Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍‌ ପୀଡିତଙ୍କ ସହାୟତା ପାଇଁ ଗୌତମ ଗମ୍ଭୀର ଫାଉଣ୍ଡେସନ (ଜିଜିଏଫ୍‌)କୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ଷୟ କୁମାର ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏ ନେଇ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଟ୍ୱିଟରରେ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ସହ ଏହି ଖବର ବାଣ୍ଟିବା ସହ ଏବଂ…

ଆଜି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ରବିବାର ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍‌'ର ୭୬ ତମ ଏପିସୋଡକୁ ସମ୍ବୋଧିତ କରିବେ। ଦେଶବାସୀଙ୍କୁ କରୋନାଭାଇରସ୍‌ର ଦ୍ୱିତୀୟ ତରଙ୍ଗ ଦେଶକୁ ଗ୍ରାସ କରିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ବୋଧନ କରିବେ।…

ରେକର୍ଡ କରୁଛି କରୋନା: ଦେଶରୁ ଦିନକରେ ସାଢ଼େ ୩ଲକ୍ଷ ପଜିଟିଭ୍, ୨୭୬୭ ମୃତ

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପାଖାପାଖି ସାଢ଼େ ୩ ଲକ୍ଷ ଛୁଇଁଛି । ୩ ହଜାର ମୁହାଁ ହେଲାଣି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୯ ହଜାର ୬୯୧ ନୂଆ ଆକ୍ରାନ୍ତ ।…

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୨୩ ମୃତ, ୪୬ ଅସୁସ୍ଥ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ କୋଭିଡ୍ କେୟାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହସ୍ପିଚାଲରେ ନିଆଁ ଲାଗି ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇଛନ୍ତି ୪୫ ଜଣ । ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା ରୁମରେ ବିସ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।…

ଦର ଘୋଷଣା କଲା କୋଭାକ୍ସିନ୍, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା

ନୂଆଦିଲ୍ଲୀ: ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ ୨ଟି ଟିକା ଦିଆଯାଉଛି । ପୂର୍ବରୁ କୋଭିସିଲ୍ଡ ଟିକା ଦାମ ସେରମ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଥିଲା । ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର…

ମୁଖ୍ୟମନ୍ତ୍ରୀ କେ.ସି ଆରଙ୍କ ଘୋଷଣା, ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣାରେ ମିଳିବ ଟିକା

ତେଲେଙ୍ଗାନା : ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛି ସାରା ଦେଶ । ଏହାରି ଭିତରେ ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହାସହ ତେଲେଙ୍ଗାନାରେ କାର୍ଯ୍ୟରତ ଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ମାଗଣାରେ ଟିକା…

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ,…

ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୭ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ୟବତମାଳର ୱାନିରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ସାନିଟାଇଜର ପିଇବାରୁ ହୋଇଛି । ସୂଚନା ଅନୁସାରେ ମହାରାଷ୍ଟ୍ରରେ ଲକଡାଉନ୍ ପାଇଁ ମଦ ଦୋକାନ ବନ୍ଦ ରହିଛି । ଫଳରେ ଏମାନଙ୍କୁ ମଦ ମିଳିନଥିଲା । ମଦ ନମିଳିବାରୁ ସାନିଟାଇଜର ପିଇ ଦେଇଥିଲେ । ପୋଲିସ ସୂଚନା ଅନୁସାରେ,…

କରୋନାରେ ଆଉ ଜଣେ ରାଜନେତା ସଂକ୍ରମିତ

ଅହମ୍ମଦାବାଦ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ବାଦ୍ ପଡିନାହାନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରିଟି ମାନେ। https://twitter.com/ANI/status/1385926319477719044?s=20 ଏବେ ଗୁଜୁରାଟର…

ଉତ୍ତପ୍ରଦେଶରେ କରୋନାର ଭୟଙ୍କର ଚିତ୍ର, ୨୪ ଘଣ୍ଟାରେ ୨୨୩ ମୃତ, ୩୮୦୫୫ ସଂକ୍ରମିତ

ଉତ୍ତରପ୍ରଦେଶ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଭୟ ଓ ଆତଙ୍କ । ପ୍ରତିଦିନ ସଂକଅମଣ ସଂଖ୍ୟା ଉପରମୁହାଁ ଥିବା ବେଳେ, ଜୀବନ ବି ନେଇ ଚାଲିଛି କିଲର ଭାଇରସ୍ । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗୁଡୁଥିବା ବେଳେ, ଏବେ ଉତ୍ତରପ୍ରଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଗତ…