Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ…

୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ

ନୂଆଦିଲ୍ଲୀ: ସିକ୍କିମରେ ପ୍ରାୟ ୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବୌଦ୍ଧ ମଠ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଗ୍ୟାଙ୍ଗଟକ ଠାରୁ ୩୦ କିଲୋମିଟର ଦୂରରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ରୁମଟେକ୍ ମଠର…

ଜୁନ୍‌ରୁ ଆରମ୍ଭ ହୋଇପାରେ ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଜୁନ୍‌ରୁ ଆରମ୍ଭ ହୋଇପାରେ ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷଣ। କରୋନା ରୋଗ ପ୍ରତିରୋଧକ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଜୁନ୍‌ରୁ ଟିକା ପରୀକ୍ଷଣ ଆରମ୍ଭ କରିବ ବୋଲି ଆଶା କରାଯାଉଛି। "ଆମେ ଗତ ବର୍ଷ ଉତ୍ପାଦର ବିକାଶ ଉପରେ ଧ୍ୟାନ ଦେଇଥିଲୁ।…

ଦେଶରେ ୪୪ ଶହ ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪ ଶହ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏଥିସହିତ ୨ ଲକ୍ଷ ୨୨ ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ…

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ।…

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ସଶସ୍ତ୍ର ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନିମନ୍ତେ ସଶସ୍ତ୍ର ସେନାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ଦ୍ୱାରା ୯୫୦ ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଯବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ…

ଉପକୂଳ ଓଡ଼ିଶାରେ କେନ୍ଦ୍ର ମୁତୟନ କରିବ ୧୦ ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ: ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବାତ୍ୟା 'ୟଶ' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୦ ଅତିରିକ୍ତ ଏନଡିଆରଏଫ୍ ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ନୂଆଦିଲ୍ଲୀରେ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର…

ପଞ୍ଜାବ ସରକାରଙ୍କୁ ସିଧାସଳଖ ଟୀକା ଦେବାକୁ ମନା କଲା ମୋଡେର୍ଣ୍ଣା

ଚଣ୍ଡୀଗଡ:ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ଟୀକା ନେବା ପାଇଁ ପଞ୍ଜାବ ସରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । କମ୍ପାନୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟୀକା ଦେଇପାରିବ ନାହିଁ ବୋଲି କହିଛି । ଯଦି ଟୀକା ଦିଆଯିବ ତାହାହେଲେ ଭାରତ ସରକାର ମାଧ୍ୟମରେ ବୋଲି ସ୍ପଷ୍ଟ କରିଛି…

ମାଉଟେଂନ ମାରାଥନ ବେଳେ ପାଗ ବଦଳିଲା, ୨୧ ଆଥଲେଟଙ୍କ ଥଣ୍ଡାରେ ମୃତ୍ୟୁ

ବେଜିଂ: ଚୀନରେ ଏକ ମାଉଟେଂନ ମାରାଥନ ପ୍ରତିଯୋଗିତା ବେଳେ ବଡଧରଣର ଅଘଟଣ ଘଟିଛି । ଏହି ମାରାଥନ ଦୌଡ ଚାଲିଥିବା ବେଳେ ହଠାତ ବରଫ ପଡିବା ସହ ଥଣ୍ଡା ପବନ ବୋହିଥିଲା ଫଳରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି । ୧୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ…