୁଏଇରେ ମ୍ୟାଚ କରିବା ନେଇ ଯୋଜନା କରୁଛି । ପୂର୍ବରୁ ୟୁଏଇରେ…

ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣ ଅନୁମତି ଦେବା ଆବଶ୍ୟକ। ନିକଟରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ପାଇଁ ସରକାର…

ଜୁଲାଇରେ ହୋଇପାରେ ସିବିଏସ୍ଇ ବୋର୍ଡ ପରୀକ୍ଷା; ଜୁନ୍‌ ୧ରେ ଆସିବ ପରୀକ୍ଷା ଫର୍ମାଟ୍‌

ନୂଆଦିଳ୍ଲୀ: ୨୦୨୧ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ୍‌ ହେବ ନାହିଁ ଏବଂ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଆସନ୍ତା ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

କେତେଦିନ ଚାଲିବ ଲାଲ୍ ସେନାର ଆତଙ୍କରାଜ ?

ମାଲକାନଗିରି: ରକ୍ତମୁଖା ଲାଲ୍ ସେନାର ଭିତ୍ତିହୀନ ଆନ୍ଦୋଳନ । ପ୍ରତିଦିନ ସରକାରୀ ସମ୍ପତ୍ତି ଧ୍ୱଂସ କରି ନିଜ ଲକ୍ଷ୍ୟହୀନ ଆନ୍ଦୋଳନର ଦ୍ୱାହି ଦେଉଛି । ପୁଣିଥରେ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ ଉନ୍ନୟନ ମୂଳକ କାମକୁ ବିରୋଧ କରି ବିଜାପୁର…

‘ଟୁଲ୍କିଟ୍’ ମାମଲାରେ ସମ୍ବିତ ପାତ୍ରଙ୍କୁ ପୋଲିସର ସମନ

ନୂଆଦିଲ୍ଲୀ: ‘ଟୁଲ୍କିଟ୍’ ମାମଲାରେ ଛତିଶଗଡ ପୋଲିସ ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ଜାରି କରିଛି। କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ପରେ ସମ୍ୱିତ ପାତ୍ରଙ୍କୁ ରବିବାର ଦିନ ରାୟପୁରର ସିଭିଲ ଲାଇନ୍ସ…

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୧.୨୩ ଲକ୍ଷରୁ ଅଧିକ କୋଭିଡ୍‌ ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧.୨୩ ଲକ୍ଷରୁ ଅଧିକ ତାଜା ଟେଷ୍ଟ୍‌ ସହିତ ଗୋଟିଏ ଦିନରେ ସର୍ବାଧିକ କରୋନା ପରୀକ୍ଷା କରିବାର ରେକର୍ଡ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି। ଏହା କ୍ରମାଗତ ଭାବେ ପଞ୍ଚମ ଦିନ ଭାରତରେ ୨୦ ଲକ୍ଷରୁ ଅଧିକ କୋଭିଡ୍‌…

ଚୀନ୍‌; ଖରାପ ପାଗ ଯୋଗୁ ଗଲାଣି ୨୧ ଧାବକଙ୍କ ଜୀବନ

ବେଜିଂ: ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ…

କୋଭାକ୍ସିନ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି କାହିଁକି ବିଦେଶ ଯାଇପାରିବେ ନାହିଁ ଭାରତୀୟ ?

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଅନେକ ଦେଶ ଭାରତରୁ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି । କିଛି ଦେଶରେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ ଥିଲେ ଏଣ୍ଟ୍ରି ଅନୁମତି ମିଳୁଛି । କିନ୍ତୁ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଭାରତୀୟଙ୍କୁ ଏବେ…

ଆସାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଗୌହାଟି: ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ୬ ଜଣ ଡିମାସା ନାସନାଲ ଲିବେରସନ୍ ଆର୍ମି (DNLA) ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ରବିବାର ସକାଳେ କବ୍ରି ଅନଗ୍ଲୋଙ୍ଗର ଧାନସିରି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଆସାମ ପୋଲିସର…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…