Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅମ୍ଳଜାନ ଅଭାବ ହେତୁ ୨୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଅମ୍ଳଜାନ ଅଭାବ ହେତୁ ଦିଲ୍ଲୀସ୍ଥିତ ଜୟପୁର ଗୋଲଡେନ ହସ୍ପିଟାଲରେ ୨୦ ଗୁରୁତର କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଏମଡି ଡି କେ ବାଲୁଜା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଅମ୍ଳଜାନ ଯୋଗାଣ ପାଇଁ ଡାକ୍ତରଖାନା ଦିଲ୍ଲୀ ସରକାରଙ୍କୁ ଏକ SOS ପଠାଇଥିଲା।…

ଦେଶରେ ୨୬ ଶହ ଟପିଲା ଦୈନିକ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୬ ହଜାର ୭୮୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୬୨୪ ସଂକ୍ରମିତଙ୍କ ଜୀବନ।…

ଆଜିଠୁ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

ଆନ୍ଧ୍ରପ୍ରଦେଶ: ଶନିବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ…

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲ

ନୂଆଦିଲ୍ଲୀ: ଶୁକ୍ରବାର ଏପ୍ରିଲ ୨୩ ତାରିଖ ଦିନ ଦିଲ୍ଲୀରେ କୋଭିଡ-୧୯ ସମ୍ବନ୍ଧୀୟ ଜଟିଳତା କାରଣରୁ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଲଲିତ ବେହଲଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଗତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର କରୋନା…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ବିଭିନ୍ନ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ପୂର୍ବତନ ପୋଲିସ କମିସନର ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି । ଏହାସହ ଅନୀଲ ଦେଶମୁଖଙ୍କ ଘର ସମେତ ବିଭିନ୍ନ ସ୍ଥାନରେ…

ଉତ୍ତରାଖଣ୍ଡରେ ହିମସ୍ଖଳନ; ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାର ନୀତି ଭ୍ୟାଲିର ସୀମାବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହିମସ୍ଖଳନ ହୋଇଛି। ହିମସ୍ଖଳନ ସୂଚନା ମିଳିବା ପରେ ସୀମା ସଡକ ସଂଗଠନର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ହେଲେ ତୁଷାରପାତ ହେତୁ ସେହି ଅଞ୍ଚଳ ସହ କୌଣସି ସମ୍ପର୍କ ସ୍ଥାପନା…

ବିଜାପୁରରୁ ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ଦାନ୍ତେଓ୍ୱାଡା: ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା…

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି 'ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ' ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ 'ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼' ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି…

ବ୍ରିଟେନ ରାଜପରିବାରର ପ୍ରସିଦ୍ଧ କଂଟ୍ରି କ୍ଲବ ଷ୍ଟୋକ ପାର୍କ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଶୁକ୍ରବାର ବ୍ରିଟେନ ରାଜପରିବାରର ଖ୍ୟାତନାମା କଂଟ୍ରି କ୍ଲବ ଷ୍ଟୋର୍କ ପାର୍କକୁ କିଣିଛନ୍ତି । ୩୦୦ ଏକର ପରିବ୍ୟାପ୍ତ ଏହି କ୍ଲବକୁ କିଣିବା ପାଇଁ ମୁକେଶଙ୍କୁ ୫୯୨ କୋଟି ଟଙ୍କା ଦେବାକୁ ପଡିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ…

ଖୁସି ଖବର : ଖୁବ୍ ଶୀଘ୍ର ଜର୍ମାନୀରୁ ଆସିବ ୨୩ ଅକ୍ସିଜେନ ଉତ୍ପାଦନ କ୍ଷମତା ପ୍ଲାଂଟ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଭାରତକୁ ଅସ୍ତବ୍ୟସ୍ତ କରି ଦେଲାଣି । ଏହି ସଙ୍କଟ ବେଳେ ମୂଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଅକ୍ସିଜେନ । ଶୁକ୍ରବାର ଜର୍ମାନୀରୁ ୨୩ଟି ଅକ୍ସିଜେନ କ୍ଷମତା ରଖିଥିବା ପ୍ଳାଂଟ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଜର୍ମାନୀରୁ ବିମାନ ଯୋଗେ…