Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶକୁ ଏକ ନୂତନ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଗୃହର ଆବଶ୍ୟକତା କେତେ ?

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ୨-୧ରେ ଦେଇଛନ୍ତି । ଏହି ପ୍ରକଳ୍ପ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ପରିବେଶ ମଞ୍ଜୁରୀକୁ ସମର୍ଥନ କରିଛନ୍ତି । ଏହା ସହିତ…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଲାଇସେନ୍ସ ବୈଧତା

ଭୁବନେଶ୍ବର : ପୁଣି ବଢ଼ିଲା ମୋଟରଯାନ ସମ୍ପର୍କିତ ନଥିପତ୍ରର ବୈଧତା । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନଥିପତ୍ରର ଅବଧିକୁ ବଢ଼ାଇଛି ପରିବହନ ବିଭାଗ । ପୂର୍ବରୁ ଏ ସଂକ୍ରମୀୟ ମାର୍ଗଦର୍ଶିକା ଜାରି କରିଥିଲା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ । ଆଜି ରାଜ୍ୟ ପରିବହନ…

କେବୁଲ ଟିଭି ନେଟୱର୍କ ନିୟମାବଳୀରେ ସଂଶୋଧନ

ନୂଆଦିଲ୍ଲୀ : କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ…

ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା କହିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି…

୨୦୨୨ ସୁଦ୍ଧା ଆଇଟି କ୍ଷେତ୍ରରୁ ଚାକିରି ହରାଇପାରନ୍ତି ୩୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ : ବିଭିନ୍ନ ଆଇଟି କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ସାବଧାନ । ୨୦୨୨ ସୁଦ୍ଧା ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏହି ବିପତ୍ତି । ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ସେମାନଙ୍କ ଚାକିରି…

ଜୁଲାଇରେ ପିଲାଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୁଲାଇରେ ପିଲାମାନଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଛି। https://twitter.com/ANI/status/1405469122540892160?s=19 ଗତ ବର୍ଷ ସେପ୍ଟେମ୍ବରରେ କରୋନା ଟିକା ପ୍ରସ୍ତୁତ…

ବିଏସଏଫ ଯବାନଙ୍କ ସହ ନାଚିଲେ ଓ ଖେଳିଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ…

ଶ୍ରୀନଗର: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି କାଶ୍ମୀରରେ ପହଞ୍ଚିବା ସହ ଭାରତୀୟ ସୈନିକମାନଙ୍କ ସହିତ ସମୟ ବିତାଇଥିବା ନଜର ଆସିଛି। ଅକ୍ଷୟ କୁମାର ସୈନିକମାନଙ୍କ ସହ ନାଚୁଥିବା ଓ ଭଲିବଲ୍ ଖେଳୁଥିବାର ଏକ ଫଟୋ ସାମ୍ନାକୁ ଆସିଛି। ଏନେଇ ଏକ ଭିଡିଓ ସେୟାର ହୋଇଛି, ଯେଉଁଥିରେ ଅକ୍ଷୟ କୁମାର…

ମୁକୁଲ ରୟ ଫେରାଇଲେ ‘Z’ କାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି)କୁ ଫେରିବାର କିଛି ଦିନ ପରେ ପୂର୍ବତନ ବିଜେପି ନେତା ମୁକୁଲ ରୟ ଭିଆଇପି ସୁରକ୍ଷା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଅଧିକାରୀମାନେ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଶ୍ରୀ ରୟଙ୍କୁ ଦିଆଯାଇଥିବା 'Z' ବର୍ଗର…

ସିଇଓରୁ ମାଇକ୍ରୋସଫ୍ଟର ନୂଆ ଅଧ୍ୟକ୍ଷ ବନିଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସଫ୍ଟୱେୟାର୍ ନିର୍ମାତା କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ସତ୍ୟ ନାଡେଲାଙ୍କୁ ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ଭାରତୀୟ ବଂଶୋଦ୍ଭବ ନାଡେଲା ଗତ ୭ ବର୍ଷ ଧରି କମ୍ପାନୀର ସିଇଓ ପଦରେ ରହିଆସିଛନ୍ତି। ସେ ଏବେ ଜନ୍ ଥମସନଙ୍କ ସ୍ଥାନ ନେବାକୁ…

୧୪ ଦିନ ଶିଶୁର ବ୍ଲାକ୍ ଫଙ୍ଗସ ଅସ୍ତ୍ରୋପଚାର

ଆଗ୍ରା : କରୋନା ପରବର୍ତ୍ତୀ ବ୍ଲାକ ଫଙ୍ଗସ ସଂକ୍ରମଣ କାହାକୁ ବି ହୋଇପାରେ। ଆଗ୍ରାର ଜଣେ ୧୪ ଦିନର ଶିଶୁ ମଧ୍ୟ ଏଥିରେ ସଂକ୍ରମିତ ହେବା ସହ ତାର ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ଆଗ୍ରା ସରୋଜିନୀ ନାଇଡୁ ହସପିଟାଲରେ ଏହି ଶିଶୁଟିକୁ ଭର୍ତ୍ତି କରାଯାଇଥିଲା। ତେବେ ତା ଦେହରେ…