Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେରମ କହିଲା ଆମ ଟିକା ସବୁଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ଇବାରେ ଲାଗିଛି । ଏପଟେ ଏହାକୁ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି,…

ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲା ଭିତରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ଭ୍ୟାକ୍ସିନ୍ ନେଇପାରିବେ । ଟିକାକରଣର ନୂଆ ରଣନୀତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି…

ଅକ୍ସିଜେନ୍ ଉପରୁ ଶୁଳ୍କ ଛାଡ଼ କଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଆତଙ୍କ । କିନ୍ତୁ ଏହି ଆତଙ୍କକୁ ଆହୁଟି ଟପିଯାଇଛି ଅକ୍ସିଜେନ୍ ସମସ୍ୟା । ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ହସପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ହେଲେଣି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର…

‌କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଉଛି ଗୁରୁଦ୍ୱାର

ଗାଜିଆବାଦ: ଗାଜିଆବାଦର ଇନ୍ଦିରାପୁରାମ ଅଞ୍ଚଳର ଗୁରୁଦ୍ୱାର ସମିତି କୋଭିଡ-୧୯ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ 'ଅମ୍ଳଜାନ ଲଙ୍ଗର' ଆରମ୍ଭ କରିଛି। ସମଗ୍ର ରାଜ୍ୟରେ ଅମ୍ଳଜାନର ଅଭାବ ଏବଂ କୋଭିଡ-୧୯ ମୃତ୍ୟୁହାରରେ ବୃଦ୍ଧି ପାଇଥିବା ବେଳେ ଇନ୍ଦିରାପୁରାମ ଗୁରୁଦ୍ୱାର ସମିତିର…

ଗୋଟିଏ ଦିନରେ ୧୨୦ରୁ ଅଧିକ କରୋନା ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ବ୍ୟକ୍ତି

ଆଗ୍ରା: କରୋନା ମାମଲା  ବଢିବା ସହିତ ସମଗ୍ର ଦେଶରେ ଏକତା ଏବଂ ହୃଦୟସ୍ପର୍ଶୀ ଉଦାହରଣ ଦେଖିବାକୁ ମିଳୁଛି। ଅଜଣା ବ୍ୟକ୍ତି ଏକତ୍ରିତ ହୋଇ ମାରାତ୍ମକ ରୋଗ ସହ ଲଢିବାରେ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। କେତେକ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ପାଇବାରେ ସାହାଯ୍ୟ କରୁଥିବାବେଳେ ଆଉ କିଛି…

ଅମ୍ଳଜାନ ଯୋଗାଣ ଅଭାବର ମୁକାବିଲା ପାଇଁ ୟୁପି ସରକାରଙ୍କ ନୂଆ ପ୍ରୟାସ; ‘ଅକ୍ସିଜେନ୍‌ ମନିଟରିଂ ସିଷ୍ଟମ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟର ଘରୋଇ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଚାହିଦା ପୂରଣ କରିବା ପାଇଁ ୟୁପିରେ ୨୪ ଘଣ୍ଟିଆ ଲାଇଭ ମନିଟରିଂ ପାଇଁ ଡିଜିଟାଲ ପ୍ଲାଟଫର୍ମ "ଅକ୍ସିଜେନ ମନିଟରିଂ ସିଷ୍ଟମ'' ଆରମ୍ଭ କରିଛନ୍ତି।…

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ…

ଉତ୍ତରାଖଣ୍ଡ ଗ୍ଲାସିୟର ବିସ୍ଫୋରଣ; ଏପର୍ଯ୍ୟନ୍ତ ୪୩୦ ଜଣ ଉଦ୍ଧାର; ୮ ମୃତ

ଉତ୍ତରାଖଣ୍ଡ: ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ହିମସ୍ଖଳନ ପରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁମନା-ରିମ୍‌ଖିମ ରାସ୍ତାରେ ଥିବା ଏକ ଗ୍ଲାସିଅରର ଏକ ଅଂଶ ଭୁଶୁଡ଼ିବା ପରେ ଏହି ସ୍ଖଳନ ହୋଇଥିଲା। ଏହି ସମୟରେ…

ହାପି ବାର୍ଥ ଡେ ସଚିନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଲିଟିଲ୍ ମାଷ୍ଟର କୁହାଯାଉଥିବା ସଚିନଙ୍କ ପୂରା ନାଁ ହେଉଛି  ସଚିନ୍ ରମେଶ ତେନ୍ଦୁଲକର। ସଚିନ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ…

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନ୍. ଭି. ରମନା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ…